କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲା: ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସମେତ ୮…
ଚାନ୍ଦବାଲି(କେନ୍ୟୁଜ୍): କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା। ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟରେ ହାଜର ହେଲେ ଶର୍ମିଷ୍ଠାଙ୍କ ସମେତ ଆଠ ଜଣ ଅଭିଯୁକ୍ତ। କଡା ସୁରକ୍ଷା ଭିତରେ ଭଦ୍ରକ ଜେଲ୍ରୁ ବାହାରି କୋର୍ଟ ଭ୍ୟାନ୍ରେ ଚାନ୍ଦବାଲି ସ୍ଥିତ ଜେଏମ୍ଏଫ୍ସି କୋର୍ଟରେ ପହଁଞ୍ଚିଥିଲେ…