Manas swain murder case

କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲା: ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସମେତ ୮ ଅଭିଯୁକ୍ତ

ଚାନ୍ଦବାଲି(କେନ୍ୟୁଜ୍): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା। ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସମେତ ଆଠ ଜଣ ଅଭିଯୁକ୍ତ। କଡା ସୁରକ୍ଷା ଭିତରେ ଭଦ୍ରକ…

2 years ago

ମାନସ ସ୍ୱାଇଁ ହତ୍ୟା ମାମଲା: କୋର୍ଟରେ ପହଁଞ୍ଚିଲା ହତ୍ୟାରେ ବ୍ୟବହୃତ ସାମଗ୍ରୀ, ରେକର୍ଡ ହେଲା କେୟାର ଟେକରର ବୟାନ

ଟାଙ୍ଗୀ (କେନ୍ୟୁଜ) : ବହୁ ଚର୍ଚ୍ଚିତ ମାନସ ହତ୍ୟାକାଣ୍ଡ ଘଟଣା ଚାନ୍ଦବାଲି ଜେ.ଏମ୍.ଏଫ୍.ସି କୋର୍ଟରେ ଦୟାଲ ଆଶ୍ରମର କେୟାର ଟେକର ସୋନିଙ୍କର ୧୬୪ ବୟାନ ରେକର୍ଡ କରାଯାଇଛି…

2 years ago

ମାନସ ସ୍ୱାଇଁ ହତ୍ୟା ଘଟଣା : ବାଉଁଶ ଫାଳିଆରେ ପିଟି ପିଟି କରାଯାଇଥିଲା ହତ୍ୟା, ସାମ୍ନାକୁ ଆସିଲା ସାଂଘାତିକ ସତ

ଭୁବନେଶ୍ୱର (କେନ୍ୟୁଜ): ବାଉଁଶ ଫାଳିଆରେ ପିଟି ମାନସଙ୍କୁ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ଗୋଟି ଗୋଟି ସତ ବଖାଣୁଛନ୍ତି ଝୁନା ଭୋଇ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ…

2 years ago

ମାନସଙ୍କ ଘରେ କ୍ରାଇମବ୍ରାଞ୍ଚର ତନାଘନା, ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଶର୍ମିଷ୍ଠା-ଝୁନାଙ୍କୁ ମୁହାଁମୁହିଁ ଜେରା

କେନ୍ୟୁଜ୍(ବ୍ୟୁରୋ): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ତଥ୍ୟ ଯୋଗାଡ଼ କରୁଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ଓ ଝୁନାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡରେ ନେଇ ମାରାଥନ୍‌ ଜେରା ଚାଲିଛି…

2 years ago

ମାନସ ସ୍ବାଇଁ ମର୍ଡର ସସପେନ୍ସ ଉପରୁ ହଟିନି ସମ୍ପୂର୍ଣ୍ଣ ପରଦା,ଆଉ ୩ ଦିନ ରିମାଣ୍ଡରେ ଆସିବେ ଶର୍ମିଷ୍ଠା ସେଠୀ ଓ ଝୁନା ଭୋଇ

କେନ୍ୟୁଜ୍(ବ୍ୟୁରୋ):  ସରିଲା ରିମାଣ୍ଡ । ଜେଲ୍‌ ଫେରିଲେ ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀ ଓ ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକ । ପୁଣି ରିମାଣ୍ଡରେ ଆସିବେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା…

2 years ago

ମାନସଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ ଯୋଜନା କରିଥିଲେ ଅଭିଯୁକ୍ତ, ମାଡ ମାରିବା ପରେ ହୋଇଥିଲା ମୃତ୍ୟୁ !

କେନ୍ୟୁଜ୍(ବ୍ୟୁରୋ): ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ମୋଡ। ମାନସଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଯୋଜନା କରିଥିଲେ ଅଭିଯୁକ୍ତ । ରଞ୍ଜନ, ବିବେକ ଓ…

2 years ago

ମାନସ ସ୍ୱାଇଁ ହତ୍ୟା ମାମଲା: ସରିଲା ରିମାଣ୍ଡ, ଆଜି ଚାନ୍ଦବାଲି JMFC କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ

କେନ୍ୟୁଜ୍(ବ୍ୟୁରୋ): ମାନସ ସ୍ୱାଇଁ ହତ୍ୟା ମାମଲାରେ ରିମାଣ୍ଡରେ ଜେରା ବେଳେ କ୍ରାଇମବ୍ରାଞ୍ଚକୁ ମିଳିଛି ବହୁ ତଥ୍ୟ । କିନ୍ତୁ ମେମୋରୀ ଚିପ୍‌ ରହସ୍ୟ ଏବେ ବି ଖୋଲିନି ।…

2 years ago

ଖୋଲୁଛି କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରି: କ୍ରାଇମ୍‌ ପରେ ଶର୍ମିଷ୍ଠାଙ୍କୁ ଫେରାର୍‌ କରାଇଥିଲେ ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀ

କେନ୍ୟୁଜ୍(ବ୍ୟୁରୋ):  ତଦନ୍ତ ବଢୁଛି । ତଥ୍ୟ ବାହାରୁଛି । ସତ ବଖାଣିଲେ ଅଭିଯୁକ୍ତ । ଖୋଲୁଛି କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରି । କ୍ରାଇମବ୍ରାଞ୍ଚ ହାତରେ…

2 years ago

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣା: ଆଜି ସରୁଛି ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

କେନ୍ୟୁଜ୍: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆଜି ସରିବ ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କ…

2 years ago

ଦୋଷ ମାନିଲେ ମୁଖ୍ୟ ଖଳନାୟିକା ଶର୍ମିଷ୍ଠା ରାଉତ: ଅପହରଣ ପରେ ମାନସକୁ କରିଛନ୍ତି ହତ୍ୟା

କେନ୍ୟୁଜ୍(ବ୍ୟୁରୋ): ) ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ବଡ଼ ଖୁଲାସା। ଜେରା ବେଳେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଅପହରଣ ଓ ହତ୍ୟା କଥା ସ୍ୱୀକାର…

2 years ago

ମାନସ ସ୍ବାଇଁ ହତ୍ୟାକାଣ୍ଡ ପଛର ଏକମାତ୍ର କାରଣ ମେମୋରୀ ଚିପ୍‌ ନୁହେଁ, ଅନ୍ୟ କିଛି କାରଣ ଥିବା ଅନୁମାନ କରୁଛି କ୍ରଇମବ୍ରାଞ୍ଚ୍

କେନ୍ୟୁଜ୍(ବ୍ୟୁରୋ): ଚାନ୍ଦବାଲିର ପଳାଶପୁର ପରେ ଭୁବନେଶ୍ୱରର ଦୟାଲ ଆଶ୍ରମ । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମ ସ୍ପଟ୍‌ରେ ଡେମୋ ଦେଖାଇଲେ ଶର୍ମିଷ୍ଠା । ମାନସଙ୍କୁ…

2 years ago

ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣା: କଡା ସୁରକ୍ଷା ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରୁ ବାହାରିଲେ ଶର୍ମିଷ୍ଠା

ଭୁବନେଶ୍ବର(କେନ୍ଯୁଜ୍): ଶର୍ମିଷ୍ଠାଙ୍କୁ କ୍ରାଇମ୍‌ ସ୍ପଟକୁ ନେଲା କ୍ରାଇମ୍‌ବ୍ରାଞ୍ଚ। ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରୁ ଶର୍ମିଷ୍ଠାଙ୍କୁ ନିଆଗଲା। କଡା ସୁରକ୍ଷା ମଧ୍ୟରେ ତାଙ୍କୁ…

2 years ago