ବୌଦ୍ଧ(କେନ୍ୟୁଜ୍): ଦଣ୍ଡନାଟ ବେଳେ ଦାଣ୍ଡରେ ହତ୍ୟା । ବୌଦ୍ଧ କଣ୍ଟାମାଳ ପଲସପାଟ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ । ଗାଁରେ ଦଣ୍ଡ ଯାତ୍ରା ଚାଲୁଥିବା ବେଳେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା । ଜଣେ ମହିଳାଙ୍କୁ ଗାଁ ଦାଣ୍ଡରେ ପନିକିରେ ହତ୍ୟା କଲା ଦଣ୍ଡୁଆ । ମୃତକ ହେଲେ ସୂର୍ଯ୍ୟକାନ୍ତି ପ୍ରଧାନ । ହତ୍ୟାକାରୀକୁ କାବୁ କଲେ ଗାଁଲୋକ ।
ଜଣେ ଦଣ୍ଡୁଆ ମହିଳାଙ୍କୁ ଗାଁ ଦାଣ୍ଡରେ ପନିକି ଧରି ଗୋଡ଼ାଇ ଗୋଡ଼ାଇ ହାଣିଲା । ଘଟଣାସ୍ଥଳରେ ମହିଳା ଜଣକ ମୃତ୍ୟୁ ବରଣ କରିଥିଲେ । ଅଭିଯୁକ୍ତ କମ୍ପରା ଗ୍ରାମର ଉଗ୍ରସେନ ସେଠି । ବାଉଁଶୁଣି ଥାନା ପୋଲିସ ଘଟଣାର ତଦନ୍ତ କରୁଛି ।
ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…