nabarangpur news

ଅଗ୍ନିପଥ ଯୋଜନାକୁ ବିରୋଧ ପ୍ରତିବାଦରେ ୬୦କିମି ଦୌଡ଼ିଲେ ନବରଙ୍ଗପୁରର ଏହି ଯୁବକ

ଉମରକୋଟ(କେନ୍ୟୁଜ): ଅଗ୍ନିପଥ ଯୋଜନାକୁ ତୀବ୍ର ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଜଳୁଛି ନିଆଁ । ଏମିତି ପ୍ରତିବାଦ ସ୍ୱରୂପ ନବରଙ୍ଗପୁର ଜିଲ୍ଲା ଉମରକୋଟର ଜଣେ ଯୁବକ…

2 years ago

ଜନଗହଳି ପାପଡାହାଣ୍ଡି ସହରରେ ପଶିଲା ଭାଲୁ, ପ୍ରାଣ ବିକଳରେ ଗାଡି ମୋଟର ଛାଡି ଦୌଡିଲେ ଲୋକେ

ନବରଙ୍ଗପୁର(କେନ୍ଯୁଜ୍): ପାପଡାହାଣ୍ଡି ସହରରେ ବୁଲୁଛି ଭାଲୁ । ଜନଗହଳି ଅଞ୍ଚଳରେ ଦୌଡ଼ୁଥିବା ଦେଖିବାକୁ ମିଳିଛି । ଏହା ଦେଖି ଲୋକେ ପ୍ରାଣ ବିକଳରେ ଗାଡି ମୋଟର ଛାଡି…

3 years ago

ବିଦ୍ୟୁତ୍ ଆଘାତରେ ଚାଲିଗଲା ଜେଜେମା ଓ ନାତୁଣୀର ଜୀବନ

ଉମରକୋଟ(କେନ୍ଯୁଜ୍): ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଦେଓଭରଣ୍ଡି (ନୂଆପରା )ଗ୍ରାମରେ ଅଘଟଣ। ବିଦ୍ୟୁତ ଆଘାତରେ ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ…

3 years ago

ଇଏ କି ଆଇନ୍? ପୁଅ ସହ କଥା ହେବାରୁ ଯୁବତୀଙ୍କୁ ବାହା ହେବାକୁ ବାଧ୍ୟ କଲେ ଗ୍ରାମବାସୀ

ଉମରକୋଟ(କେନ୍ଯୁଜ୍): ପୁଅ ସହ କଥା ହେବାରୁ ଯୁବତୀଙ୍କୁ ବାହା ହେବାକୁ ବାଧ୍ୟ କଲେ ଗ୍ରାମବାସୀ । ନବରଙ୍ଗପୁର ରାଇଘର ବ୍ଲକ୍‌ ସୋନପୁର ବଙ୍ଗୀୟ DNK ଗାଁରେ ଘଟଣା…

3 years ago

ମାନବିକତା ହରେଇ ବସିଲା ଜାତିପ୍ରଥା: ଶବକୁ ମିଳିଲାନି ଚାରି କାନ୍ଧ, ୨ ସ୍ତ୍ରୀ-ମା ଓ ବାପା ଦେଲେ କାନ୍ଧ

ନବରଙ୍ଗପୁର(କେନ୍ଯୁଜ୍): ଆଜିର ସଭ୍ଯ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି। ଜାତି ପ୍ରଥା ଯୋଗୁଁ ଶବକୁ ମିଳିଲାନି ଜାତି ଭାଇଙ୍କ କାନ୍ଧ। ଶେଷ ରେ ୨ ସ୍ତ୍ରୀ,…

3 years ago

ଜଙ୍ଗଲରେ ପରମବ୍ରହ୍ମଙ୍କୁ ପ୍ରାପ୍ତ କରିବାକୁ ମହିଳା ତପସ୍ୟା, ୫ ଦିନ ଧରି ମୁଠାଏ ଦାନା ବି କରିନାହାନ୍ତି ଗ୍ରହଣ

ନବରଙ୍ଗପୁର(କେନ୍ଯୁଜ୍): ୫ ଦିନ ଧରି ଜଙ୍ଗଲରେ ତପସ୍ୟା । ଏକଥା ଆପଣ ଗପରେ କିମ୍ବା କୌଣସି ମୁନି ଋଷିଙ୍କ କ୍ଷେତ୍ରରେ ଶୁଣିଥିବେ । ହେଲେ ଆଜିର ଆଧୁନିକ…

3 years ago

ସ୍ମାର୍ଟ କ୍ଲାସରୁମ୍‌ କାର୍ଯ୍ୟ ତଦାରଖ ସହ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ, ଠିକ୍ ଉତ୍ତର ପାଇଁ ଦେଲେ ଉପହାର

ଉମରକୋଟ(କେନ୍ଯୁଜ୍): ସ୍ମାର୍ଟ କ୍ଲାସରୁମ୍‌ କାର୍ଯ୍ୟ ତଦାରଖ ସହ ପିଲାଙ୍କୁ ପାଠ ପଢାଇଲେ ଜିଲ୍ଲାପାଳ। ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଝରିଗାଁ ସ୍ଥିତ ନୋଡାଲ ସରକାରୀ ନୂତନ…

3 years ago

ଯାଇପାରୁନାହାଁନ୍ତି ଶ୍ରୀକ୍ଷେତ୍ର, ଦେଖିପାରିବେନି ରଥଯାତ୍ରା, ତେଣୁ ଜଗାକୁ ଝୁରି ଝୁରି ଗୀତ ଗାଇଲେ ୯୨ ବର୍ଷୀୟ ବୃଦ୍ଧ

ଜଗା ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣି ଦେଇଛି ମହାମାରୀ କରୋନା । ହେଲେ କାଳିଆର ଭକ୍ତକୁ, ତା ଠାରୁ କିଏ ଵା ଅଲଗା କରି…

3 years ago

ଉତ୍ତମ ସେବା ଯୋଗାଇବାରେ ସଫଳ ହୋଇଛନ୍ତି ବୋଟ ଆମ୍ବୁଲାନ୍ସ କର୍ମଚାରୀ, ଚାରିଆଡୁ ଛୁଟୁଛି ପ୍ରସଂଶା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ଦ୍ଵାରା ବିଛିନ୍ନାଞ୍ଚଳ ମାନଙ୍କରେ ସ୍ବାସ୍ଥ୍ୟଗତ ସୁବିଧା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି…

3 years ago

ତିନି ଅନାଥ ଶିଶୁଙ୍କ ମୁହଁକୁ ଫେରିଲା ହସ, ସାହାଯ୍ୟର ହାତ ବଢାଇଲା କିସ୍ ଅନୁଷ୍ଠାନ ସହ ଜିଲ୍ଲା ପ୍ରଶାସନ

ନବରଙ୍ଗପୁର: କଣ ଏମିତି ବି ଦୁଃଖ ଦିଅନ୍ତି ଭଗବାନ? ଜନ୍ମ କି ମୃତ୍ଯୁ ବିଷୟରେ କିଛି ଜାଣି ନଥିବା ପିଲା ଆଜି ହୋଇଯାଇଛନ୍ତି ଅନାଥ। ଖେଳ କୁଦ…

3 years ago

ରାସ୍ତା ମଝିରେ ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ୨୫ ଟନ୍‌ ଆଳୁ ଜଳିପୋଡି ପାଉଁଶ

ନବରଙ୍ଗପୁର: ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍‌ । ଅଳ୍ପକେ ବର୍ତ୍ତିଲେ ଚାଳକ । ରାସ୍ତା ମଝିରେ ଚଳନ୍ତା ଟ୍ରକରେ ନିଆଁ ଲାଗିଛି । ୨୫ ଟନ୍‌…

3 years ago

କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ, ପୁଣି ଫେରିଲା ନବରଙ୍ଗପୁର

ନବରଙ୍ଗପୁର: କରୋନା ସନ୍ଦେହରେ ଗାଁରେ ଶବକୁ ମିଳିଲାନି ଶ୍ମସାନ। ଗାଁ ଲୋକଙ୍କ ବିରୋଧ ପରେ ପୁଣି ଶବ ଫେରିଗଲା ସହରକୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି…

3 years ago