Below header

ଢେଙ୍କାନାଳରେ ବିନା ସୂଚନାରେ ଲ୍ୟାଣ୍ଡିଂ କଲା ହେଲିକପ୍ଟର, ସନ୍ଦେହ ସୃଷ୍ଟି

ପୋଲିସ ପ୍ରାଶସନ ପାଖରେ କୌଣସି ସୂଚନା ନାହିଁ । କିନ୍ତୁ ସହରରେ ଲ୍ୟାଣ୍ଡିଂ କଲା ହେଲିକପ୍ଟର। ଢେଙ୍କାନାଳ ସହର ସ୍ଥିତ ମହିଷା ପାଟ ପଲ୍ଲିଶ୍ରୀ ପଡ଼ିଆ ଭିତରେ ଏକ ଘରୋଇ ହେଲିକପ୍ଟର ଅବତରଣ କରିଛି । ଯାହାକୁ ନେଇ ଚର୍ଚ୍ଚା ଜୋରରେ ଚାଲିଛି ।

ଢେଙ୍କାନାଳ (କେନ୍ୟୁଜ): ପୋଲିସ ପ୍ରାଶସନ ପାଖରେ କୌଣସି ସୂଚନା ନାହିଁ  ।  କିନ୍ତୁ ସହରରେ ଲ୍ୟାଣ୍ଡିଂ କଲା ହେଲିକପ୍ଟର ।  ଢେଙ୍କାନାଳ ସହର ସ୍ଥିତ ମହିଷା ପାଟ ପଲ୍ଲିଶ୍ରୀ ପଡ଼ିଆ ଭିତରେ ଏକ ଘରୋଇ ହେଲିକପ୍ଟର ଅବତରଣ କରିଛି ।  ଯାହାକୁ ନେଇ ଚର୍ଚ୍ଚା ଜୋରରେ ଚାଲିଛି ।  କାରଣ କୌଣସି ସୂଚନା ନ ଥାଇ ଅବତରଣ କରିଥିବାରୁ ସନ୍ଦେହ ସୃଷ୍ଟି ହୋଇଛି । ହେଲିକପ୍ଟରରେ ACE AIR service ଲେଖା ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ନିର୍ବାଚନ ଫ୍ଲାଇଙ୍ଗ ସ୍କ୍ବାଡ୍ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.