କେନ୍ୟୁଜ୍: ଦେଶରେ ବଜେଟ୍ ପ୍ରସ୍ତୁତ ପ୍ରକ୍ରିୟାରେ ଓଡ଼ିଶା ତୃତୀୟ ସର୍ବଶ୍ରେଷ୍ଠ । ସ୍ୱଚ୍ଛତା ଓ ପାରଦର୍ଶିତା ଆଦିକୁ ନେଇ କରାଯାଇଥିବା ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲର ସର୍ଭେରେ ଏହା କୁହାଯାଇଛି । ସବୁଠୁ ଆଗରେ ରହିଛି ଆସାମ । ଏହା ପଛକୁ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ରହିଛନ୍ତି । ପ୍ରଥମ ୫ଟି ରାଜ୍ୟ ମଧ୍ୟରୁ ୭୦ ପଏଣ୍ଟ ସହ ଆସାମ ପ୍ରଥମରେ ଥିବାବେଳେ ଦ୍ୱିତୀୟରେ ଆନ୍ଧ୍ରପ୍ରଦେଶ, ଆନ୍ଧ୍ରପ୍ରଦେଶର ପଏଣ୍ଟ ୬୭ ଥିବା ବେଳେ ୬୬ ପଏଣ୍ଟ ସହ ତୃତୀୟରେ ଓଡ଼ିଶା, ଚତୁର୍ଥରେ ଝାଡଖଣ୍ଡ ଓ ପଞ୍ଚମରେ ରହିଛି ବିହାର । ଏଥିରେ ଗୋଆ, ମହାରାଷ୍ଟ୍ର ଓ ପଞ୍ଜାବର ର୍ୟାଙ୍କିଂ କମ୍ ରହିଛି । ଗୋଆ ୪୫, ମହାରାଷ୍ଟ୍ର ୩୮ ଓ ପଞ୍ଜାବର ୩୦ ପଏଣ୍ଟ ରହିଛି ।
ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…
ଭାରତୀୟ ଟିମ୍ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…
ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…
ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…
ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…
ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…