ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ପୁଣି ଥରେ ଟ୍ରାଫିକ ନିୟମ କଡାକଡ଼ି ହେବାକୁ ଯାଉଛି । ଏହି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଲକ୍ ଡାଉନ ହଟିବା ପରେ ରାଜ୍ୟରେ ହେଲମେଟ୍ ଚେକିଂ, ଦ୍ରୁତ ଗତିରେ ଗାଡ଼ି ଚାଳନା ଉପରେ ଯାଞ୍ଚକୁ ଗୁରୁତ୍ୱ ଦିଆଯିବ। କାରଣ ଏହି ଦୁଇମାସ ଭିତରେ ଦୁର୍ଘଟଣା ନାହିଁ କହିଲେ ଚଳେ।
କେବଳ କିଛି କାଁ ଭାଁ ଘଟଣାକୁ ବାଦ୍ ଦେଲେ ରାଜ୍ୟରେ ଦୁର୍ଘଟଣା ନାହିଁ। ଏହାକୁ ଦୃଷ୍ଟିରେ ରଖି ପୁଣିଥରେ ଟ୍ରାଫିକ ନିୟମକୁ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ । ଗାଡ଼ି କାଗଜପତ୍ର, ଡିଏଲ, PUCC ଆଦି ଯାଞ୍ଚ କରାଯିବ । ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା ଗଣିବେ ଗାଡ଼ି ଚାଳକ । କରୋନା ଓ ଲକ୍ଡାଉନ୍ ଯୋଗୁ ଦୁଇ ମାସ ହେବ ରାଜ୍ୟରେ ଟ୍ରାଫିକ ନିୟମ କୋହଳ ହୋଇଛି ।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…