ଭୁବନେଶ୍ୱର: ଦୁଇ ଭାଗ ହେଲା ବିଶାଖା ଏକ୍ସପ୍ରେସ୍ ଟ୍ରେନ୍ । ଇଞ୍ଜିନ ସହ କିଛି ଏସି ବଗି ଗଡ଼ିଲା । ଆଉ କିଛି ବଗି ବିନା ଇଞ୍ଜିନରେ ଗଡିଲା । ପ୍ରଥମେ ବାଲୁଗାଁ ନିକଟରେ ଏପରି ଦେଖିବାକୁ ମିଳିଥିଲା । ଇଞ୍ଜିନ ସହ ବଗି ସଂଯୋଗ କରିବା ପରେ ଟ୍ରେନ୍ ଛାଡିଥିଲା । ହେଲେ ସୁବୁଦ୍ଧି ପାଟଣା ନିକଟରେ ପୁଣି ଅଲଗା ହୋଇଯାଇଥିଲା । ଟ୍ରେନ୍ ଭୁବନେଶ୍ୱରରୁ -ସିକନ୍ଦରାବାଦ ଯାଉଥିବା ବେଳେ ଏପରି ଘଟଣା ଘଟିଛି । ତେବେ ଟ୍ରେନ୍ରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…
ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…
ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…
ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…
ଯେତେବେଳେ ବି ଆମେ କୌଣସି କାର୍ଯ୍ୟ କରିବା ପାଇଁ ବାହାରିଥାଉ, ଆମ ମୂଳ ଉଦ୍ଦେଶ୍ୟ ହୋଇଥାଏ ସେହି କାର୍ଯ୍ୟକୁ ସଂପୂର୍ଣ୍ଣ…
କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…