ind vs aus

WTC ୨୦୨୩ ଫାଇନାଲରେ ହାରିଲା ଭାରତ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ଜିତିଲା ଅଷ୍ଟ୍ରେଲିଆ

WTC ୨୦୨୩ ଫାଇନାଲରେ ହାରିଲା ଭାରତ । ୨୦୯ ରନରେ ଜିତି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଟାଇଟଲ ଜିତିଲା ଅଷ୍ଟ୍ରେଲିଆ । ଦ୍ୱିତୀୟ ଇନିଂସରେ ଭାରତକୁ ୪୪୪…

1 year ago

WTC ଫାଇନାଲ : ବିରାଟ, ରାହାଣେ ଏବଂ ଜାଡେଜାଙ୍କ ଉପରେ ସମସ୍ତଙ୍କ ନଜର, ପୂର୍ବରୁ ୪୦୦ ରନର ଟାର୍ଗେଟକୁ ପୂରଣ କରିଛି ଭାରତ

WTC ଫାଇନାଲର ଆଜି ଶେଷ ଦିନ । ଅଷ୍ଟ୍ରେଲିଆ ଭାରତକୁ ୪୪୪ ରନର ଟାର୍ଗେଟ ଦେଇଛି । ଚତୁର୍ଥ ଦିନରେ ଭାରତ ୩ ୱିକେଟ ହରାଇ ୧୬୪…

1 year ago

WTC ଫାଇନାଲ: ଅଷ୍ଟ୍ରେଲିଆ ଦ୍ବିତୀୟ ଇନିଂସ ଆରମ୍ଭରୁ ଶୋଇପଡିଲେ ଲାବୁଶେନ, ୱାର୍ଣ୍ଣରଙ୍କ ୱିକେଟ ଯିବା ପରେ ଖୋଲିଲା ଆଖି, ଭିଡିଓ ଭାଇରଲ

WTC ଫାଇନାଲ ମ୍ୟାଚରେ ଟିମ୍ ବ୍ୟାଟିଂ କରିବା ସମୟରେ ଶୋଇପଡିଲେ ଅଷ୍ଟ୍ରେଲିଆ ଖେଳାଳି ମାର୍ନସ ଲାବୁଶେନ୍ । ଅଷ୍ଟ୍ରେଲିଆ ଟିମର ଦ୍ବିତୀୟ ଇନିଂସ ସମୟରେ ଶୋଇପଡିଥିଲେ ଲାବୁଶେନ…

1 year ago

WTC ଫାଇନାଲ : ଟିମ୍ ଇଣ୍ଡିଆ ଅଲଆଉଟ୍ ହେବା ପୂର୍ବରୁ ମଇଦାନ ଛାଡି ଚାଲିଯାଇଥିଲା ଅଷ୍ଟ୍ରେଲିଆ ଟିମ୍, ପୁଣି ଶେଷରେ ଫେରିଥିଲା

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଇଂଲଣ୍ଡର ଓଭାଲରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚ ଚାଲିଛି । ଆଉ ଫାଇନାଲ ମ୍ୟାଚର ତୃତୀୟ ଦିନରେ ଏଭଳି…

1 year ago

ବାଲେଶ୍ବର ଟ୍ରେନ ଟ୍ରାଜେଡି : WTC ଫାଇନାଲ ମ୍ୟାଚରେ ହାତରେ କଳା ବ୍ୟାଣ୍ଡ୍‌ ବାନ୍ଧି ଖେଳିଲେ ଉଭୟ ଦେଶର ଖେଳାଳି

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଲଣ୍ଡନର ଓଭାଲରେ WTC ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚରେ ଦୁଇଟି ଯାକ ଟିମର ଖେଳାଳି ହାତରେ କଳାବ୍ୟାଣ୍ଡ୍‌ ବାନ୍ଧି…

1 year ago

WTC ଫାଇନାଲ ପୂର୍ବରୁ ଆହତ ହେଲେ ରୋହିତ ଶର୍ମା, କିନ୍ତୁ ଖେଳିବେ ମ୍ୟାଚ୍

ଆଜିଠାରୁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ WTC ଫାଇନାଲ ମ୍ୟାଚ୍ ଓଭାଲରେ ଖେଳାଯିବ । ତା ପୂର୍ବରୁ ଭାରତୀୟ ଦଳ ପାଇଁ ନିରାଶଜନକ ଖବର । ଆଇପିଏଲରେ ନିଜର…

1 year ago

କିଏ ଜିତିବ WTC ଟାଇଟଲ ? ଭାରତର ୧୦ ବର୍ଷର ନଜର ଆଉ ଅଷ୍ଟ୍ରେଲିଆର ପ୍ରଥମ

ଆଜିଠାରୁ ଲଣ୍ଡନର କେନିଂଟନ ଓଭାଲରେ ଓ୍ଵାର୍ଲଡ ଟେଷ୍ଟ ଚାମ୍ପିଅନ୍‌ସିପ୍‌ ଫାଇନାଲ୍ ମ୍ୟାଚ୍‌ ଖେଳାଯାଉଛି‌ । ଇଂଲଣ୍ଡର ଓଭାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଭାରତ ମ୍ୟାଚ୍‌ ଜିତି…

1 year ago

WTC ଫାଇନାଲ : ପିଚ୍ ଫଟୋ ଦେଖି ଚିନ୍ତାରେ ଟିମ୍ ଇଣ୍ଡିଆ, କେମିତି ଖେଳିବ ମ୍ୟାଚ୍ !

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ମ୍ୟାଚ୍ ଆସନ୍ତାକାଲିରୁ ଖେଳାଯିବ । ଇଂଲଣ୍ଡର ଓଭାଲରେ ଏହି ମ୍ୟାଚ୍ ଖେଳାଯିବ । ଇଂଲଣ୍ଡର ଓଭାଲ୍‌ରେ…

1 year ago

WTC ଫାଇନାଲ ପାଇଁ ଭାରତୀୟ ଟିମରେ ହେଲା ପରିବର୍ତ୍ତନ, ICC ଘୋଷଣା କଲା ସ୍କ୍ଵାଡ୍‌

ଟିମ୍‌ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଖେଳାଯିବ । ୭ ଜୁନରୁ ୧୧ ଜୁନ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ଉଭୟ…

1 year ago

WTC ଫାଇନାଲ ପୂର୍ବରୁ ଆହତ ହେଲେ ଈଶାନ କିଶନ ଏବଂ କ୍ୟାମରୁନ୍‌ ଗ୍ରୀନ, ଫାଇନାଲରେ ଖେଳିବା ନେଇ ଆଶଙ୍କା

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଜୁନ୍‌ ୭ ତାରିଖରୁ ଓଭାଲରେ WTC ଫାଇନାଲ ଖେଳାଯିବ । ଏହା ପୂର୍ବରୁ ଈଶାନ କିଶନ ଏବଂ କ୍ୟାମରୁନ ଗ୍ରୀନଙ୍କୁ ଆଘାତ…

1 year ago

ଟେଷ୍ଟ ସିରିଜ ପରେ ଅଷ୍ଟ୍ରେଲିଆ ଦିନିକିଆ ଟିମକୁ ଝଟକା, ବଦଳିଲେ ଟିମର ଅଧିନାୟକ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଭାରତ ଜିତିବା ପରେ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ହେଉଛନ୍ତି ଉଭୟ ଦଳ । ୧୭ ତାରିଖରୁ ଦିନିକିଆ ସିରିଜ ଆରମ୍ଭ…

1 year ago

WTC ଫାଇନାଲରେ ପହଞ୍ଚିଲା ଭାରତ, ଅଷ୍ଟ୍ରେଲିଆ ସହିତ ଫାଇନାଲ ମ୍ୟାଚ୍‌ ଖେଳିବ ଭାରତ

ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ପ୍ରବେଶ କରିଛି ଭାରତ । ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ୨ ଓ୍ଵିକେଟରେ ହରାଇବା ଯୋଗୁଁ ଭାରତ…

1 year ago