jammu kashmir

ଡୋଡା ଆଟାକ୍‌: ୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ ଟଙ୍କା ପୁରସ୍କାର

ଜମ୍ମୁ-କାଶ୍ମୀରର ରିୟାସୀ, କଠୁଆ ଏବଂ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଜମ୍ମୁ ପୋଲିସ ୪ ଆତଙ୍କୀଙ୍କ ସ୍କେଚ୍‌ ଜାରି କରିଛି । କୁହାଯାଉଛି ଯେ ଏହି…

5 days ago

ଜମ୍ମୁ-କାଶ୍ମୀର: କଠୁଆ ଏନ୍‌କାଉଣ୍ଟରରେ ଆଉ ଜଣେ ଆତଙ୍କୀ ସଫା, ବ୍ୟାଗ୍‌ରୁ ମିଳିଲା ପାକିସ୍ତାନୀ ଚକୋଲେଟ୍‌

ଜମ୍ମୁ-କାଶ୍ମୀରର କଠୁଆରେ ପୁଣି ଜଣେ ଆତଙ୍କୀ ସଫା । ଏଠାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ଗୁଳି ବିନିମୟରେ ଜଣେ ଆତଙ୍କୀ ନିପାତ ହୋଇଥିବା…

6 days ago

ରିଆସି ତୀର୍ଥଯାତ୍ରୀ ବସ୍‌ ଉପରେ ଆକ୍ରମଣ: ଆତଙ୍କବାଦୀଙ୍କ ସ୍କେଚ୍ ଜାରି, ସୂଚନା ଦେଲେ ମିଳିବ ୨୦ ଲକ୍ଷ

ଜମ୍ମୁରେ ରିଆସିରେ ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ ଘଟଣାରେ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛି ପୋଲିସ । ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିବା ସହ ସେମାନଙ୍କ ସମ୍ପର୍କରେ…

6 days ago

ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପରେ ଆକ୍ରମଣ, ୬ ଯବାନ ଆହତ

ଜମ୍ମୁ କଶ୍ମୀର ଡୋଡାରେ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୬ ଜଣ ଯବାନ ଆହତ ହୋଇଛନ୍ତି । ଜମ୍ମୁ କଶ୍ମୀରରେ ୩…

6 days ago

ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଆତଙ୍କୀ ଆକ୍ରମଣ: ସେନା ଏବଂ ସିଆରପିଏଫର ୧୧ଟି ଟିମ୍‌ କରୁଛି ସର୍ଚ୍ଚ ଅପରେସନ, କମାଣ୍ଡୋ ଏବଂ ଡ୍ରୋନ ନିୟୋଜିତ

ଜମ୍ମୁ-କଶ୍ମୀରରେ ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣକାରୀଙ୍କୁ ଖୋଜୁଛି ଭାରତୀୟ ସେନା । ସେନା ଏବଂ ସିଆରପିଏଫର ୧୧ଟି ଟିମ୍ ଉପର ପାହାଡ଼ ଅଞ୍ଚଳରେ ସର୍ଚ୍ଚ ଅପରେସନ…

1 week ago

ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ : ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ; ସ୍ଥିତି ଉପରେ ଲଗାତାର ନଜର

ଜମ୍ମୁ କଶ୍ମୀର ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀ ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ ଜଣ ଗୁରୁତର ରହିଛନ୍ତି…

1 week ago

ଜମ୍ମୁ-ପୁଞ୍ଚ୍‌ ଜାତୀୟ ରାଜପଥରେ ବଡ଼ ଦୁର୍ଘଟଣା, ୧୫୦ ଫୁଟ୍‌ ଗଭୀର ଖାଇକୁ ଖସିଲା ଯାତ୍ରୀବାହୀ ବସ୍‌; ୨୧ ମୃତ

ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାରେ ଗୁରୁବାର ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଜମ୍ମୁ-ପୁଞ୍ଚ୍‌ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ୍‌ ଗଭୀର ଖାଇକୁ ଖସି ପଡ଼ିଛି…

3 weeks ago

ଜମ୍ମୁ କାଶ୍ମୀରରେ ଆତଙ୍କୀ ହମଲା, ପର୍ଯ୍ୟଟକ ଦମ୍ପତି ଓ ସୋପିଆନରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ । ଅନନ୍ତନାଗ ଓ ସୋପିଆନରେ ଗୁଳିକରି ପର୍ଯ୍ୟଟକ ଦମ୍ପତ୍ତି ଓ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି…

1 month ago

ଜମ୍ମୁ-କାଶ୍ମୀର: ଜଣେ ଯବାନ ସହିଦ, ୩ ଆତଙ୍କୀ ସଫା; ତିନି ଦିନ ଧରି ଚାଲିଥିବା ଏନ୍‌କାଉଣ୍ଟର ଶେଷ

ଦକ୍ଷିଣ କାଶ୍ମୀରର କୁଲଗ୍ରାମରେ ଭାରତୀୟ ସେନା ଚଳାଇଥିବା ଏନ୍‌କାଉଣ୍ଟର ଗୁରୁବାର ସକାଳେ ଶେଷ ହୋଇଛି । ଏହି ଜିଲ୍ଲାରେ ଏନ୍‌କାଉଣ୍ଟ ବେଳେ ଲସ୍କର-ଏ-ତୋଏବାର ଜଣେ ଓ୍ଵାଣ୍ଟେଡ୍‌ ଆତଙ୍କବାଦୀ…

1 month ago

ଜମ୍ମୁ-କାଶ୍ମୀର: ସେନାର ଏନ୍‌କାଉଣ୍ଟର, ଟପ୍‌ ଲସ୍କର କମାଣ୍ଡର ବାସିତ୍‌ ଅହମ୍ମଦ ଡାରଙ୍କ ସମେତ ୩ ଆତଙ୍କୀ ସଫା

ଦକ୍ଷିଣ କାଶ୍ମୀରର କୁଲଗାମରେ ଭାରତୀୟ ସେନାକୁ ମିଳିଛି ବଡ଼ ସଫଳତା । ଏଠାରେ ରେଡ୍‌ଓ୍ଵାନି ପାଇନ୍‌ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ଚାଲିଥିବା ଗୁଳି ବିନିମୟରେ ସୁରକ୍ଷା ବାହିନୀ…

1 month ago

ଜମ୍ମୁ-କାଶ୍ମୀର: କୁଲଗ୍ରାମରେ ଲସ୍କରର ଟପ୍‌ କମାଣ୍ଡର ବାସିତ ଅହମ୍ମଦ ଡାରଙ୍କୁ ଘେରିଛି ସୁରକ୍ଷା ବାହିନୀ, ଏନ୍‌କାଉଣ୍ଟର ଜାରି

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର ଜାରି ରହିଛି । ସୋମବାର ସକାଳେ ଦକ୍ଷିଣ କାଶ୍ମୀରର କୁଲଗ୍ରାମରେ ରେଡ୍‌ଓ୍ଵାନି ପାଇନ୍‌ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି…

1 month ago

ପୁଞ୍ଛ ହମ୍‌ଲା: ୨ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି, ସୂଚନା ଦେବା ବ୍ୟକ୍ତିଙ୍କୁ ମିଳିବ ୨୦ ଲକ୍ଷ ଟଙ୍କା

ଜମ୍ମୁ-କାଶ୍ମୀରର ପୁଞ୍ଛରେ ଭାରତୀୟ ବାୟୁସେନାର ଗାଡ଼ି ଉପରେ ହୋଇଥିବା ଆକ୍ରମଣ ଘଟଣା ପରେ ସେନା ଆକ୍ସନ ମୋଡକୁ ଆସିଛି । ଆତଙ୍କବାଦୀଙ୍କ ସନ୍ଧାନରେ କ୍ରମାଗତ ସର୍ଚ୍ଚ ଅପରେସନ…

1 month ago