jaleswar news

ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ବେଳେ ତାତିଲେ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର

ଜଳେଶ୍ୱର(କେନ୍ୟୁଜ): ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ବେଳେ ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର । ସରପଞ୍ଚଙ୍କ ବଦଳରେ ତାଙ୍କ ଶ୍ବଶୁର ପଞ୍ଚାୟତରେ କାର୍ଯ୍ୟ କରୁଥିବାରୁ ତାତିଲେ ଲୋକେ ।…

2 weeks ago

ଖାକି ବର୍ଦ୍ଦିର ଦବଙ୍ଗଗିରି, ଥାନାକୁ ନ୍ୟାୟ ପାଇବାକୁ ଆସିଥିବା ସାହି ମୁଖିଆଙ୍କ ଉପରେ ପୋଲିସର ମାଡ଼

ଜଳେଶ୍ୱର (କେନ୍ୟୁଜ) : ନ୍ୟାୟ ଦୁଆରେ ଅନ୍ୟାୟର ଦୃଶ୍ୟ। ଥାନାକୁ ନ୍ୟାୟ ପାଇବାକୁ ଆସିଥିବା ସାହି ମୁଖିଆଙ୍କ ଉପରେ ଖାକି ବର୍ଦ୍ଦିର ଦବଙ୍ଗଗିରି। ଥାନା ଭିତରେ ସାହି…

2 years ago

ମହିଳାଙ୍କ ହାତ ଦେଖି ତାଙ୍କ ଠାରୁ ସୁନା ଆଉ ଟଙ୍କା ଲୁଟିନେଲେ ବାପା ସାଜିଥିବା ଚୋର

ଜଳେଶ୍ୱର (କେନ୍ୟୁଜ) : ଏବେ ଚୋରି କରିବାର ନୂଆ ଫଣ୍ଡା ଆପଣାଉଛନ୍ତି ଚୋର। ନିଜକୁ ବାବା ବୋଲି କହି ମହିଳାଙ୍କ ପାଖରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର…

3 years ago

ସ୍କୁଟିକୁ ପଛପଟୁ ଧକ୍କା ଦେଇ ଜଳିଗଲା କୁରକୁରେ ବୋଝେଇ କଣ୍ଟେନର, ଜଣେ ମୃତ

ଜଳେଶ୍ବର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥ ଜମାଳପୁର ବାଇପାସ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସ୍କୁଟିକୁ ପଛପଟୁ ଧକ୍କା…

3 years ago

କୋଭିଡ ନିୟମ ଉଲ୍ଲଂଘନ କରି ଚାଲୁଥିଲା ବସ୍‌, ଜବତ କଲା କମର୍ଦ୍ଦା ପୋଲିସ୍

ଜଳେଶ୍ବର: କରୋନା ସଂକ୍ରମଣ ରୋକିବା ପାଇଁ ବାହାର ରାଜ୍ୟକୁ ବସ୍‌ ଚଳାଚଳ ବନ୍ଦ କରିଛନ୍ତି ରାଜ୍ୟସରକାର। ହେଲେ କିଛି ବସ୍‌ ମାଲିକ ଗଳାବାଟ ଦେଇ ବସ୍‌ରେ ଯାତ୍ରୀ…

3 years ago

ଲଭ୍‌,ସେକ୍ସ ଓ ଧୋକା: ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ ତାପରେ ଶାରୀରିକ ସମ୍ପର୍କ, ବାହା ହେବାକୁ ଜିଦ୍ ଧରି ଏବେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ଜଳେଶ୍ବର: ଗତକାଲି ଥିଲା ଭାଲେଣ୍ଟାଇନ୍‌ ଓ୍ଵିକ୍‌ର ପ୍ରୋପୋଜ ଡେ । ତେବେ ପ୍ରେମ ବଦଳରେ ପ୍ରତାରଣା ପାଇଲେ ପ୍ରେମିକା। ଫେସବୁକରୁ ଆରମ୍ଭ ହୋଇ ଥିଲା ବନ୍ଧୁତା। ବନ୍ଧୁତାରୁ…

3 years ago

ପୋଖରୀ ହୁଡାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ଘରୋଇ କଳହରୁ ବିଷ ପିଇ ଆତ୍ମହତ୍ଯା କରିଥିବା ସନ୍ଦେହ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଫୁଲବଣୀ ଗ୍ରାମରେ ଅଭାବନୀୟ ଘଟଣା। ଫୁଲବାଣୀ ଗ୍ରାମର ଏକ ପୋଖରୀ ହୁଡାରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

3 years ago

ଡଗରା ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ଯକୁ ଉପଭୋଗ କରିବା ପାଇଁ ପ୍ରତିଦିନ ଛୁଟି ଆସୁଛନ୍ତି ଶହଶହ ପର୍ଯ୍ଯଟକ, ହେଲେ ଏହାର ବିକାଶ ଅଟକିଛି ଅଧାବାଟରେ

ଜଳେଶ୍ବର : ଓଡିଶାରେ ଭରପୂର ରହିଛି  ପ୍ରକୃତିରାଣୀର ସୌନ୍ଦର୍ଯ୍ଯ। ଯେଉଁଥି ପାଇଁ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ଯକୁ ଉପଭୋଗ କରିବାକୁ ଛୁଟି ଆସନ୍ତି ପର୍ଯ୍ଯଟକ। ତେବେ ଓଡିଶା ସୀମାନ୍ତ…

3 years ago

ପ୍ରକଳ୍ପକୁ ବିରୋଧ କରି ୨୦ କିଲୋମିଟର ବ୍ଯାପୀ ମାନବ ଶୃଙ୍ଖଳ କଲେ ସ୍ଥାନୀୟ ବାସିନ୍ଦା, ଭିଟାମାଟି ଛାଡିବେ ନାହିଁ ବୋଲି ଦେଲେ ଚେତାବନୀ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଙ୍ଗୋପସାଗର ଉପକୂଳ ସଂଲଗ୍ନ ଜମ୍ଭିରାଇ, ନୂଆଗାଁ , ବାଲିବିଲ, ବେତଗଡିଆ ଇତ୍ଯାଦି ୬ଟି ପଞ୍ଚାୟତରେ ହେବାକୁ ଯାଉଛି ହଳଦିଆ…

4 years ago

ଜଳେଶ୍ବର : ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ୭ଜଣ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଭିଜୁଆଲ୍

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଛକ ନିକଟରେ ଥିବା ଲକ୍ଷ୍ମୀ ନାରାୟଣ ପେଟ୍ରୋଲ ପମ୍ପରେ ଗତକାଲି ବିଳମ୍ବିତ…

4 years ago

ଆଉ ଶୁଭୁନାହିଁ ନାମ ସଙ୍କୀର୍ତ୍ତନ କି ମୃଦଙ୍ଗର ଶବ୍ଦ, ଜୀବିକା ହରାଇ ଏବେ ଚିନ୍ତାରେ ସଙ୍କୀର୍ତ୍ତନ ମଣ୍ତଳୀର କଳାକାର

ଜଳେଶ୍ବର: କରୋନା କଟକଣା ପାଇଁ ସମସ୍ତଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି। କିଛି ଅଣ୍ଟା ସକଳି ଛିଡା ହେଉଥିବାବେଳେ କିଛି ଆଜିବି  କରୋନା ଦାଉରୁ ନିସ୍ତାର ପାଇପାରିନାହାନ୍ତି…

4 years ago

ଜଳେଶ୍ୱରରେ ବ୍ରାଉନସୁଗାର କାରବାର ଲିଙ୍କକୁ ନେଇ କ୍ରାଇମବ୍ରାଞ୍ଚ STFର ଚଢାଉ, ୮ଜଣଙ୍କୁ ଉଠାଇନେଲେ

ଜଳେଶ୍ୱର: ଜଳେଶ୍ୱରରେ କ୍ରାଇମବ୍ରାଞ୍ଚ STFର ଚଢାଉ । ୮ଜଣଙ୍କୁ ଉଠାଇନେଲା STF । ବ୍ରାଉନସୁଗାର କାରବାର ଲିଙ୍କ୍‌ ଅଭିଯୋଗରେ ଜଳେଶ୍ୱରରେ ଚଢାଉ ଚାଲିଛି । ଜଳେଶ୍ୱର ଥାନା…

4 years ago