Maharashtra

ଜନ୍ମଦିନ ପାଳନ କରି ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ କାର, ପରିବାରର ୬ ମୃତ

ମଙ୍ଗଳବାର ମଧ୍ୟରାତ୍ରୀରେ ମହାରାଷ୍ଟ୍ରର ସାଙ୍ଗଲିର ତାସଗାଓଁ-ମନେରାଜୁରୀ ରାସ୍ତାରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି…

3 weeks ago

ମହାରାଷ୍ଟ୍ର: ରାସାୟନିକ କାରଖାନାରେ ବଏଲର ଫାଟି ଭୟଙ୍କର ବିସ୍ଫୋରଣ, ୪ ମୃତ; ୩୦ ଆହତ

ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏକ ରାସାୟନିକ କାରଖାନାରେ ନିଆଁ ଲାଗିଥିବାର ଖବର ଆସିଛି । କାରଖାନା ଭିତରେ ବଏଲର ଫାଟିଯିବା କାରଣରୁ ଏକ ବଡ଼ ଧରଣର ବିସ୍ଫୋରଣ…

4 weeks ago

ନଦୀରୁ ଶିଶୁଙ୍କୁ ରେସ୍‌କ୍ୟୁ କରିବାକୁ ଯାଇଥିବା SDRFର ଡଙ୍ଗା ଓଲଟିଲା, ୩ ଯବାନଙ୍କ ମୃତ୍ୟୁ

ମହାରାଷ୍ଟ୍ରର ଅହମ୍ମଦନଗରରୁ ଆସିଛି ଏକ ହୃଦୟବିଦାରକ ଘଟଣା । ଏଠାରେ ପ୍ରଭରା ନଦୀରେ ବୁଡ଼ି ଯାଇଥିବା ଦୁଇ ପିଲାଙ୍କୁ ରେସ୍‌କ୍ୟୁ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ୩…

4 weeks ago

ପୁଣେରେ ଭୟଙ୍କର ଦୁର୍ଘଟଣା ! ବିଳମ୍ବିତ ରାତିରେ ଡ୍ୟାମ୍‌ରେ ବୁଡ଼ିଲା ଡଙ୍ଗା; ୫ ମୃତ

ମହାରାଷ୍ଟ୍ରର ପୁଣେରେ ଘଟିଛି ଏକ ଭୟଙ୍କର ଡଙ୍ଗା ବୁଡ଼ି ଘଟଣା । ଏଠାରେ ଇନ୍ଦାପୁର ତହସିଲ ଅନ୍ତର୍ଗତ କଲସୀ ଗାଁ ନିକଟସ୍ଥ ଡ୍ୟାମ୍‌ରେ ଡଙ୍ଗା ବୁଡ଼ି ୫…

4 weeks ago

ମହାରାଷ୍ଟ୍ରରେ ପୁଣି ଭାଙ୍ଗିଲା ହୋର୍ଡିଂ, ପିମ୍ପରିଂ ଚିଞ୍ଚୱାଡ୍‌ରେ ଅନେକ ଗାଡ଼ି କ୍ଷତିଗ୍ରସ୍ତ

ମହାରାଷ୍ଟ୍ରର ପିମ୍ପରିଂ ଚିଞ୍ଚୱାଡ୍‌ରେ ଏକ ହୋର୍ଡିଂ ଭାଙ୍ଗିପଡ଼ିଛି । ଏହା ସଂସ୍ପର୍ଶରେ ଆସି ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତର…

1 month ago

ମହାରାଷ୍ଟ୍ର: ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର, ୨ ମହିଳାଙ୍କ ସମେତ ୩ ନକ୍ସଲ ସଫା

ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର ଭାମରାଗଡ଼ ଜଙ୍ଗଲରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ନକ୍ସଲଙ୍କ ମୃତ୍ୟୁ ଘଟିଛି । ନିହତ ନକ୍ସଲମାନଙ୍କ ମଧ୍ୟରେ…

1 month ago

ମହାରାଷ୍ଟ୍ରରେ ଡରାଇଲାଣି କରୋନା, ଓମିକ୍ରନ୍‌ ସବ୍‌ଭାରିଆଣ୍ଟ ‘KP.2’ର ୯୧ଟି ମାମଲା ଚିହ୍ନଟ

ଦେଶରେ ପୁଣିଥରେ କାୟା ବିସ୍ତାର କରିବା ଆରମ୍ଭ କଲାଣି କରୋନା ଭାଇରସ୍‌ । ମହାରାଷ୍ଟ୍ରରେ ନୂତନ କୋଭିଡ୍‌-୧୯ ଓମିକ୍ରନ୍‌ ସବ୍‌ଭାରିଆଣ୍ଟ 'KP.2'ର ୯୧ଟି ମାମଲା ଚିହ୍ନଟ କରାଯାଇଛି…

1 month ago

ମୁମ୍ବାଇ: ଚିକେନ ସ୍ୱରମା ଖାଇବା ହେଲା କାଳ, ଚାଲିଗଲା ଯୁବକଙ୍କ ଜୀବନ

ଚିକେନ ସ୍ୱରମା ଖାଇ ଚାଲିଗଲା ଯୁବକଙ୍କ ଜୀବନ । ମୁମ୍ବାଇର ଏକ ଷ୍ଟଲରୁ ଚିକେନ ସ୍ୱରମା କିଣିଥିଲେ ୧୯ ବର୍ଷୀୟ ଯୁବକ । ହେଲେ ଏହାକୁ ଖାଇବା…

1 month ago

ଭୋଟିଂ ପୂର୍ବରୁ ଇଭିଏମ୍‌ ପୂଜାର୍ଚ୍ଚନା, ମହିଳା ଆୟୋଗ ଅଧ୍ୟକ୍ଷା ଓ ଅନ୍ୟ ୭ ଜଣଙ୍କ ବିରୋଧରେ ମାମଲା

ମହାରାଷ୍ଟ୍ରରେ ମଙ୍ଗଳବାର ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୧୧ଟି ଆସନରେ ଭୋଟିଂ ଶେଷ ହୋଇଛି । ସେଥିରୁ ବାରାମତି ଅନ୍ୟତମ । ଏଠାରେ ଗୋଟିଏ ପଟେ ଅଜିତ…

1 month ago

ଭୋଟ୍‌ ଦେବାକୁ ଆସିଥିଲେ, EVMରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଚେଷ୍ଟା; ମତଦାତା ଅଟକ

ମହାରାଷ୍ଟ୍ରର ମାଢା ଲୋକସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ଇଭିଏମ୍‌ ପୋଡ଼ିର ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ମତଦାନ ଚାଲିଥିବା ବେଳେ ହଠାତ୍‌ ଜଣେ ମତଦାତା ଆସି…

1 month ago

ଭୂମିକମ୍ପ ଝଟ୍‌କାରେ ଥରିଲା ନାଗପୁର, ରିକ୍ଟର ସ୍କେଲରେ ତୀବ୍ରତା ୨.୭

ମହାରାଷ୍ଟ୍ରରେ ଭୂମିକମ୍ପ । ରାଜ୍ୟର ନାଗପୁର ଅଞ୍ଚଳରେ ହାଲୁକା ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ନାଗପୁର ଆଞ୍ଚଳିକ ପାଣିପାଗ ବିଭାଗ ଦ୍ୱାରା ମିଳିଥିବା ସୂଚନା ମୁତାବକ,…

1 month ago

ମହାରାଷ୍ଟ୍ର: କପଡା ଦୋକାନରେ ଭୟଙ୍କର ନିଆଁ, ୭ ମୃତ

ମହାରାଷ୍ଟ୍ରର ଔରଙ୍ଗାବାଦର ଛତ୍ରପତି ଶମ୍ଭାଜିନଗରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏକ ଘରେ ନିଆଁ ଲାଗିବାରୁ ଗୋଟିଏ ପରିବାରର ୭ ଜଣ ଜୀବନ୍ତ ଦଗ୍ଧ ହୋଇ…

3 months ago