international

ନାଇଜେରିଆର ସମସ୍ତ କ୍ଷମତା ହାସଲ କଲା ସେନା, ରାଷ୍ଟ୍ରପତିଙ୍କୁ କଲା ବନ୍ଦୀ

ଆଫ୍ରିକୀୟ ଦେଶ ନାଇଜେରିଆରେ ସେନାର କ୍ଷମତା ଦଖଲ । ରାଷ୍ଟ୍ରପତିଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିଛି ସେନା । ଏଥିସହ ରାଷ୍ଟ୍ରପତି ମହମ୍ମଦ ବାଜୁମଙ୍କୁ ବନ୍ଦୀ…

11 months ago

ମିସ୍‌ ଓ ମିସ୍ ସମଲିଙ୍ଗୀ ବିବାହ, ଯୋଡ଼ି ହେଲେ ମିସ୍ ଆର୍ଜେଣ୍ଟିନା ଓ ମିସ୍ ପୁଏର୍ଟୋରିକୋ; ଅନେକ ଦିନରୁ ଥିଲା ପ୍ରେମ ସମ୍ପର୍କ

ମିସ୍‌ ଆର୍ଜେଣ୍ଟିନା ମାରିୟାନା ଭରେଲା ଓ ମିସ୍‌ ପୁଏର୍ଟୋରିକୋ ଫ୍ୟାବିୟୋଲା ଭ୍ୟାଲେଣ୍ଟିନ୍‌ ଦୁହେଁ ଦୁହିଁଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନେ ଏ ନେଇ ସୋସିଆଲ…

2 years ago

ଇଜିପ୍ଟର ରହସ୍ୟମୟ ମମି ପରିବାର ଠାବ ହେଲା ୨ହଜାର ବର୍ଷ ପୁରୁଣା ମମି, ପ୍ରତ୍ନତତ୍ତ୍ୱବିତ୍‌ମାନେ ଦେଲେ ଆଶ୍ଚର୍ଯ୍ୟଜନକ ତଥ୍ୟ

ଇଜିପ୍ଟର ମମି । ସାରା ଦୁନିଆରେ ଇଜିପ୍ଟ ହେଉଛି ଏକମାତ୍ର ଦେଶ ଯେଉଁଠାରେ ମମି ଦେଖିବାକୁ ମିଳେ। ଇଜିପ୍ଟର ମିସରରେ ଯେତେବେଳେ ଲୋକମାନେ ମରି ଯାଆନ୍ତି, ସେମାନଙ୍କ…

2 years ago

ଓମିକ୍ରନ୍ ଚିନ୍ତା: ଜାନୁୟାରୀ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡାଣ ସ୍ଥଗିତ

ନୂଆଦିଲ୍ଲୀ : ଜାନୁଆରୀ ୩୧ ଯାଏ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନକୁ ସ୍ଥଗିତ ରଖିଲେ ସରକାର । ବିମାନ ଚଳାଚଳ ନିୟାମକ ସଂସ୍ଥା ଡିଜିସିଏ ଗୁରୁବାର ଏହି ସୂଚନା…

3 years ago

କରୋନାକୁ ରୋକିବା ପାଇଁ ହେଲା ନୂଆ ବୈଜ୍ଞାନିକ ଅଧ୍ୟୟନ, ଗମ୍ଭୀର ସଂକ୍ରମଣରୁ ରକ୍ଷା କରିବ ଭିଟାମିନ୍‌-ଡି!

କରୋନାର ଗମ୍ଭୀର ସଂକ୍ରମଣରୁ ବଞ୍ଚେଇ ପାରିବ ଭିଟାମିନ୍‌-ଡି। କରୋନା ଭାଇରସ୍‌ଠୁ ରକ୍ଷା ପାଇବାକୁ ନେଇ ଏକ ନୂଆ ବୈଜ୍ଞାନିକ ଅଧ୍ୟୟନ କରାଯାଇଛି। ଏଥିରେ କରୋନାର ଗମ୍ଭୀର ସଂକ୍ରମଣକୁ…

3 years ago

ସମୁଦ୍ରରେ ଶତ୍ରୁ ଦେଶକୁ ଆକ୍ରମଣ କରିବ ଚୀନର ଯୁଦ୍ଧ ବିମାନ ”ରୋବୋ-ସାର୍କ”

ଚୀନର ଆତଙ୍କ ଦୁନିଆରେ ଏବେ ଭୟାବହ ପରିସ୍ଥିତିରେ ରହିଛି । ଅଧିକାଂଶ ଦେଶ ବିରୁଦ୍ଧରେ ଆକ୍ରାମକ ସ୍ୱଭାବ ରଖିଥିବା ଚୀନ ଏବେ ନୂଆ ଯୁଦ୍ଧ ବିମାନ ବାହାର…

3 years ago

ଡେଲଟା ପ୍ଲସର ସଂକ୍ରମଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଚେତାବନୀ

କରୋନା ସଂକ୍ରମଣ ଏବଂ ଏଥିରେ ହେଉଥିବା ମୃତ୍ୟୁ ଜନିତ ସଂଖ୍ୟାର ବୃଦ୍ଧି ପୁନର୍ବାର ସମସ୍ୟା ବଢ଼ାଇଛି । ସଂକ୍ରମଣର ସଂଖ୍ୟା ବଢ଼ିବା କାରଣରୁ ପୁନର୍ବାର କଡ଼ା ନିୟମ ଲାଗୁ…

3 years ago

ବିବାହରେ ଶାଶୁ ଉପରେ ୱେଟ୍ରେସ ଢାଳି ପକାଇଲେ ତରକାରୀ, ଖୁସିରେ ବିଭୋର ହୋଇ ବୋହୂ ଟିପ୍‌ରେ ଦାନ କରିଦେଲା ସାଢ଼େ ୭ ହଜାର ଟଙ୍କା

ସବୁ ସମ୍ପର୍କ ମଧ୍ୟରୁ ସବୁଠୁ ନିଆରା ହୋଇଥାଏ ଶାଶୁ ଓ ବୋହୂର ସମ୍ପର୍କ। ଏମିତି ଖଟାମିଠା ସମ୍ପର୍କ, ଯେଉଁଠି ଝଗଡ଼ା ବି ଥାଏ ଆଉ ଭଲ ପାଇବା…

3 years ago

ଇରାନ୍‌ର ମୁସଲିମ୍‌ ଧର୍ମଗୁରୁଙ୍କ ଅଜବ ଦାବି, କରୋନା ଭ୍ୟାକ୍ସିନ୍‌ ଲଗାଇବା ଦ୍ୱାରା ସମଲିଙ୍ଗୀକ ହୋଇଯିବେ ଲୋକେ !

ବିଶ୍ୱରେ କରୋନା ଭ୍ୟାକ୍‌ସିନକୁ ନେଇ ଅନେକ ଭ୍ରାନ୍ତ ଧାରଣା ଏବଂ ମିଛ ଦାବି ସାମ୍ନାକୁ ଆସିଛି, କିନ୍ତୁ ଶେଷରେ ହିଁ ସବୁ ଜାଗାରେ ଟିକାକରଣ ଅଭିଯାନ ଆରମ୍ଭ…

3 years ago

ଚଳିତବର୍ଷ ହଜ୍‌ରେ ଯିବାକୁ ଥିବା ଯାତ୍ରୀଙ୍କର ମଉଳି ଯାଇପାରେ ଆଶା, ସାଉଦି ଆରବରେ ୨୦ ଦେଶର ନାଗରିକଙ୍କୁ ୧୭ ମେ’ ପର୍ଯ୍ୟନ୍ତ ‘ନୋ ଏଣ୍ଟ୍ରି’

ସାଉଦି ଆରବ ୨୦ ଦେଶର ନାଗରିକଙ୍କୁ ୧୭ ମେ’ ପର୍ଯ୍ୟନ୍ତ ନିଜ ଦେଶକୁ ପ୍ରବେଶ ଦେବା ଉପରେ ବ୍ୟାନ୍‌ ଲଗାଇ ଦେଇଛି। ଏହି ୨୦ ଦେଶରେ ଭାରତ…

3 years ago

ରେଷ୍ଟୁରାଣ୍ଟର ମାଗଣା WiFi ରୁ ହୋମ ୱାର୍କ ପୂରା କରୁଥିଲେ ଦୁଇ ଛାତ୍ରୀ, ଫଟୋ ଭାଇରଲ ହେବା ପରେ ଜମା ହୋଇଗଲା ୧.୪୦ ଲକ୍ଷ ଡଲାର

ଅନଲାଇନ ଫଣ୍ଡ ଜମା କରୁଥିବା ଏକ ସଂସ୍ଥା ଆମେରିକାର ଦୁଇ ସ୍କୁଲ ଛାତ୍ରୀଙ୍କ ପାଇଁ ୧,୪୦,୦୦୦ ଡଲାରରୁ ଅଧିକ ଟଙ୍କା ଯୋଗାଡ଼ କରିବାରେ ସଫଳ ହୋଇଛି। ଛାତ୍ରୀ…

4 years ago

ଜର୍ମାନୀରୁ ବୋତଲରେ ପଠାଗଲା ଚିଠି, ୨୦ ହଜାର କିଲୋମିଟର ସମୁଦ୍ର ଯାତ୍ରା କରି ୮ ବର୍ଷ ପରେ ମିଳିଲା ନ୍ୟୁଜିଲାଣ୍ଡରେ

ହଜିଯାଇଥିବା ଜର୍ମାନୀର ଏକ ପରିବାର କାଚ ବୋତଲରେ ମେସେଜ ଲେଖି ତାହାକୁ ରାଇନ୍‌ ନଦୀରେ ଭସାଇ ଦେଇଥିଲେ। ବୋତଲଟି ୮ ବର୍ଷ ଧରି ସମୁଦ୍ରରେ ଭାସି ଭାସି…

4 years ago