cyclone yaas

ୟସ ବାତ୍ୟାରେ ରାଜ୍ୟର କ୍ଷତି ହୋଇଛି ୬୧୦ କୋଟି ଟଙ୍କାର ସମ୍ପତ୍ତି

କେନ୍ୟୁଜ୍(ବ୍ୟୁରୋ): ୟସ ବାତ୍ୟାରେ ରାଜ୍ୟର ୬୧୦ କୋଟି ଟଙ୍କାର କ୍ଷତି ହୋଇଛି। ଆଜି ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ବାତ୍ୟା ପରିଚାଳନା…

3 years ago

ବାତ୍ୟା ୟସ୍ ଓପାଡିଲା ୩ଶହ ବର୍ଷର ପୁରୁଣା ଗଛ, ମତୋ ରୁ ଘଣ୍ଟେଶ୍ବର ରାସ୍ତା ଅବରୋଧ

ଚାନ୍ଦବାଲି: ବାତ୍ୟା ୟସ୍ ଓପାଡିଲା ୩ଶହ ବର୍ଷର ପୁରୁଣା ଗଛ । ଭଦ୍ରକ ଜିଲ୍ଲା ଚାନ୍ଦବାଲିର ମତୋ ପରମାନନ୍ଦପୁର ଠାରେ ଏକ ପୁରୁଣା ଗଛ ଭାଙ୍ଗି ପାଖରେ…

3 years ago

ମୁଖ୍ୟମନ୍ତ୍ରୀ କଲେ ଏରିଏଲ୍‌ ସର୍ଭେ, ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଏରିଏଲ୍‌ ସର୍ଭେ। ଆକାଶମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।…

3 years ago

ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା, କହିଲେ ରାଜ୍ୟରେ ବାତ୍ୟା ପରେ ନାହିଁ ବନ୍ୟା ସ୍ଥିତି

ଭୁବନେଶ୍ବର: ରାଜ୍ୟରେ ବାତ୍ୟା ପରେ ବନ୍ୟା ସ୍ଥିତି ନାହିଁ।  କିନ୍ତୁ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁର ନିକଟରେ ବୈତରଣୀ ବିପଦ ସଙ୍କେତ ଉପରେ…

3 years ago

‘ୟସ’ ପରର ପ୍ରଭାବ: ଶୋଇଥିବା ସମୟରେ ଭୁଶୁଡିଲା କାନ୍ଥ ସହିତ ଘରର ଛାତ, ଅଳ୍ପକେ ବର୍ତ୍ତିଲେ ପରିବାର ୪ ଜଣ

କରଞ୍ଜିଆ: 'ୟସ' ଗଲା ପରର ପ୍ରଭାବ। ଭୁଶୁଡି ପଡିଲା ଘରର କାନ୍ଥ ସହ ଛାତ। ଅଳ୍ପକେ ବର୍ତ୍ତିଲେ ପରିବାର ୪ ଜଣ। ସୂଚନା ଅନୁଯାୟୀ, ଘରେ ଶୋଇଥିବା…

3 years ago

ଚାଲିଗଲା ୟସ୍‌ ହେଲେ ଉତ୍ତର ଓଡ଼ିଶାରେ ଛାଡିଯାଇଛି ପ୍ରକୋପ: କେଉଁଠି ଭାଙ୍ଗିଛି ତ ଆଉ କେଉଁଠି ଉପାଡିଛି

କରଞ୍ଜିଆ: ୟସ୍‌ ଚାଲିଗଲା। ହେଲେ ଉତ୍ତର ଓଡ଼ିଶାରେ ଛାଡିଯାଇଛି ପ୍ରକୋପ। କେଉଁଠି ଭାଙ୍ଗିଲା ତ ଆଉ କେଉଁଠି ଉପାଡିଲା। ବର୍ଷା କମିବା ପରେ ମୟୂରଭଞ୍ଜ ବୁଢାବଳଙ୍ଗ ନଦୀରେ…

3 years ago

ଆଖଣ୍ଡଳମଣୀଙ୍କ ଗର୍ଭ ଗୃହରେ ପଶିଲା ପାଣି, ସମୁଦ୍ର ଜୁଆରିଆ ଥିବାରୁ ହୋଇପାରୁନାହିଁ ନିଷ୍କାସନ

ଚାନ୍ଦବାଲି: ଆଖଣ୍ଡଳମଣୀଙ୍କ ଗର୍ଭ ଗୃହରେ ପଶିଲା ପାଣି। ଲଗାଣ ବର୍ଷାରେ ବୈତରଣୀ ନଦୀ ଫୁଲି ଆରଡିର ବାବା ଆଖଣ୍ଡଳମଣୀଙ୍କ ପୀଠରେ ଥିବା ଶିବଗଙ୍ଗା ପୁଷ୍କରଣୀରେ ପାଣି ପଶିଛି।…

3 years ago

ପାଣି ଘେରରେ ଥିବା ୮ଟି ପରିବାରର ୪୦ ଲୋକଙ୍କୁ ଉଦ୍ଧାର କଲା ଯଶୀପୁର ପୋଲିସ୍

ମୟୂରଭଞ୍ଜ: ବାତ୍ୟା ୟସ ପ୍ରଭାବରେ ପାଣି ଘେରରେ ଥିବା ୪୦ ଲୋକଙ୍କୁ ଉଦ୍ଧାର କଲା ପୋଲିସ। ମୟୂରଭଞ୍ଜ ଜିଲ୍ଲାର ଅନୁକୂଳପୁର ଗାଁର ୮ଟି ପରିବାର ଜଳମଗ୍ନ ହୋଇଥିଲା।…

3 years ago

ଶେଷ ହୋଇଛି ବାତ୍ୟା ‘ୟସ’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା,ଆସନ୍ତା ୧୨ଘଣ୍ଟା ମୟୁରଭଞ୍ଜ ଓ ନୀଳଗିରି ସବ୍‌ଡିଭିଜନ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ

କେନ୍ୟୁଜ୍(ବ୍ୟୁରୋ):  ବାତ୍ୟା ‘ୟସ’ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହୋଇଛି। ବାହାନାଗା, ବାଲେଶ୍ୱର ସଦର ଓ ରେମୁଣା ଦେଇ ବାତ୍ୟା ଅତିକ୍ରମ କରିଛି। ଏହି ସମୟରେ ପବନର ବେଗ…

3 years ago

ଲ୍ୟାଣ୍ଡଫଲ୍‌ ବେଳେ ‘ୟସ୍‌’ର ବେଗ ଥିଲା ୧୪୦ରୁ ୧୪୫ କିଲୋମିଟର : SRC

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ବାହାନାଗା, ବାଲେଶ୍ଵର ସଦର ଓ ରେମୁଣା ଦେଇ ବାତ୍ୟା ‘ୟସ୍‌’ ଅତିକ୍ରମ କରିଛି…

3 years ago

ବାତ୍ୟା ୟସକୁ ଦୃଷ୍ଟିରେ ରଖି ଗାଡି ଚଳାଚଳ କଟକଣାକୁ ଆଉ ଏକ ଘଣ୍ଟା ବୃଦ୍ଧି କଲା ପ୍ରଶାସନ, ଚଣ୍ଡିଖୋଲ ଛକରେ ଅଟକି ରହିଛି ଅନେକ ଯାନ

ଯାଜପୁର: ଗାଡି ଚଳାଚଳ କଟକଣାକୁ ଆଉ ଏକ ଘଂଟା ବଢ଼ାଇଲା ଜିଲ୍ଲା ପ୍ରଶାସନ। ବାତ୍ୟା ୟସକୁ ଦୃଷ୍ଟିରେ ରଖି ଗତକାଲି ରାତି ୧୨ଟା ଠାରୁ ଆଜି ଦିନ…

3 years ago

ବିପଦ ଭିତରେ କେନ୍ଦ୍ରାପଡା ଜିଲ୍ଲାର ତଳିଆ ଅଞ୍ଚଳ, ହଜାର ହଜାର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ

ଆଳି: ସମ୍ଭାବ୍ୟ ବାତ୍ୟାକୁ ନେଇ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ୩୪ ପଞ୍ଚାୟତ ସମେତ ନଦୀ ତଟବର୍ତ୍ତୀ ଗ୍ରାମମାନଙ୍କରେ ଆତଙ୍କିତ ଅବସ୍ଥା ଲାଗିରହିଛି। ଗତକାଲି ଠାରୁ ଅନବରତ…

3 years ago