mamata Banerjee

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି: ମମତା ସରକାରଙ୍କୁ ଝଟ୍‌କା, ହାଇକୋର୍ଟ ରଦ୍ଦ କଲେ ୨୪,୦୦୦ ସ୍କୁଲ ଶିକ୍ଷକଙ୍କ ଚାକିରି

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କୁ କୋଲକତା ହାଇକୋର୍ଟରୁ ମିଳିଛି ବଡ଼ ଝଟ୍‌କା । ହାଇକୋର୍ଟ ପଶ୍ଚିମବଙ୍ଗ ବିଦ୍ୟାଳୟ ସେବା ଆୟୋଗ ପ୍ୟାନେଲ ଦ୍ୱାରା କରାଯାଇଥିବା…

2 months ago

ମମତା ବାନାର୍ଜୀଙ୍କ କପାଳରେ ପଡ଼ିଲା ୩ଟି ଷ୍ଟିଚ୍‌, ECG, CT ସ୍କାନ୍ ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ

ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମୁଣ୍ଡରେ ଆଘାତ ଲାଗିଥିବାରୁ ବର୍ତ୍ତମାନ ସେ ନଜରବନ୍ଦୀରେ ରହିବେ । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ…

3 months ago

ପଶ୍ଚିମବଙ୍ଗ: ମମତା ବାନାର୍ଜୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ମୁଖ୍ୟମନ୍ତ୍ରୀ ଆହତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସିଏମ୍‌ ଆହତ ହୋଇଛନ୍ତି । ତାଙ୍କୁ ହାଲୁକା ଆଘାତ ଲାଗିଛି । ଅନ୍ୟ ଏକ…

5 months ago

ମହୁଆ ମୈତ୍ର ବହିଷ୍କୃତ ହେବା ପରେ ଆସିଲା ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା; କହିଲେ, ‘ଗଣତନ୍ତ୍ରର ବାଇପାସ୍ ସର୍ଜରୀ’

ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ମହୁଆ ମୈତ୍ରଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଦଳର ମୁଖ୍ୟ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା…

7 months ago

KIFF ୨୦୨୩ରେ ସଲମାନ ଖାନଙ୍କ ସହିତ ଡ୍ୟାନ୍ସ କଲେ ମମତା ବାନାର୍ଜୀ, ଭିଡିଓ ଭାଇରାଲ

ବଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ସଲମାନ ଖାନ ଏବେ କୋଲକାତାରେ ଅଛନ୍ତି । ଏହା ସହ କୋଲକାତା ଇନ୍‌ଣ୍ଟରନେସନାଲ ଫିଲ୍ମ ଫେଷ୍ଟିବାଲ ୨୦୨୩ରେ ସଲମାନ ଖାନ ଗେଷ୍ଟ ଭାବେ…

7 months ago

ମନ୍ତ୍ରୀ, ବିଧାୟକଙ୍କ ଦରମା ବୃଦ୍ଧି ଘୋଷଣା କଲେ ମମତା ବାନାର୍ଜୀ, ଏଣିକି ମାସକୁ ୪୦,୦୦୦ ଟଙ୍କା ଅଧିକ ବେତନ ମିଳିବ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମନ୍ତ୍ରୀ, ବିଧାୟକଙ୍କ ଦରମା ବୃଦ୍ଧି ଘୋଷଣା କରିଛନ୍ତି। ବିଧାୟକଙ୍କ ଦରମାରେ ମାସିକ ୪୦ ହଜାର ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି।…

10 months ago

ଅମିତାଭ ବଚ୍ଚନଙ୍କୁ ଭେଟି ରାକ୍ଷୀ ବାନ୍ଧିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ବିଗ ବି ଅମିତାଭ ବଚ୍ଚନଙ୍କୁ ଭେଟି ରାକ୍ଷୀ ବାନ୍ଧିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଇଣ୍ଡିଆ ମେଣ୍ଟର ତୃତୀୟ ବୈଠକରେ ଯୋଗ ଦେବାକୁ ମୁମ୍ବାଇ ଯାଇଥିବା ଦିଦି…

10 months ago

କହୁ କହୁ ଭୁଲରେ ଦିଦି କହିଦେଲେ ‘ରାକେଶ ରୋଶନ ଚନ୍ଦ୍ରରେ ପହଞ୍ଚିବା ପରେ…, ମମତାଙ୍କ ଭାଷଣ ହେଲା ଭାଇରାଲ୍‌

ନୂଆଦିଲ୍ଲୀ : ଚନ୍ଦ୍ରାୟନର ସଫଳ ଲ୍ୟାଣ୍ଡିଂ ଠିକ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ମମତା କହୁ କହୁ…

10 months ago

ମମତା ବାନାର୍ଜୀଙ୍କ ସୁରକ୍ଷାରେ ଢିଲା, ସରକାରୀ ଘରେ ପଶିବାକୁ ଉଦ୍ୟମ କରୁଥିବା ସନ୍ଦିଗ୍ଧ ବ୍ୟକ୍ତି ଗିରଫ; ଛୁରୀ ଓ ବନ୍ଧୁକ ଜବତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ଼ ଅବହେଳା ଦେଖିବାକୁ ମିଳିଛି। ଜଣେ ସନ୍ଦିଗ୍ଧ ବ୍ୟକ୍ତି ସିଏମ୍‌ ବାସଭବନରେ ପଶିବାକୁ ଉଦ୍ୟମ କରୁଥିଲେ, କିନ୍ତୁ କୋଲକାତା ପୋଲିସ…

11 months ago

ପଞ୍ଚାୟତ ନିର୍ବାଚନରେ ବାଜି ମାରିନେଲେ ମମତା: ୧୮ ହଜାରରୁ ଅଧିକ ଆସନ ହାସଲ କଲା ଟିଏମ୍‌ସି

ନୂଆଦିଲ୍ଲୀ : ପଞ୍ଚାୟତ ନିର୍ବାଚନରେ ମମତାଙ୍କ ବିଜୟ । ୧୮ ହଜାରରୁ ଅଧିକ ଆସନ ହାସଲ କଲା ଟିଏମସି । ଜିଲ୍ଲା ପରିଷଦର ସବୁ ଆସନରେ ଟିଏମସି…

12 months ago

ଓଡ଼ିଶା ଆସୁଛନ୍ତି ମମତା ବାନାର୍ଜୀ : ରେଳ ଦୁର୍ଘଟଣାରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବେ

ଭୁବନେଶ୍ୱର (କେନ୍ୟୁଜ): ପୁଣି ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଦିନ ଗୋଟାଏରେ ଆସିବେ । ଭୁବନେଶ୍ୱର ଓ କଟକ ଯିବେ ।…

1 year ago

କୁକୁର ଛୁଆ ହାତରେ ଧରି ଟ୍ରେଡ୍‌ମିଲ ଉପରେ ଦୌଡ଼ିଲେ ମମତା ବାନାର୍ଜୀ, କହିଲେ ଫିଟ୍‌ନେସ ଟିପ୍ସ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ୱାସ୍ଥ୍ୟ ପ୍ରତି ସବୁବେଳେ ସଚେତନ ରୁହନ୍ତି। ଏହା ବିଷୟରେ ସେ ନିଜେ ବାରମ୍ବାର କହିଛନ୍ତି। ଏପରି କି, ସେ ନିୟମିତ ବ୍ୟାୟାମ…

1 year ago