ମାଓ ବନ୍ଧୁକ କାରଖାନା ଠାବ, ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ

BSF 142bn ଯବାନଙ୍କୁ ମିଳିଛି ବଡ଼ ସଫଳତା। ମାଓବାଦୀ ଙ୍କ ବନ୍ଧୁକ ତିଆରି କାରଖାନା ଠାବ କଲା Bsf ଯବାନ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତଇ ଆଲୁରକୋଟା ନିକଟରେ ଯବାନ କୁମ୍ବିଙ୍ଗ ଅପରେସନ ବେଳେ ବିପୁଳ ପରିମାଣର ମାଓ ବିସ୍ପୋରକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି BSF ଯବାନ ।

ମାଲକାନଗିରି : BSF 142bn ଯବାନଙ୍କୁ ମିଳିଛି ବଡ଼ ସଫଳତା। ମାଓବାଦୀ ଙ୍କ ବନ୍ଧୁକ ତିଆରି କାରଖାନା ଠାବ କଲା Bsf ଯବାନ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତଇ ଆଲୁରକୋଟା ନିକଟରେ ଯବାନ କୁମ୍ବିଙ୍ଗ ଅପରେସନ ବେଳେ ବିପୁଳ ପରିମାଣର ମାଓ ବିସ୍ପୋରକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି BSF ଯବାନ ।

ଭେଜଙ୍ଗୱାଡା ଜଙ୍ଗଲ ମଧ୍ୟରେ BSF ଜବାନ କୁମ୍ବିଙ୍ଗ ଅପରେସନ ବେଳେ ସିଲେରୁ ନଦୀ ତ୍ତଟବର୍ତୀ ଅଞ୍ଚଳରେ ମାଓବାଦୀ ଏକ ଗାତ କରି ପ୍ଲାଷ୍ଟିକ ଡ୍ରମ ଭିତରେ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ସହ ବନ୍ଧୁକ ତିଆରି ଲେଦ ମେସିନ ଲୁଚାଇ ରଖିଥିଲେ ।

ଜବତ ବିସ୍ପୋରକ ସାମଗ୍ରୀ ହେଲା ଯିଲଟିନ ଷ୍ଟିକ, ହେଣ୍ଡ ଗ୍ରେନେଡ଼,ଲେଦ ମେସିନ ଜବତ କରିଛି BSF ଜବାନ।ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏତେ ପରିମାଣ ମାଓ ବିସ୍ପୋରକ ସାମଗ୍ରୀ ଗଛିତ ରଖିଥିଲେ ମାଓବାଦୀ। ସବୁ ଯୋଜନା ପଣ୍ଡ କରିଛି BSF ଜବାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.