odisha news

ବାଇକ-ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଦୁଇ ଗୁରୁତର

ପାରାଦୀପ(କେନ୍ୟୁଜ): ପାରାଦୀପ ନେହେରୁ ବଙ୍ଗଳା ରାସ୍ତାରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମୃତ ଓ ଦୁଇଜଣ ଗୁରୁତର ଥିବା ସୂଚନା ମିଳିଛି ।…

2 days ago

ଆଜି ଅଣସର ଦର୍ଶନର ଦ୍ୱିତୀୟ ଦିନ, ସକାଳ ୬ ଟା ରୁ ଆରମ୍ଭ ହୋଇଛି ସର୍ବସାଧାରଣ ଦର୍ଶନ

ବ୍ରହ୍ମଗିରି(କେନ୍ୟୁଜ): ଆଜି ମହାପ୍ରଭୁ ଶ୍ରୀ ଅଲାରନାଥ ଦେବଙ୍କ ଅଣସର ଦର୍ଶନର ଦ୍ୱିତୀୟ ଦିନ । ଭୋର ୪ଟାରୁ ମନ୍ଦିର ଫିଟା ପରେ ମଙ୍ଗଳ ଆଳତି, ତଡ଼ପ ଲାଗି…

2 days ago

କ୍ୟାନ୍ସର ରୋଗୀଙ୍କ ପାଇଁ ଚୁଟି ଦାନ କଲେ ୪ ବର୍ଷୀୟ ଶିଶୁ ମିଷ୍ଟି ପୁଟେଲ

ବଲାଙ୍ଗୀର(କେନ୍ୟୁଜ): କୁନି ଝିଅ ଏମିତି ମହତ କାମ କରିଛି ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେଉଛି । କୁନି ଝିଅ ଜଣକ କ୍ୟାନ୍ସର ରୋଗୀଙ୍କ ପାଇଁ ଦାନ କରିଛି…

3 days ago

ରାତି ଅଧରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ତଦନ୍ତ କରୁଛି ପୋଲିସ

ବାସୁଦେବପୁର(କେନ୍ୟୁଜ): ମା’ ଝିଅ ଶୋଇଥିଲେ । ହଠାତ ବିଳମ୍ବିତ ରାତିରେ କେହି ଜଣେ କବାଟ ଠକ୍‌ ଠକ୍‌ କଲା । ଘରେ କେହି ପୁରୁଷ ନଥିବାବେଳେ ମହିଳା…

5 days ago

ନିଆଁ ଲାଗି ଜଳିଗଲା ଦୋକାନ ଘର, ଜଳିପୋଡି ପାଉଁଶ ହୋଇଗଲା ସମସ୍ତ ସାମଗ୍ରୀ

ହୁତୁହୁତୁ ହୋଇ ଜଳିଗଲା ଦୋକାନ । ଦମକଳ ବାହିନୀ ନିଅାଁକୁ ଆୟତ୍ତ କରିବା ପାଇଁ କଲେ ଚେଷ୍ଟା । କିନ୍ତୁ ଜଳିପୋଡ଼ି ଛାରଖାର ହୋଇଯାଇଛି ସବୁକିଛି ।…

5 days ago

ପ୍ରତିଦିନ ଅପରାହ୍ନ ୩ଟା ରୁ ୫ଟା ପର୍ଯ୍ୟନ୍ତ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ଦୂର ହେବ ଲୋକଙ୍କ ସମସ୍ୟା

ଭୁବନେଶ୍ୱର(କେନ୍ୟୁଜ): ଓଡ଼ିଶାବାସୀଙ୍କ ପାଇଁ ଆସିଲା ଖୁସି ଖବର । ପ୍ରତିଦିନ ଲୋକଙ୍କ ଦୁଃଖ ଣୁଣିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରତିଦିନ ୨…

5 days ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ ପଡ଼ିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା…

5 days ago

ଚାଷୀଙ୍କୁ ମିଳିଲା ପିଏମ୍ କିଷାନ ନିଧି ଯୋଜନାର ୧୭ତମ କିସ୍ତି, ଉପକୃତ ହେଲେ ଅନେକ ଚାଷୀ

ବରଗଡ଼(କେନ୍ୟୁଜ): ଚାଷୀଙ୍କ ଜମାଖାତାକୁ ଗଲା ପିଏମ କିଷାନ ଟଙ୍କା । ଏନେଇ ବେଶ ଖୁସି ଅଛନ୍ତି ଚାଷୀ । ବାରଣାସୀରେ ଆୟୋଜିତ କାର୍ଯ୍ୟକ୍ରମରେ ପିଏମ୍ କିଷାନ ନିଧି…

7 days ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦିନ ମଜୁରିଆଙ୍କ ଜୀବନ, ଗାଁ ଲୋକଙ୍କ କ୍ଷତି ପୂରଣ ଦାବି

ଆଳି(କେନ୍ୟୁଜ): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତି ପୂରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ଗାଁ…

1 week ago

ଚର୍ଚ୍ଚରେ ଚୋରି କରିବା ସହ ଫାଦରଙ୍କୁ ମାଡ଼ ମାରିଲେ ଚୋର, ଘଟଣାର ଚାଲିଛି ତଦନ୍ତ

ରାଉରକେଲା(କେନ୍ୟୁଜ): ଚୋରମାନେ ଘର, ଦୋକାନ, ବଜାର ଓ ମନ୍ଦିରରୁ ଚୋରି କରୁଥିବା ତ ଆପଣମାନେ ଜାଣିଥିବେ । କିନ୍ତୁ ଚୋରମାନେ ଏବେ ଚର୍ଚ୍ଚରେ ଚୋରି କରିଥିବା ଘଟଣା…

1 week ago

ରଜରେ କୁମାରୀ ବେଶରେ ଦର୍ଶନ ଦେଲେ ମା’ ବାଲି ହରଚଣ୍ଡୀ, ଆରମ୍ଭ ହୋଇଛି ଚାରି ଦିନିଆ ପ୍ରସିଦ୍ଧ ରଜ ଯାତ୍ରା

ବ୍ରହ୍ମଗିରି(କେନ୍ୟୁଜ): ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ମା’ ବାଲି ହରଚଣ୍ଡିଙ୍କ ପୀଠରେ ଆରମ୍ଭ ହୋଇଛି ଚାରି ଦିନିଆ ପ୍ରସିଦ୍ଧ ରଜ ଯାତ୍ରା। ପରମ୍ପରା ଅନୁସାରେ ସକାଳର…

2 weeks ago

ରଜ ଖଳାରେ ଜମୁଛି ରଜ ଦୋଳି, ମହ ମହ ବାସୁଛି ପୋଡ଼ ପିଠା

ସାଲେପୁର(କେନ୍ୟୁଜ): କୁଆଁରୀଙ୍କ ପର୍ବ ହେଉଛି ରଜ ପର୍ବ । ଓଡ଼ିଶାର ଏହି ଗଣ ପର୍ବ ରଜ ପାଇଁ ଉତ୍ସବ ମୁଖର ହୋଇଉଠିଛି ଗାଁ ରୁ ସହର ।…

2 weeks ago