NITTTR ରେ ଭର୍ତ୍ତି, ଏମଟିଏସ୍ ସହିତ ଅନେକ ପଦବୀ ଖାଲି
ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଟିଚର୍ସ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଚଣ୍ଡିଗଡରେ ୨୯ ପଦବୀ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଇଚ୍ଛୁକ ପ୍ରାର୍ଥୀ ୧୭ ନଭେମ୍ବର ପୂର୍ବରୁ ଆବେଦନ କରିପାରିବେ ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଟିଚର୍ସ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ଚଣ୍ଡିଗଡରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଯାହା ଅନୁସାରେ ଅନେକ ପଦବୀରେ ଭର୍ତ୍ତି କରାଯିବ । ଏହି ଭର୍ତ୍ତି ପାଇଁ ଅଭିଯାନ ଅଫିସିଆଲ ୱେବସାଇଟ nitttrchd.ac.in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୨୯
ଜୁନିଅର ସିଷ୍ଟମ ଇଂଜିନିୟର
ଲେଖା ଅଧିକାରୀ
ବରିଷ୍ଠ ଉତ୍ପାଦନ ସହାୟକ
ବ୍ୟକ୍ତିଗତ ସହାୟକ
ମଲ୍ଟି ଟାସ୍କିଂ
ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୭ ନଭେମ୍ବର ୨୦୨୩ ରହିଛି ।
ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୫ ବର୍ଷ ଏବଂ ଆକାଉଣ୍ଟିଂ ଅଫିସର ପଦବୀ ପାଇଁ ସର୍ବାଧିକ ବୟସ ୪୦ ବର୍ଷ ହୋଇଥିବା ଜରୁରୀ ।
ଦରମା : ଇଚ୍ଛୁକ ପ୍ରାର୍ଥୀଙ୍କୁ ଦରମା ୧୮ ହଜାରରୁ ୧,୭୭,୫୦୦ ଟଙ୍କା ମିଳିବ ।
କେମିତି କରିବେ ଆବେଦନ :
ପ୍ରଥମେ ଅଫିସିଆଲ ୱେବସାଇଟ nitttrchd.ac.in କୁ ଯାଆନ୍ତୁ ।
ଏହାପରେ ହୋମପେଜରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍ କରନ୍ତୁ ।
ଏବେ ସ୍କ୍ରିନରେ ନୂଆ ପେଜପ୍ରଦର୍ଶିତ ହେବ ।
ତା’ ପରେ ଆବେଦନ ଫର୍ମ ପୂରଣ କରି ଆବଶ୍ୟକ ଦସ୍ତାବିଜ ଅପଲୋଡ କରି ଫର୍ମ ସବମିଟ୍ କରନ୍ତୁ ।