new delhi

ରେଲୱେର ବଡ଼ ଅବହେଳା! ଲଗାଣ ବର୍ଷା ଯୋଗୁ ବିଦ୍ୟୁତ୍‌ ଖୁଣ୍ଟରୁ ମାରିଲା କରେଣ୍ଟ୍‌, ଷ୍ଟେସନରେ ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ବଡ଼ ଅଘଟଣ ଘଟିଛି। ରେଲୱେର ଅବହେଳା କାରଣରୁ ମହିଳାଙ୍କ ଜୀବନ ଚାଲିଯାଇଛି। ଲଗାଣ ବର୍ଷା ହେତୁ ବିଦ୍ୟୁତ୍‌ ଖୁଣ୍ଟରୁ କରେଣ୍ଟ୍‌ ମାରି ମହିଳାଙ୍କ…

1 year ago

କୋଚିଂ ସେଣ୍ଟରରେ ଲାଗିଲା ନିଆଁ, ଝରକା ବାଟେ ଡେଇଁଲେ ପିଲା : ଦେଖନ୍ତୁ ଭିଡିଓ

ଦିଲ୍ଲୀର ମୁଖାର୍ଜୀ ନଗରରେ ଥିବା ଏକ କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ହେବା ପରେ ଛାତ୍ରଛାତ୍ରୀ ଝରକା ବାଟେ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି ।…

1 year ago

ଦିଲ୍ଲୀ ମଦ ଘୋଟାଲାରେ ଗିରଫ କଲେ YSRCP ସାଂସଦ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ମଙ୍ଗୁଟା ରାଘବ

ଦିଲ୍ଲୀ ମଦ ଘୋଟାଲା ମାମଲାରେ ଓ୍ଵାଇଏସଆରସିପି ସାଂସଦ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁଅ ମଙ୍ଗୁଟା ରାଘବକୁ ଗିରଫ କରିଛି ଇଡି । ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

1 year ago

ନୂଆବର୍ଷରେ ଅଘଟଣ: ଶୋଇଥିବା ବେଳେ ବୃଦ୍ଧାଶ୍ରମରେ ଲାଗିଗଲା ନିଆଁ, ୨ ମହିଳା ମୃତ

ଦିଲ୍ଲୀର ଗ୍ରେଟର କୈଳାଶର ଏକ ବୃଦ୍ଧାଶ୍ରମରେ ଭୀଷଣ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କ ଜୀବନ ଚାଲିଯାଇଛି । ୧୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।…

1 year ago

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ଜବତ ହେଲା ୨ହଜାର ଲାଇଭ କାଟ୍ରିଜ, ବଢିଲା ସୁରକ୍ଷା ବ୍ୟବସ୍ଥା

ଆସନ୍ତା କାଲି ଦେଶ ପାଳନ କରିବ ସ୍ଵାଧୀନତା ଦିବସ। କିନ୍ତୁ ଦିଲ୍ଲୀ ପୋଲିସ ଗତ ଶୁକ୍ରବାର ଦିନ ଅନେକ ଗୁଳି ଜବତ କରିଛି। ଯାହାକୁ ନେଇ ଦିଲ୍ଲୀ…

2 years ago

ଦିଲ୍ଲୀର ଅଲ୍ଲୀପୁର ଅଞ୍ଚଳରେ କାନ୍ଥ ପଡି ୫ ମୃତ, ଅନେକ ଦବିଥିବା ଆଶଙ୍କା

ଶୁକ୍ରବାର ଦିଲ୍ଲୀରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଅଲୀପୁର ଅଞ୍ଚଳରେ ଏକ ନିର୍ମାଣଧୀନ ଗୋଦାମର କାନ୍ଥ ହଠାତ ପଡିଯିବା ଯୋଗୁଁ ୫ ଜଣଙ୍କର ମୃତ୍ୟୁ…

2 years ago

‘ଶାରୀରିକ ସମ୍ପର୍କ ପାଇଁ ତୀବ୍ର ଇଚ୍ଛା’ ଥିବା ବ୍ୟକ୍ତିକୁ ଦୁଷ୍କର୍ମ ମାମଲାରେ ମିଳିବନି ଜାମିନ୍‌, ମନା କରିଦେଲେ କୋର୍ଟ

ନୂଆଦିଲ୍ଲୀ: ଦୁଷ୍କର୍ମ ବେଳେ ଶାରୀରିକ ସମ୍ପର୍କ ପାଇଁ ତୀବ୍ର ଇଚ୍ଛା ଥିବା ବ୍ୟକ୍ତିଙ୍କୁ ଜାମିନ୍‌ ଦେବାକୁ ମନା କଲେ ଦିଲ୍ଲୀର ଏକ କୋର୍ଟ। ସେକ୍ସ ପାଇଁ ତୀବ୍ର…

2 years ago

ରାଜଧାନୀର ଏକ ହସପିଟାଲର ଆଇସିୟୁ ଓ୍ଵାର୍ଡରେ ଲାଗିଲା ନିଆଁ, ଭେଣ୍ଟିଲେଟରରେ ଥିବା ଜଣେ ରୋଗୀ ମୃତ

ରାଜଧାନୀର ପୁଣି ଏକ ହସପିଟାଲରେ ନିଆଁ ଲାଗିଛି। ଭୀଷଣ ଗରମ ମଧ୍ୟରେ ଦିଲ୍ଲୀରେ ବାରମ୍ବାର ଘଟୁଛି ଅଗ୍ନିକାଣ୍ଡ। ପ୍ରତିଦିନ ନିଆଁ ଲାଗୁଥିବା ଘଟଣା ସାମ୍ନାକୁ ଆସୁଛି। ମୁଣ୍ଡକା…

2 years ago

କାରପେଟ୍‌ ଗୋଦାମରେ ଲାଗିଲା ଭୀଷଣ ନିଆଁ, ନିଆଁକୁ ଆୟତ୍ତ କରିବା ପାଇଁ ଲାଗିଛି ୨୩ଟି ଦମକଳ ଗାଡି

ରାଜଧାନୀ ଦିଲ୍ଲୀରେ ବାରମ୍ବାର ନିଆଁ ଲାଗୁଛି। ଏବେ ତାପମାତ୍ରା ଦିନକୁ ଦିନ ବଢୁଥିବାରୁ ଲୋକମାନଙ୍କୁ ଅସହ୍ୟ ତାତି ସହିବାକୁ ପଡୁଛି। ଏହାମଧ୍ୟରେ ଅନେକ ନିଆଁ ଲାଗିବା ଘଟଣା…

2 years ago

୧ଟା ନୁହେଁ, ଏଣିକି ରାତି ୩ଟା ପର୍ଯ୍ୟନ୍ତ ମିଳିବ ମଦ; ଏହି ରାଜ୍ୟର ସରକାର ନେଲେ ବଡ଼ ନିଷ୍ପତ୍ତି…ଲୋକଙ୍କୁ ମିଳିବ ରିହାତି

ନୂଆ ଅବକାରୀ ନୀତି ୨୦୨୨ ଲାଗୁ ହେବା ପରଠାରୁ ଦିଲ୍ଲୀ ସରକାର ନିଜ ରାଜସ୍ୱ ବୃଦ୍ଧିକୁ ନେଇ ଲଗାତାର ପ୍ରୟାସ ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଏବେ…

2 years ago

କାଲି ଦିଲ୍ଲୀରେ ୬ ବର୍ଷ ପରେ ଅନୁଷ୍ଠିତ ହେଉଛି ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ସମ୍ମିଳନୀ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା କାଲି ନୂଆଦିଲ୍ଲୀରେ ସର୍ବୋଚ୍ଚ ନ୍ୟାୟାଳୟ ପରିସରରେ ଅନୁଷ୍ଠିତ ହେଉଛି ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ୩୯ ତମ ସମ୍ମିଳନୀ। ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି…

2 years ago

ଦିଲ୍ଲୀରେ ପ୍ରଥମ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ, ସାମ୍ନାକୁ ଆସିଲା ୮ଟି ନୂଆ ଭ୍ୟାରିଏଣ୍ଟ

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏଭଳି ସ୍ଥିତିରେ ଓମିକ୍ରନ୍‌ର ୮ଟି ନୂଆ ଭ୍ୟାରିଏଣ୍ଟ ବିଷୟରେ ଜଣାପଡ଼ିଛି। ଏହି ୮ଟି ଭ୍ୟାରିଏଣ୍ଟ ମଧ୍ୟରୁ ଗୋଟିଏ…

2 years ago