Browsing Tag

hardcore Maoist

ଛତିଶଗଡ଼ରେ ପୁଣି ବଡ଼ ନକ୍ସଲ ଏନକାଉଣ୍ଟର, ୮ ହାର୍ଡକୋର ମାଓବାଦୀ ନିପାତ

ଛତିଶଗଡ଼ରେ ପୁଣି ବଡ଼ଧରଣର ନକ୍ସଲ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୮ ହାର୍ଡକୋର ମାଓବାଦୀ ନିପାତ । ଗଙ୍ଗଲୁର ଥାନା ଅନ୍ତର୍ଗତ ପିଡ଼ିଆ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିଥିଲା। ସୂଚନା ଆଧାରରେ ବିଜାପୁର ଜିଲ୍ଲା ପୋଲିସ ଏବଂ CRPFର କୋବ୍ରା ଯବାନ ସର୍ଚ୍ଚ…

ଆତ୍ମସମର୍ପଣ କଲା ହାର୍ଡକୋର ମାଓବାଦୀ ନରେଶ

କନ୍ଧମାଳ : ହାର୍ଡକୋର ମାଓବାଦୀର ଆତ୍ମସମର୍ପଣ। ସରେଣ୍ଡର କଲା କେକେବିଏନ ଡିଭିଜନର କମାଣ୍ଡର ଡିସିଏମ୍ ସମ୍ମ୍ୟା ମେଡକମ୍ ଓରଫ ନରେଶ । କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛି। ଗତ ୨୦ ବର୍ଷ ଧରି ସେ ମାଓ ସଙ୍ଗଠନ ସହ ଜଡ଼ିତ ଥିଲା। ସାମ୍ୟା ଘର ଛତିଶଗଡ଼ର ସୁକମା…

ମାଓ ବିସ୍ପୋରକ ସାମଗ୍ରୀ ଜବତ, ଅଳ୍ପକେ ବର୍ତ୍ତିଲେ ସୁରକ୍ଷା କର୍ମୀ

ମାଲକାନଗିରି : ମାଓବାଦୀ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ଯୋଜନା ପଣ୍ଡ କରିଛି BSF ଜବାନ। ମାଲକାନଗିରି ଜିଲ୍ଲା ପଡିଆ ଥାନା ଅନ୍ତର୍ଗତ ସିଲାକଟା ଜଙ୍ଗଲ ରେ BSF ଜବାନଙ୍କୁ ବଡ଼ ସଫଳତା। BSF ର 142 ବାଟାଲିୟନ ଜବାନଙ୍କ କୁମ୍ବିଙ୍ଗ ଅପରେସେନ ବେଳେ 3ଟି ଲ୍ୟାଣ୍ଡମାଇଁ, କାଡ଼େକ୍ସ ତାର…

ମାଓ ବନ୍ଧୁକ କାରଖାନା ଠାବ, ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ

ମାଲକାନଗିରି : BSF 142bn ଯବାନଙ୍କୁ ମିଳିଛି ବଡ଼ ସଫଳତା। ମାଓବାଦୀ ଙ୍କ ବନ୍ଧୁକ ତିଆରି କାରଖାନା ଠାବ କଲା Bsf ଯବାନ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତଇ ଆଲୁରକୋଟା ନିକଟରେ ଯବାନ କୁମ୍ବିଙ୍ଗ ଅପରେସନ ବେଳେ ବିପୁଳ ପରିମାଣର ମାଓ ବିସ୍ପୋରକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ…

ଯବାନଙ୍କ ମାନବିକତା, ମାଓବାଦୀଙ୍କୁ କାନ୍ଧରେ ପକାଇ ପାଞ୍ଚ କିଲୋମିଟର ଚାଲିଲେ ଯବାନ

ହିଂସାର ଜବାବ ହିଂସା ନୁହେଁ କି ବୁଲେଟର ଜବାବ ସବୁବେଳେ ବୁଲେଟ ନୁହେଁ। ମାନବିକତାର ଏପରି ନିଦର୍ଶନ ଦେଖିବାକୁ ମିଳିଛି ଝାଡଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ। ପଶ୍ଚିମ ସିଂହଭୂମ ଜିଲ୍ଲାର ହୁସିପି ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରିଥିବା ଖବର ପାଇ ସର୍ଚ୍ଚ ଅପରେସନ କରିଥିଲା ଝାଡଖଣ୍ଡ…

ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା

ମାଲକାନଗିରି: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଧେହ କରି ଚିତ୍ରାଗେଲୁର ଗାଁର ରାମା ପୁନେମ ଗୁଳି କରି ହତ୍ୟା କଲେ ମାଓବାଦୀ। ଘଟଣା ସ୍ଥଳରେ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ମାଲକାନଗରି ଜିଲ୍ଲା ପୋଲିସ୍‌କୁ ସଫଳତା: ଜଙ୍ଗଲରେ କୁମ୍ବିଂ ଅପରେସନ୍‌ ବେଳେ ମିଳିଲା ବିପୁଳ ପରିମାଣର ମାଓ ବିସ୍ଫୋରକ…

ମାଲକାନଗରି(କେନ୍ୟୁଜ୍): ମାଲକାନଗରି ଜିଲ୍ଲା ପୋଲିସ୍‌କୁ ସଫଳତା । ଜଙ୍ଗଲରେ କୁମ୍ବିଂ ଅପରେସନ୍‌ ବେଳେ ମିଳିଲା ଦୁଇଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ । ସହିଦ ସପ୍ତାହ ବେଳେ ପୋଲିସକୁ ଟାର୍ଗେଟ କରି ମାଓବାଦୀ ଏସବୁ ଖଞ୍ଜିଥିବା ଜଣାପଡିଛି । କୁମ୍ବି ଅପରେସନ୍‌…

ଆଉ କାମ କରିବୁନି ଏହି ଅଞ୍ଚଳ ଛାଡି ଚାଲିଯିବୁ, ରୁଦ୍ଧ ସ୍ୱରରେ ମାଓବାଦୀଙ୍କୁ ଗୁହାରି କଲେ ଅପହୃତ ଇଞ୍ଜିନିୟରଙ୍କ ପତ୍ନୀ

ମାଲକାନଗିରି(କେନ୍ଯୁଜ୍): ଆମେ ଆଉ କାମ କରିବୁନି। ମାଓବାଦୀ ମୋ ସ୍ବାମୀଙ୍କୁ ଦୟାକରି ଛାଡି ଦିଅନ୍ତୁ। ଆମେ ଘରକୁ ଚାଲିଯିବୁ। ଏଭଳି ରୁଦ୍ଧ ସ୍ୱରରେ ମାଓ ସଙ୍ଗଠନକୁ ଗୁହାରି କରିଛନ୍ତି ଅପହୃତ ଇଞ୍ଜିନିୟରଙ୍କ ପତ୍ନୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ରାସ୍ତା…

ମାଲକାନଗିରି: ପୋଲିସ ଏୟାର ଷ୍ଟ୍ରାଇକ ନେଇ ମୁହଁ ଖୋଲିଲେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ମାଓ ନେତା, କହିଲେ…

କେନ୍ୟୁଜ୍(କେନ୍ୟୁଜ୍): ପୋଲିସ ଏୟାର ଷ୍ଟ୍ରାଇକ ନେଇ ମୁହଁ ଖୋଲିଲେ  ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ମାଓ ନେତା  ବିକାଶ ।ଏନେଇ ସ୍ୱତନ୍ତ୍ର ସାକ୍ଷାତକାରରେ ସ୍ପଷ୍ଟୀକରଣ ଦେଇଛନ୍ତି  ମାଓ ନେତା । ଡ୍ରୋନ କ୍ୟାମେରାକୁ ଆଧାର କରି ମାଓବାଦୀ ଉପରେ ଏୟାର  ଷ୍ଟ୍ରାଇକ କରିଥିଲା ପୋଲିସ। ଏହାର…

ଆଶା-ଆଶଙ୍କାର ଘଟିଲା  ଅବସାନ, ୫ଦିନ ପରେ ମାଓ କବଳରୁ ମୁକ୍ତ ହେଲେ ସିଆର୍‌ପିଏଫ କୋବ୍ରା କମାଣ୍ଡୋ  

କେନ୍ୟୁଜ୍(ବ୍ୟୁରୋ):  ଶହେ ଘଣ୍ଟାରୁ ଅଧିକ ସମୟ ଧରି ଲାଗି ରହିଥିବା ଆଶା-ଆଶଙ୍କାର ଅବସାନ ହୋଇଛି। ୫ଦିନ ପରେ ମାଓ କବଳରୁ ମୁକ୍ତ ହେଲେ ସିଆର୍‌ପିଏଫ କୋବ୍ରା କମାଣ୍ଡୋ ରାକେଶ୍ୱର ମନ୍‌ହାସ। ଛତିଶଗଡ଼ ସରକାରଙ୍କ ୨ସଦସ୍ୟ ବିଶିଷ୍ଟ ମଧ୍ୟସ୍ଥତା ଟିମ୍‌ ଓ ଶତାଧିକ ଗ୍ରାମବାସୀଙ୍କ ଉପସ୍ଥିତିରେ…

ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁରରେ ପୋଲିସର ଏନକାଉଣ୍ଟର, ହାର୍ଡକୋର ମାଓବାଦୀ ସନ୍ତୋଷ ପୋଡିଆମୀ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ପୋଲିସକୁ ସଫଳତା । ପୋଲିସ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ମୃତ । ଡିଆରଜି ପୋଲିସର ଅପରେସନ ବେଳେ ସଫଳତା ମିଳିଛି। ମୃତ ମାଓବାଦୀର ନାଁ ସନ୍ତୋଷ ପୋଡିଆମୀ । ତା ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା ।…

ମୁଖ୍ୟ ସ୍ରୋତରେ ସାମିଲ ହେଲେ ସରକାର ଯୋଗାଇଦେବେ ସବୁପ୍ରକାର ସୁବିଧା, ସକ୍ରୀୟ ମାଓବାଦୀଙ୍କୁ ଅପିଲ କଲେ ପୋଲିସ ଡିଜି…

କେନ୍ୟୁଜ୍(ବ୍ୟୁରୋ):  ମାଓବାଦୀଙ୍କୁ ପୋଲିସ ଡିଜି ଅଭୟଙ୍କ ଅପିଲ । ଆତ୍ମସମର୍ପଣ ସହ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି ଡିିଜିପି । ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତି ଉନ୍ନତ ଥିବା ଟ୍ଵିଟ କରି କହିଛନ୍ତି ପୋଲିସ ଡିଜି । କନ୍ଧମାଳରେ ଏନକାଉଣ୍ଟରରେ ଚାରି ମାଓବାଦୀ…