Browsing Tag

chhattisgarh

ଛତିଶଗଡ଼ ଦାନ୍ତେୱାଡ଼ାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ପୋରଣ, ୨ ଯବାନ ଗୁରୁତର

ମାଲକାନଗିରି (କେନ୍ୟୁଜ): ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ପୋରଣ। ଦୁଇ ଯବାନ ଗୁରୁତର । ମାଓବାଦୀଙ୍କ PLGA ସପ୍ତାହ ଆରମ୍ଭ ଦିନରୁ ପୁଣି ହିଂସାକାଣ୍ଡ ଘଟାଇଛନ୍ତି ଲାଲବାହିନୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର ସାତାଧାର ପୋଲ ନିକଟରେ ଏହି ବିସ୍ଫୋରଣ ହୋଇଛି । ଏହି…

ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭୋଟ୍, ସକାଳ ୭ରୁ  ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ

ନୂଆଦିଲ୍ଲୀ : ଆଜି ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭୋଟ୍ । ମଧ୍ୟପ୍ରଦେଶର ସମସ୍ତ ୨୩୦ ଓ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ମଧ୍ୟପ୍ରଦେଶରେ ୨୫୩୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ସାଢ଼େ ୫ କୋଟି ମତଦାତା । ସେହିପରି ୯୦ ଆସନ ବିଶିଷ୍ଟ ଛତିଶଗଡ଼ର…

ଆଜି ଛତିଶଗଡ଼ ଓ ମିଜୋରମରେ ମତଦାନ, ବିଧାନସଭା ‌ଭୋଟ୍‌ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ନୂଆଦିଲ୍ଲୀ : ଛତିଶଗଡ଼ରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ। ୨୦ ବିଧାନସଭା ଆସନରେ ୨୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏମାନଙ୍କ ମଧ୍ୟରେ ୨୫ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଭୋଟିଂ ପାଇଁ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି । ୯୦ ବିଧାନସଭା ଆସନ ବିଶିଷ୍ଟ ଛତିଶଗଡ଼ରେ ଦୁଇଟି…

ଛତିଶଗଡ଼: ବିଧାନସଭା ନିର୍ବାଚନର ୩ ଦିନ ପୂର୍ବରୁ ବିଜେପି ନେତାଙ୍କୁ ହତ୍ୟା କଲେ ନକ୍ସଲ

ଛତିଶଗଡ଼ରେ ବିଧାନସଭା ନିର୍ବାଚନର ତିନିଦିନ ପୂର୍ବରୁ ଜଣେ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି। ନିର୍ବାଚନ ପ୍ରଚାର ବେଳେ ନକ୍ସଲମାନେ ବିଜେପି ନେତା ରତନ ଦୁବେଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ସୂଚନା ମୁତାବକ, ବିଜେପି…

ଛତିଶଗଡ଼: କେନ୍ଦା ଘାଟିରେ ଓଲଟିଲା ବସ୍‌, ୨ ଯାତ୍ରୀଙ୍କ ମୃତ୍ୟୁ; ୪୦ ଆହତ

ଛତିଶଗଡ଼ର ବିଳାସପୁରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍ କେନ୍ଦା ଘାଟିରେ ଓଲଟି ପଡ଼ିବାରୁ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସଟି ବିଳାସପୁରରୁ ପ୍ରୟାଗରାଜ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା…

ଛତିଶଗଡ଼: ମହିଳାଙ୍କ ଶରୀରରେ ମିଳିଲା ୩ କିଡ୍‌ନୀ; ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ…ବିଶ୍ୱରେ ୧୦୦ଟି ମାମଲା

ମହିଳାଙ୍କ ଶରୀରରେ ତିନି ତିନୋଟି କିଡ୍‌ନୀ। ଛତିଶଗଡ଼ର ଭିଲାଇରେ ଏକ ମଲ୍ଟି ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସା ବେଳେ ଜଣେ ମହିଳାଙ୍କ ଶରୀରରେ ୩ଟି କିଡ୍‌ନୀ ଚିହ୍ନଟ ହୋଇଛି। ମହିଳା ପ୍ରଥମେ ଶରୀର ଯନ୍ତ୍ରଣା ଏବଂ ସଂକ୍ରମଣ ନେଇ ଅଭିଯୋଗ କରିଥିଲେ। ଯେତେବେଳେ ହସ୍ପିଟାଲରେ ତାଙ୍କର ସିଟି…

ପୁଣି ଛତିଶଗଡ଼ର ମନମାନି ! ଖୋଲିଦେଲା କଲମା ବ୍ୟାରେଜର ସମସ୍ତ ଗେଟ୍, ବଢୁଛି ହୀରାକୁଦ ଜଳସ୍ତର

ସମ୍ବଲପୁର (କେନ୍ୟୁଜ): ଗେଟ୍‌ ଖୋଲିଲା ଛତିଶଗଡ଼ । ବଢ଼ାଇଲା ଓଡ଼ିଶାର ଟେନସନ୍‌ । ହୀରାକୁଦରେ ବଢୁଛି ଜଳସ୍ତର । କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍‌ ଖୋଲିଛି ଛତିଶଗଡ଼ । ଏହାପରେ ମହାନଦୀରେ କ୍ରମାଗତ ଜଳସ୍ତର ବଢୁଛି । ଏବେ ହୀରାକୁଦର ୧୨ଟି ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଗତକାଲି…

ପୁଣି ଛତିଶଗଡ଼ର ମନମାନି : ଖୋଲିଦେଲା କଲମା ବ୍ୟାରେଜର ସବୁ ଗେଟ୍‌, ବଢ଼ିଲା ହୀରାକୁଦ ଜଳସ୍ତର

ଛତିଶଗଡ଼ (କେନ୍ୟୁଜ): ଛତିଶଗଡ ଖୋଲିଦେଲା କଲମା ବ୍ୟାରେଜ । କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଦେଲା ଛତିଶଗଡ । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଗେଟ୍ ଖୋଲାଯାଇଛି । ଫଳରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ଜଳଭଣ୍ଡାରକୁ ବର୍ତ୍ତମାନ ୧ ଲକ୍ଷ ୧୮ ହଜାର କ୍ୟୁସେକ୍‌…

ହେଲିକପ୍ଟରର ମଜା ନେଲେ ମେଧାବୀ ଛାତ୍ର, ୮୮ ଜଣ ଛାତ୍ରଛାତ୍ରୀ ଉଡ଼ିଲେ

ହେଲିକପ୍ଟରର ମଜା ନେଲେ ମେଧାବୀ ଛାତ୍ର। ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଭଲ ରେଜଲ୍ଟ କରିଥିବା ମେଧାବୀ ଛାତ୍ରଛାତ୍ରୀ ହେଲିକପ୍ଟରରେ ବୁଲିଲେ। ଛତିଶଡ଼ର ଛାତ୍ରଛାତ୍ରୀଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା। ରାୟପୁରରେ ହେଲିକପ୍ଟରରେ ବୁଲାଇଥିଲେ ଛତିଶଗଡ଼ ସରକାର। ୮୮ ଜଣ ଛାତ୍ରଛାତ୍ରୀ…

ନାବାଳିକାର ଗଳା କାଟି ହତ୍ୟା ଘଟଣା, ଛତିଶଗଡ଼ରୁ ଅଭିଯୁକ୍ତ ଗିରଫ

ଅନୁଗୁଳ (କେନ୍ୟୁଜ): ବହୁ ଚର୍ଚ୍ଚିତ ଅନୁଗୁଳ ଜିଲ୍ଲା କୁଇଓ ଗାଁର ନାବାଳିକା ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଗତ ମେ' ୮ ତାରିଖରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ନାବାଳିକାର ଗଳାକାଟି ହତ୍ୟା କରାଯାଇଥିଲା । ପ୍ରାୟ ୨୦ ଦିନ ପରେ ଅଭିଯୁକ୍ତ ରଞ୍ଜନ ବେହେରାକୁ ପୋଲିସ୍‌ ଛତିଶଗଡ଼ରୁ ଗିରଫ…

ଛତିଶଗଡ଼ରେ ମାଓ ହିଂସା ପରେ ଓଡ଼ିଶାରେ ସବୁ ସୀମାନ୍ତ ଜିଲ୍ଲାରେ ହାଇ ଆର୍ଲଟ ଜାରି

(କେନ୍ୟୁଜ): ଛତିଶଗଡ଼ରେ ମାଓ ହମ୍ଲା ପରେ ଓଡ଼ିଶାରେ ସବୁ ସୀମାନ୍ତ ଜିଲ୍ଲାରେ ଏବେବି ହାଇ ଆର୍ଲଟ ଜାରି । ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ହାଇ ଆଲର୍ଟ କରାଯାଇଥିବା ବେଳେ ଏବେ ବରଗଡ଼ ଓ କଳାହାଣ୍ଡିରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । କହିବାକୁ ଗଲେ ରାଜ୍ୟକୁ ୯୦…

ନକ୍ସଲ ହମ୍‌ଲାରେ ୧୦ ଯବାନ ସହିଦ ଘଟଣା : ହାଇ ଆଲର୍ଟରେ ମାଲକାନଗିରି ଜିଲ୍ଲା

ମାଲକାନଗିରି (କେନ୍ୟୁଜ): ଛତିଶଗଡ଼ ଅରଣପୁର ବିସ୍ଫୋରଣ ପରେ ଛତିଶଗଡ଼ ସୀମାନ୍ତବର୍ତ୍ତି ଜିଲ୍ଲାଗୁଡିକରେ ହାଇଆଲର୍ଟ ଜାରି । ମାଲକାନଗିରି ଜିଲ୍ଲା ସମେତ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ସମେତ ନୁଆପଡା ସୀମାରେ ଜାରି ହୋଇଛି ହାଇ ଆଲାର୍ଟ । ବିଶେଷକରି ନୂଆପଡା ଜିଲ୍ଲାର ସୁନାବେଡା ଅଭୟାରଣ୍ୟ…