hardcore Maoist

ଛତିଶଗଡ଼ରେ ପୁଣି ବଡ଼ ନକ୍ସଲ ଏନକାଉଣ୍ଟର, ୮ ହାର୍ଡକୋର ମାଓବାଦୀ ନିପାତ

ଛତିଶଗଡ଼ରେ ପୁଣି ବଡ଼ଧରଣର ନକ୍ସଲ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ହାର୍ଡକୋର ମାଓବାଦୀ ନିପାତ । ଗଙ୍ଗଲୁର ଥାନା ଅନ୍ତର୍ଗତ ପିଡ଼ିଆ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି…

1 month ago

ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ନରେଶ

କନ୍ଧମାଳ : ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ। ସରେଣ୍ଡର କଲା କେକେବିଏନ ଡିଭିଜନର କମାଣ୍ଡର ଡିସିଏମ୍ ସମ୍ମ୍ୟା ମେଡକମ୍ ଓରଫ ନରେଶ । କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ରଙ୍କ…

2 months ago

ମାଓ ବିସ୍ପୋରକ ସାମଗ୍ରୀ ଜବତ, ଅଳ୍ପକେ ବର୍ତ୍ତିଲେ ସୁରକ୍ଷା କର୍ମୀ

ମାଲକାନଗିରି : ମାଓବାଦୀ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ଯୋଜନା ପଣ୍ଡ କରିଛି BSF ଜବାନ। ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ସିଲାକଟା ଜଙ୍ଗଲ ରେ…

4 months ago

ମାଓ ବନ୍ଧୁକ କାରଖାନା ଠାବ, ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ

ମାଲକାନଗିରି : BSF 142bn ଯବାନଙ୍କୁ ମିଳିଛି ବଡ଼ ସଫଳତା। ମାଓବାଦୀ ଙ୍କ ବନ୍ଧୁକ ତିଆରି କାରଖାନା ଠାବ କଲା Bsf ଯବାନ। ମାଲକାନଗିରି ଜିଲ୍ଲା କାଲିମେଳା…

6 months ago

ଯବାନଙ୍କ ମାନବିକତା, ମାଓବାଦୀଙ୍କୁ କାନ୍ଧରେ ପକାଇ ପାଞ୍ଚ କିଲୋମିଟର ଚାଲିଲେ ଯବାନ

ହିଂସାର ଜବାବ ହିଂସା ନୁହେଁ କି ବୁଲେଟର ଜବାବ ସବୁବେଳେ ବୁଲେଟ ନୁହେଁ। ମାନବିକତାର ଏପରି ନିଦର୍ଶନ ଦେଖିବାକୁ ମିଳିଛି ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ। ପଶ୍ଚିମ…

8 months ago

ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା

ମାଲକାନଗିରି: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଧେହ କରି ଚିତ୍ରାଗେଲୁର ଗାଁର ରାମା ପୁନେମ ଗୁଳି…

10 months ago

ମାଲକାନଗରି ଜିଲ୍ଲା ପୋଲିସ୍‌କୁ ସଫଳତା: ଜଙ୍ଗଲରେ କୁମ୍ବିଂ ଅପରେସନ୍‌ ବେଳେ ମିଳିଲା ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ

ମାଲକାନଗରି(କେନ୍ୟୁଜ୍): ମାଲକାନଗରି ଜିଲ୍ଲା ପୋଲିସ୍‌କୁ ସଫଳତା । ଜଙ୍ଗଲରେ କୁମ୍ବିଂ ଅପରେସନ୍‌ ବେଳେ ମିଳିଲା ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ।…

2 years ago

ଆଉ କାମ କରିବୁନି ଏହି ଅଞ୍ଚଳ ଛାଡି ଚାଲିଯିବୁ, ରୁଦ୍ଧ ସ୍ୱରରେ ମାଓବାଦୀଙ୍କୁ ଗୁହାରି କଲେ ଅପହୃତ ଇଞ୍ଜିନିୟରଙ୍କ ପତ୍ନୀ

ମାଲକାନଗିରି(କେନ୍ଯୁଜ୍): ଆମେ ଆଉ କାମ କରିବୁନି। ମାଓବାଦୀ ମୋ ସ୍ବାମୀଙ୍କୁ ଦୟାକରି ଛାଡି ଦିଅନ୍ତୁ। ଆମେ ଘରକୁ ଚାଲିଯିବୁ। ଏଭଳି ରୁଦ୍ଧ ସ୍ୱରରେ ମାଓ ସଙ୍ଗଠନକୁ ଗୁହାରି…

2 years ago

ମାଲକାନଗିରି: ପୋଲିସ ଏୟାର ଷ୍ଟ୍ରାଇକ ନେଇ ମୁହଁ ଖୋଲିଲେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ମାଓ ନେତା, କହିଲେ ପୋଲିସକୁ ଉଚିତ ଜବାବ ଦିଆଯିବ

କେନ୍ୟୁଜ୍(କେନ୍ୟୁଜ୍): ପୋଲିସ ଏୟାର ଷ୍ଟ୍ରାଇକ ନେଇ ମୁହଁ ଖୋଲିଲେ  ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ମାଓ ନେତା  ବିକାଶ ।ଏନେଇ ସ୍ୱତନ୍ତ୍ର ସାକ୍ଷାତକାରରେ ସ୍ପଷ୍ଟୀକରଣ ଦେଇଛନ୍ତି  ମାଓ ନେତା…

3 years ago

ଆଶା-ଆଶଙ୍କାର ଘଟିଲା  ଅବସାନ, ୫ଦିନ ପରେ ମାଓ କବଳରୁ ମୁକ୍ତ ହେଲେ ସିଆର୍‌ପିଏଫ କୋବ୍ରା କମାଣ୍ଡୋ

କେନ୍ୟୁଜ୍(ବ୍ୟୁରୋ):  ଶହେ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିବା ଆଶା-ଆଶଙ୍କାର ଅବସାନ ହୋଇଛି। ୫ଦିନ ପରେ ମାଓ କବଳରୁ ମୁକ୍ତ ହେଲେ ସିଆର୍‌ପିଏଫ କୋବ୍ରା କମାଣ୍ଡୋ…

3 years ago

ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁରରେ ପୋଲିସର ଏନକାଉଣ୍ଟର, ହାର୍ଡକୋର ମାଓବାଦୀ ସନ୍ତୋଷ ପୋଡିଆମୀ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ପୋଲିସକୁ ସଫଳତା । ପୋଲିସ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ମୃତ । ଡିଆରଜି ପୋଲିସର ଅପରେସନ ବେଳେ ସଫଳତା…

4 years ago

ମୁଖ୍ୟ ସ୍ରୋତରେ ସାମିଲ ହେଲେ ସରକାର ଯୋଗାଇଦେବେ ସବୁପ୍ରକାର ସୁବିଧା, ସକ୍ରୀୟ ମାଓବାଦୀଙ୍କୁ ଅପିଲ କଲେ ପୋଲିସ ଡିଜି ଅଭୟ

କେନ୍ୟୁଜ୍(ବ୍ୟୁରୋ):  ମାଓବାଦୀଙ୍କୁ ପୋଲିସ ଡିଜି ଅଭୟଙ୍କ ଅପିଲ । ଆତ୍ମସମର୍ପଣ ସହ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି ଡିିଜିପି । ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ…

4 years ago