ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କ ମିଳିଲା ପରିଚୟ, ଜଣେ ଓଡ଼ିଆ ଥିବା ସୂଚନା
ଭୁବନେଶ୍ୱର : ଗରିଆବନ୍ଧ ଅପରେସନରେ ନିହତ ମାଓବାଦୀଙ୍କ ମଧ୍ୟରେ ଜଣେ ଓଡ଼ିଆ । ମୃତ ଓଡ଼ିଆ ମାଓବାଦୀ ଜଣକ କଟକ ନିଆଳିର ଆଲୋକ ଓରଫ୍ ମୁନ୍ନା । ମୁନ୍ନା ନାଁରେ ୧୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା । ଓଡ଼ିଶା ଛତିଶଗଡ଼ ସୀମାରେ ସୁରକ୍ଷା କର୍ମୀଙ୍କ ଅପରେସନରେ ୧୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା ।…