ଭାରତୀୟ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ, ୫୬୪/୮ରେ ପାଳି ଘୋଷଣା କଲା ଭାରତ, ଆଫଗାନି ବୋଲର ସଲିମ ରଚିଲେ ଇତିହାସ
ଚଣ୍ଡୀଗଡ ମୁଲ୍ଲାନପୁରରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଭାରତ ୫୬୪/୮ରେ ପ୍ରଥମ ପାଳି ଘୋଷଣା କରିଛି । ପ୍ରଥମ ଇନିଂସରେ ଭାରତ ପାଇଁ କେଏଲ ରାହୁଲ ୧୦୦, ଶୁବମନ ଗିଲ୍ ୧୨୬ କରିଛନ୍ତି । ସେହିପରି ରିଷଭ ପନ୍ତ ଏବଂ ସାଇ ସୁଦର୍ଶନ ୮୧-୮୧ ରନର ଇନିଂସ ଖେଳିଛନ୍ତି । ୱାଂଶିଟନ ସୁନ୍ଦରଙ୍କ ଅର୍ଦ୍ଧଶତକ…