best health news

ପ୍ରତିଦିନ ଖାଦ୍ୟରେ ଘିଅ ଓ ତେଲ ସଂପୂର୍ଣ୍ଣ ବନ୍ଦ କରୁଛନ୍ତି କି ? ସାବଧାନ ହୋଇପାରେ ବଡ ସମସ୍ୟା

ଫିଟନେସ୍ ପାଇଁ ଲୋକମାନେ ପ୍ରଥମେ ନିଜ ଖାଦ୍ୟରେ ଘିଅ ଏବଂ ତେଲର ପରିମାଣକୁ କମ୍‌ କରୁଛନ୍ତି । ଅତ୍ୟଧିକ ଘିଅ କିମ୍ବା ତେଲ ଖାଇବା ଦ୍ୱାରା ଶରୀର…

3 months ago

ପ୍ରତିଦିନ ପିଅନ୍ତୁ ଲାଉ ଜୁସ, ପେଟ ଜନିତ ସମସ୍ୟା ଠାରୁ ମୋଟାପଣ ପର୍ଯ୍ୟନ୍ତ ମିଳିବ ସବୁ ସମସ୍ୟାରୁ ମୁକ୍ତି

ଆଜିକାଲି, ଲୋକମାନେ ଅତି ଶୀଘ୍ର ମେଦବହୁଳତାର ଶିକାର ହେଉଛନ୍ତି, ଗତ କିଛି ବର୍ଷ ମଧ୍ୟରେ ଏହା ଦୁନିଆରେ ଏକ ବଡ ସମସ୍ୟା ପାଲଟିଛି । ଗତ ୩୦…

4 months ago

ଛିଡା ହୋଇ ପାଣି ପିଉଥିଲେ ହୋଇଯାନ୍ତୁ ସାବଧାନ! ଶରୀରରେ ସୃଷ୍ଟି କରେ ଅନେକ ସମସ୍ୟା

ଆମ ଶରୀରରେ ପ୍ରାୟ ୬୦ ରୁ ୭୦% ଜଳ ରହିଥାଏ, ଏଥିରୁ ଆପଣ କଳ୍ପନା କରିପାରୁଥିବେ ଯେ ଆମ ଶରୀର ପାଇଁ ଜଳ କେତେ ଗୁରୁତ୍ୱପୂର୍ଣ୍ଣ ।…

5 months ago

ମେଣ୍ଟାଲ ହେଲଥ୍‌ରେ ଖରାପ ପ୍ରଭାବ ପକାଉଛି ବାୟୁ ପ୍ରଦୂଷଣ, ଜାଣନ୍ତୁ କିପରି ବଞ୍ଚିବେ ଏହି ସମସ୍ୟାରୁ

ବର୍ତ୍ତମାନ ସମୟରେ ଆମ ସମାଜରେ ବହୁତ ପରିମାଣରେ ପ୍ରଦୂଷଣ ବଢି ଚାଲିଛି । ଯାହା ଆଗକୁ ଯାଇ ଆମମାନଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ବିପଦପୂର୍ଣ୍ଣ ପରିସ୍ଥିତି ତିଆରି…

8 months ago

ନିଦରେ ଚାଲିବା ସମସ୍ୟା ଥିଲେ ଏଥିରୁ କିପରି ବଞ୍ଚିବେ, ଜାଣନ୍ତୁ ଏହା ବିଷୟରେ

ବର୍ତ୍ତମାନ ସମୟରେ ଖରାପ ଲାଇଫ୍‌ ଷ୍ଟିଇଲ୍‌ ଯୋଗୁ ଶରୀରରେ ଅନେକ ପ୍ରକାରର ରୋଗ ଦେଖା ଦେଇଥାଏ । ସେଥିମଧ୍ୟରୁ ନିଦରେ ଚାଲିବା ମଧ୍ୟ ଏକ ରୋଗ ହୋଇଥାଏ…

11 months ago

ସାଇକୋଟିକ ଡିସଅର୍ଡର କଣ ? ଜାଣନ୍ତୁ ଏହି ରୋଗ ହେଲେ କଣ ସମସ୍ୟା ହୁଏ

କୌଣସି ବ୍ୟକ୍ତିର ମାନସିକ ସ୍ଥିତି ଠିକ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନ୍ୟ ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ ପରି ଜଣେ ବ୍ୟକ୍ତିର ମସ୍ତିଷ୍କ ସଠିକ ଭାବରେ କାର୍ଯ୍ୟ…

11 months ago

ସୂର୍ଯ୍ୟମୁଖୀ ଫୁଲ ମଞ୍ଜି ଖାଇଲେ ସୁସ୍ଥ ରହିବ ହାର୍ଟ, ଆଜି ହିଁ କରନ୍ତୁ ଡାଏଟରେ ସାମିଲ

ସୂର୍ଯ୍ୟମୁଖୀ ଫୁଲ ଦେଖିବାକୁ ଖୁବ ସୁନ୍ଦର ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଏହାର ମଞ୍ଜି ଆପଣଙ୍କୁ ଅନେକ ଲାଭ ଦେଇ ପାରିବ । ସୂର୍ଯ୍ୟମୁଖୀ…

1 year ago

ପ୍ରଦୂଷଣ ଏବଂ ସିଗାରେଟରୁ ଫୁସଫୁସରେ ଜମା ହୋଇଥିବା ମଇଳାକୁ ସଫା କରିବ ଏହି ୫ ପ୍ରାକୃତିକ ଉପାୟ

ଫୁସଫୁସ ସମ୍ବନ୍ଧୀୟ ଅନେକ ସମସ୍ୟା ଦିନକୁ ଦିନ ବଢି ଚାଲିଛି । ବହୁ ସଂଖ୍ୟକ ଲୋକ ଏହି ଫୁସଫୁସ ସମ୍ବନ୍ଧୀୟ ରୋଗରେ ପିଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି…

1 year ago

ଗରମ ଦିନେ ରସୁଣ ଖାଇବା ଉଚିତ କି? ଜାଣନ୍ତୁ ଶରୀର ଉପରେ କିପରି ପଡ଼ିଥାଏ ପ୍ରଭାବ

ଆୟୁର୍ବେଦରେ ରସୁଣର ଉପକାରିତା ବିଷୟରେ କୁହାଯାଇଛି । ଏହା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଇଥାଏ, ତାହା ନୁହେଁ ଏଥିରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି, ଯାହା…

1 year ago

ସାଇଲେଣ୍ଟ ହାର୍ଟ ଆଟାକ କ’ଣ?

ପ୍ରତିବର୍ଷ ହାର୍ଟ ଆଟାକ କାରଣରୁ ବିଶ୍ୱରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥାଏ। ଆଜି ଆମେ ହୃଦୟ ସହ ଜଡିତ ସବୁଠାରୁ ଭୟଙ୍କର ରୋଗ ସାଇଲେଣ୍ଟ ହାର୍ଟ…

1 year ago

ତେଜପତ୍ର ଖାଉଛନ୍ତି କି? ଜାଣି ନିଅନ୍ତୁ ଏହା ଶରୀର ପାଇଁ କେତେ ଲାଭଦାୟକ

ଖାଦ୍ୟ ବନାଇବାରେ ତେଜପତ୍ରର ବ୍ୟବହାର ନା କେବଳ ଆପଣଙ୍କ ଖାଦ୍ୟର ସ୍ୱାଦକୁ ବଢ଼ାଇଥାଏ ବରଂ ସ୍ୱାସ୍ଥ୍ୟକୁ ଲାଭ ମଧ୍ୟ ପ୍ରଦାନ କରିଥାଏ। ଏହା ଏକ ଏମିତି ଜଡିବୁଟି…

2 years ago

ବଜାରକୁ ଆସିଛି କଳା ଗହମ, ସୁସ୍ଥ ଜୀବନଶୈଳୀ ପାଇଁ ଏହାକୁ ପ୍ରତିଦିନ ନିଜ ଖାଦ୍ୟରେ ସାମିଲ କରନ୍ତୁୁ

ଉତ୍ତମ ଖାଦ୍ୟ ହିଁ ଉତ୍ତମ ସ୍ୱାସ୍ଥ୍ୟର ମାଧ୍ୟମ। ତେବେ ଆପଣ ଦୈନିକ କେତେ ମାତ୍ରାରେ ଆଉ କଣ ଖାଉଛନ୍ତି ତାହା ଜାଣିବା ମଧ୍ୟ ବେଶି ଗୁରୁତ୍ୱପୂର୍ଣ୍ଣ। ଭାତ…

2 years ago