chandigarh

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ୬ ଗାଡି ଚୁରମାର୍‌, ଅନେକ ମୃତ

ଚଣ୍ଡୀଗଡ-ମନାଲୀ ରାଜମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହିମାଚଳ ଏବଂ ପଞ୍ଜାବ ସୀମାର କିରତପୁର ପାଖରେ ନିର୍ମାଣ ହୋଇଥିବା ଟୋଲ ପ୍ଲାଜାରେ ଏକ ଟ୍ରକ ୬ଟି ଗାଡିକୁ…

1 week ago

ଚଣ୍ଡୀଗଡ଼ ବିମାନବନ୍ଦର ଓ ସରକାରୀ ହସ୍ପିଟାଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ଯାଞ୍ଚ କରୁଛି ବୋମା ସ୍କ୍ଵାଡ୍‌

ଦିଲ୍ଲୀ ପରେ ଏବେ ଚଣ୍ଡୀଗଡ଼ । ଚଣ୍ଡୀଗଡ଼ର ଏକ ସରକାରୀ ହସ୍ପିଟାଲକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏଠାରେ ସେକ୍ଟର-୩୨ସ୍ଥିତ ହସ୍ପିଟାଲ ଆଣ୍ଡ୍‌ ମେଡିକାଲ…

2 weeks ago

ନାଫେ ସିଂ ରାଠୀ ଗୁଳି କରି ହତ୍ୟା, ସିସିଟିଭିରେ କଏଦ ହେଲା ହତ୍ୟାକାଣ୍ଡ ପୂର୍ବର ଦୃଶ୍ୟ

ହରିଆଣାର ଭାରତୀୟ ଜାତୀୟ ଲୋକ ଦଳ (INLD)ର ମୁଖ୍ୟ ନାଫେ ସିଂହ ରାଠୀଙ୍କୁ ଗୁଳିକରି ହତ୍ୟା କରାଯିବାର ସିସି ଟିଭି ଫୁଟେଜ ସାମ୍ନାକୁ ଆସିଛି । ଏହି…

4 months ago

ଚଣ୍ଡିଗଡ଼ରେ ଆପ୍‌ ପ୍ରାର୍ଥୀ କୁଲଦୀପ କୁମାର ହେବେ ମେୟର, ବିଜେତା ଘୋଷଣା କଲେ ସୁପ୍ରିମ୍‌କୋର୍ଟ

ଚଣ୍ଡିଗଡ଼ ମେୟର ନିର୍ବାଚନରେ ହୋଇଥିବା ଅନିୟମିତତା ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଐତିହାସିକ ରାୟ ଦେଇଛନ୍ତି । କୋର୍ଟ ପୁରୁଣା ଫଳାଫଳକୁ ପ୍ରତ୍ୟାଖ୍ୟାନ କରି ଆମ୍ ଆଦମୀ ପାର୍ଟିର…

4 months ago

ଚଣ୍ଡିଗଡ: ସ୍କୁଲ ନିକଟରେ ଗ୍ୟାସ୍‌ ଲିକ୍‌, ବ୍ୟାଗ୍‌ ଛାଡି ଦୌଡିଲେ ୧୬୦୦ ପିଲା

ଚଣ୍ଡିଗଡର ଘରୋଇ ସ୍କୁଲ ନିକଟରେ ପାଇପଲାଇନରୁ ଗ୍ୟାସ୍‌ ଲିକ୍‌ ହେବା ପରେ ସ୍କୁଲରେ ଆତଙ୍କ ଖେଳିଯାଇଛି । ଫଳରେ ସ୍କୁଲରେ ଥିବା ପିଲାମାନେ ବ୍ୟାଗ୍‌ ଛାଡି ସ୍କୁଲରୁ…

7 months ago

ଖୁସି ଖବର ! ଭୁବନେଶ୍ବରରୁ ସୁରତ, ଡେରାଡୁନ, ଚଣ୍ଡୀଗଡ଼ ଓ ଜମ୍ମୁକୁ ଖୁବ୍‌ଶୀଘ୍ର ଉଡ଼ିବ ବିମାନ

ଭୁବନେଶ୍ୱର (କେନ୍ୟୁଜ): ଖୁବ୍‌ଶୀଘ୍ର ଭୁବନେଶ୍ବରରୁ ଅନ୍ୟ ସହରକୁ ଉଡ଼ିବ ବିମାନ । ସୁରତ, ଡେରାଡୁନ, ଚଣ୍ଡୀଗଡ଼ ଓ ଜମ୍ମୁକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି ।…

8 months ago

ଅଧ୍ୟାପକ ପଦବୀ ଖାଲି, B.Ed କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଚଣ୍ଡିଗଡ ଏଜୁକେସନ ଡିପାର୍ଟମେଣ୍ଟ ଆଡମିନିଷ୍ଟ୍ରେସନରେ ଅଧ୍ୟାପକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ କରିବାର…

8 months ago

NITTTR ରେ ଭର୍ତ୍ତି, ଏମଟିଏସ୍‌ ସହିତ ଅନେକ ପଦବୀ ଖାଲି

ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଟିଚର୍ସ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଚଣ୍ଡିଗଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଯାହା ଅନୁସାରେ ଅନେକ ପଦବୀରେ ଭର୍ତ୍ତି…

9 months ago

ଚଣ୍ଡିଗଡ ପିଜିଆଇ ନେହରୁ ହସପିଟାଲରେ ଅଗ୍ନିକାଣ୍ଡ, ଅଧଘଣ୍ଟାରେ ବଞ୍ଚିଗଲା ୪୧୫ ରୋଗୀଙ୍କ ଜୀବନ

ପଞ୍ଜାବର ଚଣ୍ଡିଗଡ଼ସ୍ଥିତ ପିଜିଆଇ ନେହରୁ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ବିଲ୍ଡିଂର ପ୍ରଥମ ମହଲା ଜଳିପୋଡ଼ି ସମ୍ପୂର୍ଣ୍ଣ ଧ୍ୱସଂ ହୋଇ ଯାଇଥିବା ବେଳେ…

9 months ago

ପୁଅ ଭୁଲିଗଲା ମାର ସ୍ନେହ: ମନ ପସନ୍ଦର ତରକାରୀ କଲାନି ବୋଲି ବାଡିରେ ପିଟିବା ସହ ଛାତରୁ ଦେଲା ଧକ୍କା

ନୂଆଦିଲ୍ଲୀ : ପଞ୍ଜାବର ଅନ୍ୟତମ ଶିଳ୍ପ ସହର ଲୁଧିଆନାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଜଣେ ପୁଅ ତାଙ୍କ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।…

2 years ago

ଚଣ୍ଡୀଗଡ ବିଶ୍ୱବିଦ୍ୟାଳୟ MMS ମାମଲାରେ ୩ ଗିରଫ, ଛାତ୍ରୀଙ୍କୁ ଆସୁଛି ବିଦେଶରୁ ଧମକପୂର୍ଣ୍ଣ କଲ୍‌

ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ଭାଇରଲ ଭିଡିଓ ସ୍କାଣ୍ଡାଲ ମାମଲାରେ ୨ଜଣଙ୍କୁ ଗିରଫ ଏବଂ ଜଣକୁ ଅଟକ ରଖିଛି ପୋଲିସ । ଏସବୁ ସତ୍ତ୍ୱେ ମଧ୍ୟ ଛାତ୍ରୀମାନଙ୍କୁ ବିଦେଶୀ ନମ୍ବରରୁ…

2 years ago

ବୁଷ୍ଟର ଡୋଜ୍‌ ନେଇଥିବା ଲୋକେ ମାଗଣାରେ ଖାଇବେ ଛୋଲେ ଭଟୁରେ! ଜାଣନ୍ତୁ କେଉଁଠି ମିଳୁଛି ଏହି ଅଫର୍‌

କରୋନା ଭ୍ୟାକ୍ସିନର ତୃତୀୟ ଡୋଜ୍‌ ଅର୍ଥାତ୍‌ ବୁଷ୍ଟର ଡୋଜ୍‌ ନେଇଥିବା ଲୋକଙ୍କୁ ମାଗଣା ‘ଛୋଲେ ଭଟୁରେ’ ଖୁଆଉଛନ୍ତି ଚଣ୍ଡୀଗଡ଼ର ଜଣେ ବ୍ୟକ୍ତି। ତାଙ୍କ ନାଁ ସଞ୍ଜୟ, ଯାହାଙ୍କ…

2 years ago