chhattisgarh

ଛତିଶଗଡ଼ର ସୁକମାରେ IED ବିସ୍ଫୋରଣ, ସିଆର୍‌ପିଏଫ୍‌ର ୨ ଯବାନ ସହିଦ

ଛତିଶଗଡ଼ର ସୁକ୍‌ମାରେ ନକ୍ସଲଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବିସ୍ଫୋରଣରେ ୨ ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନଙ୍କ ନାମ ବିଷ୍ଣୁ ଆର୍‌ ଓ ଶୈଳେନ୍ଦ୍ର…

1 day ago

ଛତିଶଗଡ଼ରେ ସୁରକ୍ଷା ବାହିନୀ ଗାଡ଼ି ଖାଇକୁ ଖସିଲା, ୨ ଯବାନ ମୃତ; ଡ୍ରାଇଭରଙ୍କ ସମେତ ଦୁଇ ଆହତ

ଛତିଶଗଡ଼ର ବଳରାମପୁର ଜିଲ୍ଲାରେ ଏକ ଛୋଟ ମାଲବାହୀ ଗାଡ଼ି ଖାଇକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ଛତିଶଗଡ଼ ସଶସ୍ତ୍ର ବାହିନୀ (CAF)ର ଦୁଇଜଣ ଯବାନଙ୍କ ମୃତ୍ୟୁ ହୋଇଛି…

4 days ago

କଓ୍ଵର୍ଦ୍ଧା ଦୁର୍ଘଟଣା: ଗୋଟିଏ ଜୁଇରେ ଜଳିଲା ୧୯ ଜଣଙ୍କ ଚିତା, ପୈତୃକ ଗାଁରେ ହେଲା ଅନ୍ତିମ ସଂସ୍କାର

ଛତିଶଗଡ଼ର କଓ୍ଵର୍ଦ୍ଧାରେ ସୋମବାର ଏକ ସଡ଼କ ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିଲା । ମଙ୍ଗଳବାର ଏହି ମୃତକମାନଙ୍କ ଅନ୍ତିମ ସଂସ୍କାର ସେମାନଙ୍କ ପୈତୃକ ଗ୍ରାମରେ କରାଯାଇଛି…

1 month ago

ଛତିଶଗଡ଼: କେନ୍ଦୁପତ୍ର ତୋଳି ଫେରୁଥିବା ବେଳେ ଗଭୀର ଖାଇକୁ ଓଲଟିଲା ପିକ୍‌ଅପ୍‌ ଗାଡ଼ି; ୧୮ ମୃତ

ଛତିଶଗଡ଼ର କଓ୍ଵର୍ଦ୍ଧା ଜିଲ୍ଲାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି । ୧୦ରୁ ୧୨ ଜଣ…

1 month ago

ଲିଭ୍‌ ଇନ୍‌ ରିଲେସନଶିପ୍‌ ଭାରତୀୟ ସଂସ୍କୃତି ପାଇଁ ‘କଳଙ୍କ’: ଛତିଶଗଡ଼ ହାଇକୋର୍ଟ

ଛତିଶଗଡ଼ ହାଇକୋର୍ଟ ଲିଭ୍‌ ଇନ୍‌ ରିଲେସନଶିପ୍‌କୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ଲିଭ୍‌ ଇନ୍‌ ରିଲେସନଶିପ୍‌କୁ ‘କଳଙ୍କ’ ବୋଲି କହିଛନ୍ତି । ହାଇକୋର୍ଟ କହିଛନ୍ତି…

2 months ago

କାର୍‌କୁ ପଛରୁ ପିଟିଲା ବୋଲେରୋ; ୯ ମୃତ, ୨୩ ଆହତ

ଛତିଶଗଡ଼ (କେନ୍ୟୁଜ) : ଛତିଶଗଡର ବମତରାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବୋଲେରୋ ଓ ପିକଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହେବାରୁ ୯…

2 months ago

ଛତିଶଗଡ଼ରେ ୨୦୦୦ କୋଟିର ମଦ ଦୁର୍ନୀତି: ପୂର୍ବତନ IAS ଅନିଲ୍‌ ଟୁଟେଜାଙ୍କୁ ଗିରଫ କଲା ED

ଛତିଶଗଡ଼ରେ ୨୦୦୦ କୋଟିର ମଦ ଦୁର୍ନୀତି ମାମଲାରେ ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍‌ ଅନିଲ ଟୁଟେଜାଙ୍କୁ…

2 months ago

ଛତିଶଗଡ଼: ଭୋଟିଂ ବେଳେ ନକ୍ସଲ କଲେ ବୋମା ବିସ୍ଫୋରଣ, CRPFର ସହକାରୀ କମାଣ୍ଡର ଆହତ

ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶୁକ୍ରବାର ନକ୍ସଲ ଆକ୍ରମଣ ହୋଇଛି । ଏଠାରେ ନକ୍ସଲଙ୍କ ଦ୍ୱାରା କରାଯାଇଥିବା ପ୍ରେସର ବୋମା ବିସ୍ଫୋରଣରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆର୍‌ପିଏଫ୍‌)ର…

2 months ago

ଛତିଶଗଡ଼: କାଙ୍କେରରେ ବଡ଼ ଏନ୍‌କାଉଣ୍ଟର, ନକ୍ସଲର ଟପ୍‌ କମାଣ୍ଡର ନିପାତ; ଏବେ ସୁଦ୍ଧା ୧୮ଟି ମୃତଦେହ ଜବତ

ଦେଶରେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ନିର୍ବାଚନ ପୂର୍ବରୁ ଛତିଶଗଡ଼ର କାଙ୍କେରରେ ଏକ ବଡ଼ ଏନ୍‌କାଉଣ୍ଟର ହୋଇଛି । ପୋଲିସ ଓ…

2 months ago

ଛତିଶଗଡ଼: ନିର୍ବାଚନ ପୂର୍ବରୁ ବସ୍ତରରେ ୨୬ ହାର୍ଡକୋର ନକ୍ସଲ କଲେ ଆତ୍ମସମର୍ପଣ, ଛାଡ଼ିଲେ ହିଂସାର ରାସ୍ତା

ଛତିଶଗଡ଼ର ନକ୍ସଲ ପ୍ରଭାବିତ ଦାନ୍ତେୱାଡା ଜିଲ୍ଲାରେ ନକ୍ସଲ ବିରୋଧୀ ଅପରେସନରେ ନିୟୋଜିତ ଫୋର୍ସକୁ ମିିଳିଛି ବଡ଼ ସଫଳତା । ସୋମବାର ଏଠାରେ ୫ ମହିଳା ଏବଂ ୩ କିଶୋର,…

2 months ago

ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିଲା ବସ୍, ୧୨ ମୃତ ; ୧୪ ଆହତ

ଛତିଶଗଡ଼ (କେନ୍ୟୁଜ): ମର୍ମନ୍ତୁଦ ଦୁର୍ଘଟଣା । ଖାଇକୁ ଖସିଲା ବସ୍ ।  ଦୁର୍ଘଟଣା ନେଇଛି ୧୨ ଜଣଙ୍କର ଜୀବନ ।  ଆହତ ହୋଇଛନ୍ତି ୧୪ ଜଣ ।…

3 months ago

ଭୀଷଣ ନିଆଁ କବଳରେ ରାୟପୁରର ବିଦ୍ୟୁତ୍‌ କାର୍ଯ୍ୟାଳୟ, ୧୫୦୦ ଟ୍ରାନ୍ସଫର୍ମର ଜଳି ପାଉଁଶ

ଛତିଶଗଡ ରାଜଧାନୀ ରାୟପୁରରେ ଶୁକ୍ରବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏଠାରେ ବିଦ୍ୟୁତ ବିଭାଗର ସବ୍‌-ଡିଭିଜନ ଅଫିସ୍‌ରେ ଭୟଙ୍କର ନିଆଁ ଲାଗିଛି । ନିଆଁ…

3 months ago