daringbadi

ଦାରିଙ୍ଗବାଡ଼ି: ଗାଁ ରେ ବୁଲୁଛି  ପାଗଳ କୁକୁର, କାମୁଡି କାମୁଡି ତିନିଜଣକୁ କଲା ଗୁରୁତର

ଦାରିଙ୍ଗବାଡ଼ି (କେନ୍ୟୁଜ୍): ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡ଼ା ପଞ୍ଚାୟତରେ ପାଗଳ କୁକୁର ଆତଙ୍କ । ଲକଡାଉନ ପାଇଁ ଗାଁରେ  ଘରୁ କେହି ବାହାରୁ ନାହାନ୍ତି। କିନ୍ତୁ ଆବଶ୍ୟକ ପଡିଲେ…

4 years ago

ହୁଣ୍ଡାଇ କାର ସହ ୨୨କେଜି ଗଞ୍ଜେଇ ଜବତ, ୨ ଗିରଫ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର

ଦାରିଙ୍ଗବାଡ଼ି(କେନ୍ୟୁଜ୍): ୨୨କେଜି ଗଞ୍ଜେଇ ସହ ହୁଣ୍ଡାଇ କାର ଜବତ, ଦୁଇ ବ୍ୟବସାୟୀ ଗିରଫ ।ବାଲିଗୁଡାରୁ ବ୍ରହ୍ମପୁର ଯାଉଥିବା ବେଳେ  ଦାରିଙ୍ଗବାଡ଼ି ପୋଲିସ ସୁଲୁମାହା ଘାଟିରେ ହୁଣ୍ଡାଇ କାରକୁ…

4 years ago

କରୋନା ଭୟ:ଦାରିଙ୍ଗବାଡ଼ିରେ ସଭା, ପର୍ଯ୍ୟଟନ ସ୍ଥଳୀ,ପାର୍କ ବନ୍ଦ କଲା ଜିଲ୍ଲା ପ୍ରଶାସନ

ଦାରିଙ୍ଗବାଡ଼ି(କେନ୍ୟୁଜ୍): ବିଶ୍ଵରେ ଏବେ ସବୁଠି ଘାରିଛି କରୋନା ଭୟ । କରୋନା ପାଇଁ ରାଜ୍ୟ ସରକାରଙ୍କ ତରଫରୁ  ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ନିଆଯାଇଛି। ଆସନ୍ତା ୩୧ ପର୍ଯ୍ୟନ୍ତ…

4 years ago

ଦାରିଙ୍ଗବାଡି ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ, ଶାଳକାଠ ଗଣ୍ଡି ସହ ମିନି ଟ୍ରକ୍‌ ଜବତ, ୪ ଗିରଫ

ଦାରିଙ୍ଗବାଡ଼ି(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ୧୫ ଖଣ୍ଡ ଶାଳକାଠ ଗଣ୍ଡିସହ ଏକ ମିନିଟ୍ରକକୁ ଜବତ କରିଛି ବନ ବିଭାଗ ।  ଅନ୍ୟ ଜିଲ୍ଲାର…

4 years ago

ଦାରିଙ୍ଗବାଡ଼ି: କଡା ନିୟମ ସତ୍ତ୍ୱେ ଚେତୁନହାନ୍ତି ବାଇକ ଚାଳକ, ମଦ ପିଇ ବାଇକ ଚଳାଇ ପିକଅପ୍ ଭ୍ୟାନକୁ ପିଟିଲେ ଯୁବକ, ଜଣେ ମୃତ ଦୁଇ ଗୁରୁତର

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା  ଡିପୁମାହା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ପିକଅପ ଭ୍ୟାନ୍ ସହିତ ବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ…

4 years ago

ଦାରିଙ୍ଗବାଡ଼ି : ଏବେବି ପଥର ଖୋଲରୁ ବାହାରୁଛି ଡିଜେଲ୍‌, ଜଣାପଡୁ ନାହିଁ କେଉଁଠୁ ଆସୁଛି ଓ କଣ କାରଣ

ଦାରିଙ୍ଗବାଡ଼ି (କେ ନ୍ୟୁଜ୍‌) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଲଦପାଙ୍ଗା ବିଲ ନିକଟ ପଥର ଖୋଲରୁ ଡିଜେଲ୍ ବାହାରିବା ଘଟଣାକୁ ବିତିଲାଣି ପାଞ୍ଚଦିନ । ଘଟଣା ପ୍ରଘଟ…

4 years ago

ଦାରିଙ୍ଗବାଡ଼ି: ଅଟୋ ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୧୨ଗୁରୁତର

ଦାରିଙ୍ଗବାଡ଼ି(କେନ୍ୟୁଜ୍):  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିଆଙ୍ଗବାଲି ଛକ ନିକଟ ଆମ୍ବଖିଆ ବୁଲାଣି ରାସ୍ତାରେ ବୋଲେରୋ ଅଟୋ ମୁହାଁମୁହିଁ ଧକା ହୋଇ ଜଣେ ମୃତ ହୋଇଥିବା…

5 years ago

ଦାରିଙ୍ଗବାଡ଼ି: ଚଳନ୍ତା ଅଟୋ ଉପରେ ପଡ଼ିଲା ପାଇନ ଗଛ, ଓ୍ବାର୍ଡସଭ୍ୟା ମୃତ, ଯୁବକ ଗୁରୁତର

କନ୍ଧମାଳ(କେନ୍ୟୁଜ୍): ଦାରିଙ୍ଗବାଡ଼ି ଥାନା ଡୁଲୁରୀ,କିଲାବାଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମୃତ ଜଣେ ଗୁରୁତର। । ଚଳନ୍ତା ଅଟୋରେ ଗଛ ପଡ଼ିଯିବାରୁ ଅଟୋରେ ଯାଉଥିବା…

5 years ago

କନ୍ଧମାଳ: ଦାରିଙ୍ଗିବାଡ଼ା କିରିକୁଟି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂଆ କୋଠାର ଉଦଘାଟନ କଲେ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ପିଲାଙ୍କୁ ବାଣ୍ଟିଲେ ମିଠା

କନ୍ଧମାଳ(କେନ୍ୟୁଜ୍): ଦାରିଙ୍ଗିବାଡ଼ା ବ୍ଲକ କିରିକୁଟି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂଆ କୋଠାର ଉଦଘାଟନ କଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ତାଙ୍କ ସହ…

5 years ago