Browsing Tag

daringbadi

ଦାରିଙ୍ଗବାଡ଼ି: ଗାଁ ରେ ବୁଲୁଛି  ପାଗଳ କୁକୁର, କାମୁଡି କାମୁଡି ତିନିଜଣକୁ କଲା ଗୁରୁତର

ଦାରିଙ୍ଗବାଡ଼ି (କେନ୍ୟୁଜ୍): ଦାରିଙ୍ଗବାଡ଼ି ବ୍ଲକ ବୁଡାଗୁଡ଼ା ପଞ୍ଚାୟତରେ ପାଗଳ କୁକୁର ଆତଙ୍କ । ଲକଡାଉନ ପାଇଁ ଗାଁରେ  ଘରୁ କେହି ବାହାରୁ ନାହାନ୍ତି। କିନ୍ତୁ ଆବଶ୍ୟକ ପଡିଲେ କେହି ବାହାରକୁ ବାହାରିବା ବେଳେ ହଠାତ କେଉଁଠି ରହୁଛି ପାଗଳ କୁକୁରଟି ପଥଚାରୀଙ୍କୁ କାମୁଡି ଦେଉଛି। ଠିକ୍ ଏଭଳି…

ହୁଣ୍ଡାଇ କାର ସହ ୨୨କେଜି ଗଞ୍ଜେଇ ଜବତ, ୨ ଗିରଫ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର

ଦାରିଙ୍ଗବାଡ଼ି(କେନ୍ୟୁଜ୍): ୨୨କେଜି ଗଞ୍ଜେଇ ସହ ହୁଣ୍ଡାଇ କାର ଜବତ, ଦୁଇ ବ୍ୟବସାୟୀ ଗିରଫ ।ବାଲିଗୁଡାରୁ ବ୍ରହ୍ମପୁର ଯାଉଥିବା ବେଳେ  ଦାରିଙ୍ଗବାଡ଼ି ପୋଲିସ ସୁଲୁମାହା ଘାଟିରେ ହୁଣ୍ଡାଇ କାରକୁ ଅଟକାଇ ଥିଲା।  ହେଲେ ସେତିକିବେଳେ ଡ୍ରାଇଭର ଗାଡି ଛାଡି ଜଙ୍ଗଲକୁ ଦୌଡି ଚାଲିଯାଇଥିଲା କିନ୍ତୁ…

କରୋନା ଭୟ:ଦାରିଙ୍ଗବାଡ଼ିରେ ସଭା, ପର୍ଯ୍ୟଟନ ସ୍ଥଳୀ,ପାର୍କ ବନ୍ଦ କଲା ଜିଲ୍ଲା ପ୍ରଶାସନ

ଦାରିଙ୍ଗବାଡ଼ି(କେନ୍ୟୁଜ୍): ବିଶ୍ଵରେ ଏବେ ସବୁଠି ଘାରିଛି କରୋନା ଭୟ । କରୋନା ପାଇଁ ରାଜ୍ୟ ସରକାରଙ୍କ ତରଫରୁ  ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ନିଆଯାଇଛି। ଆସନ୍ତା ୩୧ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଜିଲ୍ଲାପାଳମାନଙ୍କୁ ମଧ୍ୟ ଏଦିଗରେ ପଦକ୍ଷେପ…

ଦାରିଙ୍ଗବାଡି ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ, ଶାଳକାଠ ଗଣ୍ଡି ସହ ମିନି ଟ୍ରକ୍‌ ଜବତ, ୪ ଗିରଫ

ଦାରିଙ୍ଗବାଡ଼ି(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ୧୫ ଖଣ୍ଡ ଶାଳକାଠ ଗଣ୍ଡିସହ ଏକ ମିନିଟ୍ରକକୁ ଜବତ କରିଛି ବନ ବିଭାଗ ।  ଅନ୍ୟ ଜିଲ୍ଲାର କାଠ ମାଫିଆ ସୋମବାର ଦିନ ଚୋରାଚାଲାଣ କରୁଥିବା ବେଳେ ଚଢାଉ କରିଥିଲା ବନ ବିଭାଗ।  ଏଥିରେ ସମ୍ପୃକ୍ତ ଥିବା…

ଦାରିଙ୍ଗବାଡ଼ି: କଡା ନିୟମ ସତ୍ତ୍ୱେ ଚେତୁନହାନ୍ତି ବାଇକ ଚାଳକ, ମଦ ପିଇ ବାଇକ ଚଳାଇ ପିକଅପ୍ ଭ୍ୟାନକୁ ପିଟିଲେ ଯୁବକ,…

କନ୍ଧମାଳ(କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା  ଡିପୁମାହା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ପିକଅପ ଭ୍ୟାନ୍ ସହିତ ବାଇକ୍‌ ମଧ୍ୟରେ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପୁରୁଣା ନୂଆଗାଁର ତିନିଜଣ ଯୁବକ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ ।…

ଦାରିଙ୍ଗବାଡ଼ି : ଏବେବି ପଥର ଖୋଲରୁ ବାହାରୁଛି ଡିଜେଲ୍‌, ଜଣାପଡୁ ନାହିଁ କେଉଁଠୁ ଆସୁଛି ଓ କଣ କାରଣ

ଦାରିଙ୍ଗବାଡ଼ି (କେ ନ୍ୟୁଜ୍‌) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଲଦପାଙ୍ଗା ବିଲ ନିକଟ ପଥର ଖୋଲରୁ ଡିଜେଲ୍ ବାହାରିବା ଘଟଣାକୁ ବିତିଲାଣି ପାଞ୍ଚଦିନ । ଘଟଣା ପ୍ରଘଟ ହେବାପରେ ନିକଟସ୍ଥ ପେଟ୍ରୋଲ ପମ୍ପରୁ ଡିଜେଲ୍ ଲିକ୍ ନେଇ ସନ୍ଦେହ ଉପୁଜିଥିଲା । ଏହାପରେ ବିପିସିଏଲ୍ କର୍ତ୍ତୃପକ୍ଷଙ୍କ…

ଦାରିଙ୍ଗବାଡ଼ି: ଅଟୋ ବୋଲେରୋ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୧୨ଗୁରୁତର

ଦାରିଙ୍ଗବାଡ଼ି(କେନ୍ୟୁଜ୍):  କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିଆଙ୍ଗବାଲି ଛକ ନିକଟ ଆମ୍ବଖିଆ ବୁଲାଣି ରାସ୍ତାରେ ବୋଲେରୋ ଅଟୋ ମୁହାଁମୁହିଁ ଧକା ହୋଇ ଜଣେ ମୃତ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି ।ରବିବାର ସାପ୍ତାହିକ ହାଟ ଥିବାରୁ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ…

ଦାରିଙ୍ଗବାଡ଼ି: ଚଳନ୍ତା ଅଟୋ ଉପରେ ପଡ଼ିଲା ପାଇନ ଗଛ, ଓ୍ବାର୍ଡସଭ୍ୟା ମୃତ, ଯୁବକ ଗୁରୁତର

କନ୍ଧମାଳ(କେନ୍ୟୁଜ୍): ଦାରିଙ୍ଗବାଡ଼ି ଥାନା ଡୁଲୁରୀ,କିଲାବାଡ଼ି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ମୃତ ଜଣେ ଗୁରୁତର। । ଚଳନ୍ତା ଅଟୋରେ ଗଛ ପଡ଼ିଯିବାରୁ ଅଟୋରେ ଯାଉଥିବା ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ହେଲେ ପ୍ଳିହେରୀ…

କନ୍ଧମାଳ: ଦାରିଙ୍ଗିବାଡ଼ା କିରିକୁଟି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂଆ କୋଠାର ଉଦଘାଟନ କଲେ ସାଂସଦ ଡକ୍ଟର ଅଚ୍ୟୁତ…

କନ୍ଧମାଳ(କେନ୍ୟୁଜ୍): ଦାରିଙ୍ଗିବାଡ଼ା ବ୍ଲକ କିରିକୁଟି ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନୂଆ କୋଠାର ଉଦଘାଟନ କଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ। ତାଙ୍କ ସହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ବିଧାୟକ ସାଲୁଗା ପ୍ରଧାନ। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା।…