Browsing Tag

chandigarh

ନିଜର ଚାରି ଭାଇ, ଭଉଣୀଙ୍କୁ ୪ଟି ଫ୍ଲାଟ୍‌ ଗିଫ୍ଟ କଲେ କଙ୍ଗନା ରାଣାଓ୍ଵତ୍‌, ପୂର୍ବରୁ ଦେଇସାରିଛନ୍ତି ଅନେକ କିଛି

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍‌ ନିକଟରେ ନିଜର ୪ ଭାଇ, ଭଉଣୀଙ୍କୁ ୪ଟି ଫ୍ଲାଟ୍‌ ଗିଫ୍ଟ କରିଛନ୍ତି। ଭଉଣୀ ରଙ୍ଗୋଲୀ ଚନ୍ଦେଲ, ଭାଇ ଅକ୍ଷତ୍‌ ଏବଂ ଦୁଇଜଣ କଜିନ୍‌ଙ୍କୁ ସେ ଏହି ଫ୍ଲାଟ୍‌ ଦେଇଛନ୍ତି। ଅଭିନେତ୍ରୀଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି କି, କଙ୍ଗନା ନିଜ ଭାଇ, ଭଉଣୀମାନଙ୍କୁ…

ସ୍ୱାମୀଙ୍କୁ ହତ୍ୟା କରିଥିଲେ ମଧ୍ୟ ସ୍ତ୍ରୀଙ୍କୁ ମିଳିବ ପେନ୍‌ସନ୍‌, ଏଭଳି ଐତିହାସିକ ରାୟ ଶୁଣାଇଲେ ହାଇକୋର୍ଟ

ସ୍ୱାମୀକୁ ହତ୍ୟା କରିଦେଲେ ବି ସ୍ତ୍ରୀକୁ ମିଳିବ ପେନ୍‌ସନ୍‌। ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଫ୍ୟାମିଲି ପେନ୍‌ସନ୍‌କୁ ନେଇ ଏଭଳି ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ଯଦି କୌଣସି ମହିଳା ସ୍ୱାମୀଙ୍କୁ ହତ୍ୟା ବି କରିଦିଏ ତେବେ ସେ ପାରିବାରିକ ପେନ୍‌ସନ୍‌ ପାଇବାକୁ ହକ୍‌ଦାର…

ଏଭଳି ଏକ ଗୁରୁଦ୍ୱାର ଯେଉଁଠାରେ ନାହିଁ ଲଙ୍ଗର୍‌ ର ସୁବିଧା ତଥାପି ଏଠାରେ ଭୋକିଲା ରୁହନ୍ତିନି ଲୋକେ, ଜାଣନ୍ତୁ ଏହା…

ପ୍ରାୟତଃ ଆପଣମାନେ ଶୁଣିଥିବେ ଗୁରୁଦ୍ୱାରାରେ ଭୋଜନର ସୁବିଧା ରହିଥାଏ, ଯାହାକୁ ଲଙ୍ଗର୍‌ କୁହାଯାଏ। କିନ୍ତୁ ଏଭଳି ଏକ ଗୁରୁଦ୍ୱାର ରହିଛି, ଯେଉଁଠାରେ ଲଙ୍ଗର୍‌ ବ୍ୟବସ୍ଥା ନାହିଁ ସତ କିନ୍ତୁ ଏଠାରେ କୌଣସି ବ୍ୟକ୍ତି ଭୋକିଲା ରହିନଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ଖାସ୍‌ ଗୁରୁଦ୍ୱାର…

ନିଜେ ପକାଇଥିବା ଛେପକୁ ହାତରେ ପୋଛିଲେ ବ୍ୟକ୍ତି, ପୋଲିସ ଆଗରେ କରୁଥିଲେ ଏପରି ଦେଖନ୍ତୁ ଭିଡ଼ିଓ

କଣ ଆପଣ ବଜାରକୁ ଯାଇଥିବାବେଳେ ସର୍ବସାଧାରଣ ସ୍ଥାନରେ ଛେପ ପକାଉଛନ୍ତି। ଯଦି ଆପଣ ଏମିତି କରୁଥାନ୍ତି ତାହେଲେ ସାବଧାନ ହୋଇଯାନ୍ତୁ। କାହିଁକିନା ଆପଣଙ୍କ ଅବସ୍ଥା ମଧ୍ୟ ଏହି ବ୍ୟକ୍ତିଙ୍କ ଭଳି ହୋଇପାରେ। ଯଦି କିଛି ବୁଝି ପାରୁନାହାନ୍ତି ତାହେଲେ ଆସନ୍ତୁ ଜାଣିବା ପୂରା ଘଟଣା ସମ୍ପର୍କରେ।…

ସାମ୍ନାକୁ ଆସିଲା ଚଣ୍ଡିଗଢର ପ୍ରଥମ କରୋନା ଭାଇରସ ମାମଲା, ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୭୩

ଭାରତରେ ନୋବେଲ କରୋନା ଭାଇରାସ ମାମଲାରେ ଚଣ୍ଡିଗଢରେ ଆଜି ୧୬୬ଟି ଘଟଣା ସାମ୍ନାକୁ ଆସିଛି। ଲଣ୍ଡନରୁ ଫେରିଥିବା ୨୩ ବର୍ଷିୟ ମହିଳା କରୋନା ଭାଇରସରେ ସଂକ୍ରମିତ ଥିବା ଜଣାପଡିଛି। ଯାହାଫଳରେ ସଂକ୍ରମଣଙ୍କ ସଂଖ୍ୟା ବଢି ୧୬୭ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଘାତକ କରୋନା ଭାଇରସ ଦେଶର…

୧୬ ବର୍ଷୀୟା ଏହି ବାଳିକା ୧୦ ଓ୍ଵିକେଟ୍‌ ନେଇ ସୃଷ୍ଟି କଲେ ରେକର୍ଡ, ICC ପ୍ରଶଂସା କରି ସେୟାର କଲା ଭିଡିଓ

ଚଣ୍ଡୀଗଡ଼ର ୧୬ ବର୍ଷୀୟ କ୍ରିକେଟର କାଶବୀ ଗୌତମ ଅଣ୍ଡର ୧୯ ଦିନିକିଆ ଟ୍ରଫି ମ୍ୟାଚ୍‌ରେ ଖୁବ୍‌ ସୁନ୍ଦର ପ୍ରଦର୍ଶନ କରି ଏକକାଳୀନ ଅନେକଗୁଡ଼ିଏ ରେକର୍ଡ ନିଜ ନାଁରେ କରିଛନ୍ତି। କାଶବୀ ମଙ୍ଗଳବାର ଆନ୍ଧ୍ରପ୍ରଦେଶର କଡପ୍ପାରେ ଅରୁଣାଚଳ ପ୍ରଦେଶ ବିପକ୍ଷରେ ଖେଳି ୧୦ଟି ଓ୍ଵିକେଟ୍‌ ନେଇ ରେକର୍ଡ…

ଚୋରଙ୍କ ସାହସ ତ ଦେଖନ୍ତୁ, ଲୁଟରେ ବିଫଳ ହେବାରୁ ରିକ୍ସାରେ ଟେକି ନେଉଥିଲେ ଏଟିଏମ୍

ଭାରତ ଯେତେ ସ୍ମାର୍ଟ ହେଉଛି, ତା’ ଠାରୁ ଅଧିକ ସ୍ମାର୍ଟ ହେଉଛନ୍ତି ଚୋର। ଚୋର ଏଟିଏମ୍ରୁ ଟଙ୍କା ଲୁଟିବାକୁ ଆସି ବିଫଳ ହେବାରୁ ଯେଉଁ ଉପାୟ ଆପଣେଇଛନ୍ତି ତାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ଏପରି ଏକ ମାମଲା ପୋଲିସ କୁ ମଧ୍ୟ ହତଚକିତ କରିଦେଇଛି । ଘଟଣା ମୁତାବକ, ଫୁସଗଡ ସ୍ଥିତ…