Below header

ଦୁଇ ଭାଗ ହେଲା ବିଶାଖା ଏକ୍ସପ୍ରେସ୍ ଟ୍ରେନ୍! ବିନା ଇଞ୍ଜିନରେ ଗଡିଲା ବଗି

ଭୁବନେଶ୍ୱର: ଦୁଇ ଭାଗ ହେଲା ବିଶାଖା ଏକ୍ସପ୍ରେସ୍ ଟ୍ରେନ୍ । ଇଞ୍ଜିନ ସହ କିଛି ଏସି ବଗି ଗଡ଼ିଲା । ଆଉ କିଛି ବଗି ବିନା ଇଞ୍ଜିନରେ ଗଡିଲା । ପ୍ରଥମେ ବାଲୁଗାଁ ନିକଟରେ ଏପରି ଦେଖିବାକୁ ମିଳିଥିଲା । ଇଞ୍ଜିନ ସହ ବଗି ସଂଯୋଗ କରିବା ପରେ ଟ୍ରେନ୍ ଛାଡିଥିଲା । ହେଲେ ସୁବୁଦ୍ଧି ପାଟଣା ନିକଟରେ ପୁଣି ଅଲଗା ହୋଇଯାଇଥିଲା । ଟ୍ରେନ୍ ଭୁବନେଶ୍ୱରରୁ -ସିକନ୍ଦରାବାଦ ଯାଉଥିବା ବେଳେ ଏପରି ଘଟଣା ଘଟିଛି । ତେବେ ଟ୍ରେନ୍‌ରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.