pakistan news

କାଙ୍ଗାଳ ସ୍ଥିତିରେ ପାକିସ୍ତାନ! ଆଜି ଇମ୍ରାନ ଖାନ ଯାଉଛନ୍ତି ଚୀନ; ସି ଜିନପିଙ୍ଗ୍‌ଙ୍କୁ ମାଗିବେ ୩ ବିଲିୟନ ଡଲାରର ଋଣ

ପାକିସ୍ତାନ ଉପରେ ବୈଦେଶିକ ଋଣ ଭାର ବଢ଼ିବାରେ ଲାଗିଛି। ତଥାପି ଏହି ଦେଶ ନୂଆ ଋଣ ନେବାକୁ ବାଧ୍ୟ ହେଉଛି, ଯାହାର ଏକମାତ୍ର କାରଣ ହେଲା, ପାକିସ୍ତାନର…

2 years ago

PUBG ଯୋଗୁ ପୂରା ପରିବାରକୁ ରାସ୍ତାରୁ ସଫା କରି ଦେଲା ନାବାଳକ! ମା’ ଓ ୩ ଭାଇଭଉଣୀ ଶୋଇଥିବା ବେଳେ ପିସ୍ତଲରୁ ଗୁଳି ବର୍ଷଣ କଲା ପୁଅ…

ଆଜିର ସମୟରେ ଟେକ୍ନୋଲୋଜିର ଦ୍ରୁତ ଅଗ୍ରଗତି ମାନବ ବିକାଶରେ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛି। ଗୋଟିଏ ପଟେ ଯେଉଁଠି ଟେକ୍ନୋଲୋଜି କ୍ଷେତ୍ରରେ ବଡ଼ ବଡ଼ ଆବିଷ୍କାର…

2 years ago

କରାଚି ଜେଲରେ ବନ୍ଦ କଏଦୀ ଦିନରାତି ପଢ଼ି ପରୀକ୍ଷାରେ କଲେ ଟପ୍‌! ପୁରସ୍କାରରେ ମିଳିଲା ମା’ଙ୍କୁ ଭେଟିବାର ମଉକା; ସେଥିରେ ପୁଣି ୧ ଲକ୍ଷ ଟଙ୍କାର ଛାତ୍ରବୃତ୍ତି

ପାକିସ୍ତାନ ଜେଲରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସୟଦ ନସିମ ଶାହଙ୍କ ସ୍ୱପ୍ନ ସାକାର ହୋଇଛି। ଏହା ସେତେବେଳେ ପୂରା ହୋଇଥିଲା, ଯେତେବେଳେ ତାଙ୍କ…

2 years ago

ପାକିସ୍ତାନୀ ମହିଳା ହ୍ଵାଟସ୍‌ଆପରେ ପଠାଇ ଦେଲେ ଏମିତି ମେସେଜ, ଶେଷରେ କୋର୍ଟ ଶୁଣାଇଲେ ଫାଶି ଦଣ୍ଡ! ଜାଣନ୍ତୁ କ’ଣ ରହିଛି ମାମଲା

ପାକିସ୍ତାନରୁ ଏମିତି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ଅପମାନିତ କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ କୋର୍ଟ…

2 years ago

ପ୍ରବଳ ତୁଷାରପାତରେ ଫସି ରହି ଚାଲିଗଲା ୨୩ ପର୍ଯ୍ୟଟକଙ୍କ ଜୀବନ! ହେଲେ ପାକିସ୍ତାନର ମନ୍ତ୍ରୀ ସମବେଦନା ଜଣାଇବା ପରିବର୍ତ୍ତେ କହିଲେ ଅତି ଲଜ୍ଜାଜନକ କଥା…

ଉତ୍ତର ପାକିସ୍ତାନରେ ଭୀଷଣ ତୁଷାରପାତ ଯୋଗୁ ଚାଲି ଯାଇଛି ୨୩ ପର୍ଯ୍ୟଟକଙ୍କ ଜୀବନ। ଏହି ପର୍ଯ୍ୟଟକମାନେ ତୁଷାରପାତ ହେଉଥିବା ବେଳେ ନିଜ ଗାଡ଼ି ଭିତରେ ଘଣ୍ଟା ଘଣ୍ଟା…

2 years ago

ମାନିବାକୁ ପଡ଼ିବ, ଦୋକାନରୁ ଦହି କିଣିବେ ବୋଲି ଅଟକାଇ ଦେଲେ ଟ୍ରେନ ! ଡ୍ରାଇଭରଙ୍କୁ ଚାକିରିରୁ ନିଲମ୍ବିତ କଲେ ରେଳମନ୍ତ୍ରୀ

ପାକିସ୍ତାନରୁ ପ୍ରତିଦିନ କିଛି ନା କିଛି ଅଜବ ମାମଲା ସାମ୍ନାକୁ ଆସୁଛି। ନିକଟରେ ଏମିତି ହିଁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହାକି ବେଶ୍‌ ଆଶ୍ଚର୍ଯ୍ୟଜନକ…

3 years ago

ବନ୍ଧୁକ ମୁନରେ ଘରେ ପଶିଲେ ଦୁର୍ବୃତ୍ତ, ପାକିସ୍ତାନର ଏହି ଲୋକପ୍ରିୟ ଅଭିନେତ୍ରୀ ମୀରାଙ୍କ ମାଆଙ୍କୁ କରିନେଲେ ଅପହରଣ, ଜାଣନ୍ତୁ ପୂରା ମାମଲା

ଭାରତରେ ନିଜର ମଜାଳିଆ ସୋସିଆଲ ମିଡିଆ ଭିଡ଼ିଓ ଯୋଗୁ ଚର୍ଚ୍ଚାରେ ଥିବା ପାକିସ୍ତାନୀ ଅଭିନେତ୍ରୀ ମୀରା ବର୍ତ୍ତମାନ ଚିନ୍ତାଗ୍ରସ୍ତ ଅବସ୍ଥାରେ ଅଛନ୍ତି। ମୀରା ଅଭିଯୋଗ ଆଣିଛନ୍ତି କି,…

3 years ago

ପାକିସ୍ତାନ ସେନାକୁ ସମାଲୋଚନା କରି ଭୟଙ୍କର ନିଯ୍ୟାତନାର ଶିକାର ହେଲେ ମହିଳା ଓକିଲ, ଦେଖନ୍ତୁ ଭିଡିଓରେ କଣ କହୁଛନ୍ତି

ନୂଆଦିଲ୍ଲୀ : ପାକିସ୍ତାନରେ ଆତଙ୍କ । ଜଣେ ମହିଳା ଓକିଲଙ୍କୁ ଅପହରଣ କରି ନିଆଗଲା । ଆଉ ଚାରି ଦିନ ଧରି ଭୟଙ୍କର ନିର‌୍ୟାତନା ଦେବା ପରେ…

4 years ago

ନାବାଳିକାଙ୍କ ଜବରଦସ୍ତି ବିବାହକୁ ମଞ୍ଜୁରୀ ଦେଲେ କୋର୍ଟ, କହିଲେ ‘ତାଙ୍କର ପ୍ରଥମ ମାସିକ ଧର୍ମ ହୋଇସାରିଛି’

୧୪ ବର୍ଷୀୟା ଜଣେ ଝିଅକୁ ଅପହରଣ କରିବା ପରେ ତାଙ୍କ ଧର୍ମକୁ ଖ୍ରୀଷ୍ଟିଆନରୁ ଇସଲାମକୁ ଜବରଦସ୍ତ ପରିବର୍ତ୍ତନ କରାଯାଇଛି। କେବଳ ଏତିକି ନୁହେଁ ପରେ ତାଙ୍କ ବିବାହ…

4 years ago