Browsing Tag

pakistan news

PUBG ଯୋଗୁ ପୂରା ପରିବାରକୁ ରାସ୍ତାରୁ ସଫା କରି ଦେଲା ନାବାଳକ! ମା’ ଓ ୩ ଭାଇଭଉଣୀ ଶୋଇଥିବା ବେଳେ ପିସ୍ତଲରୁ ଗୁଳି…

ଆଜିର ସମୟରେ ଟେକ୍ନୋଲୋଜିର ଦ୍ରୁତ ଅଗ୍ରଗତି ମାନବ ବିକାଶରେ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛି। ଗୋଟିଏ ପଟେ ଯେଉଁଠି ଟେକ୍ନୋଲୋଜି କ୍ଷେତ୍ରରେ ବଡ଼ ବଡ଼ ଆବିଷ୍କାର ମାନବ ସମାଜକୁ ଆଗକୁ ନେଉଛି, ସେଠି ଏହାର ଅନେକ କୁପ୍ରଭାବ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଆଜିକାଲି ମୋବାଇଲ୍ ଫୋନର ଯେତେ ବିକାଶ…

କରାଚି ଜେଲରେ ବନ୍ଦ କଏଦୀ ଦିନରାତି ପଢ଼ି ପରୀକ୍ଷାରେ କଲେ ଟପ୍‌! ପୁରସ୍କାରରେ ମିଳିଲା ମା’ଙ୍କୁ ଭେଟିବାର ମଉକା; ସେଥିରେ…

ପାକିସ୍ତାନ ଜେଲରେ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ସୟଦ ନସିମ ଶାହଙ୍କ ସ୍ୱପ୍ନ ସାକାର ହୋଇଛି। ଏହା ସେତେବେଳେ ପୂରା ହୋଇଥିଲା, ଯେତେବେଳେ ତାଙ୍କ ମା’ ଜେଲରେ ପୁଅକୁ ଭେଟିବାକୁ ପହଞ୍ଚିଥିଲେ। ବାସ୍ତବରେ, ଶାହଙ୍କୁ ଏହି ପୁରସ୍କାର ଇଣ୍ଟର ପରୀକ୍ଷାରେ ଟପ୍‌ କରି ଥିବାରୁ…

ପାକିସ୍ତାନୀ ମହିଳା ହ୍ଵାଟସ୍‌ଆପରେ ପଠାଇ ଦେଲେ ଏମିତି ମେସେଜ, ଶେଷରେ କୋର୍ଟ ଶୁଣାଇଲେ ଫାଶି ଦଣ୍ଡ! ଜାଣନ୍ତୁ କ’ଣ…

ପାକିସ୍ତାନରୁ ଏମିତି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଧାର୍ମିକ ବ୍ୟକ୍ତିଙ୍କୁ ଅପମାନିତ କରିବା ଜଣେ ମହିଳାଙ୍କୁ ମହଙ୍ଗା ପଡ଼ିଛି। ଏହି ଅଭିଯୋଗରେ କୋର୍ଟ ତାଙ୍କୁ ଫାଶି ଦଣ୍ଡ ଶୁଣାଇଛନ୍ତି। ମହିଳାଙ୍କ ଉପରେ ଅଭିଯୋଗ ରହିଛି କି, ସେ ହ୍ଵାଟସ୍‌ଆପ ମେସେଜରେ ପ୍ୟାଙ୍ଗବର…

ପ୍ରବଳ ତୁଷାରପାତରେ ଫସି ରହି ଚାଲିଗଲା ୨୩ ପର୍ଯ୍ୟଟକଙ୍କ ଜୀବନ! ହେଲେ ପାକିସ୍ତାନର ମନ୍ତ୍ରୀ ସମବେଦନା ଜଣାଇବା…

ଉତ୍ତର ପାକିସ୍ତାନରେ ଭୀଷଣ ତୁଷାରପାତ ଯୋଗୁ ଚାଲି ଯାଇଛି ୨୩ ପର୍ଯ୍ୟଟକଙ୍କ ଜୀବନ। ଏହି ପର୍ଯ୍ୟଟକମାନେ ତୁଷାରପାତ ହେଉଥିବା ବେଳେ ନିଜ ଗାଡ଼ି ଭିତରେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ। ପଞ୍ଜାବ ପ୍ରଦେଶ ରାୱଲପିଣ୍ଡିର ମୁରି ସହରକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ ଏବଂ ଏହି ସମୟ ମଧ୍ୟରେ…

ମାନିବାକୁ ପଡ଼ିବ, ଦୋକାନରୁ ଦହି କିଣିବେ ବୋଲି ଅଟକାଇ ଦେଲେ ଟ୍ରେନ ! ଡ୍ରାଇଭରଙ୍କୁ ଚାକିରିରୁ ନିଲମ୍ବିତ କଲେ…

ପାକିସ୍ତାନରୁ ପ୍ରତିଦିନ କିଛି ନା କିଛି ଅଜବ ମାମଲା ସାମ୍ନାକୁ ଆସୁଛି। ନିକଟରେ ଏମିତି ହିଁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହାକି ବେଶ୍‌ ଆଶ୍ଚର୍ଯ୍ୟଜନକ ରହିଛି। ଖବରରୁ ଜଣାପଡ଼ିଛି କି, ଏଠାରେ ଜଣେ ଟ୍ରେନ୍ ଡ୍ରାଇଭର ସାମାନ୍ୟ ଦହି କିଣିବା ପାଇଁ ପୂରା ଟ୍ରେନଟିକୁ ଅଟକାଇ ଦେଇଥିଲେ। ଏ…

ବନ୍ଧୁକ ମୁନରେ ଘରେ ପଶିଲେ ଦୁର୍ବୃତ୍ତ, ପାକିସ୍ତାନର ଏହି ଲୋକପ୍ରିୟ ଅଭିନେତ୍ରୀ ମୀରାଙ୍କ ମାଆଙ୍କୁ କରିନେଲେ ଅପହରଣ,…

ଭାରତରେ ନିଜର ମଜାଳିଆ ସୋସିଆଲ ମିଡିଆ ଭିଡ଼ିଓ ଯୋଗୁ ଚର୍ଚ୍ଚାରେ ଥିବା ପାକିସ୍ତାନୀ ଅଭିନେତ୍ରୀ ମୀରା ବର୍ତ୍ତମାନ ଚିନ୍ତାଗ୍ରସ୍ତ ଅବସ୍ଥାରେ ଅଛନ୍ତି। ମୀରା ଅଭିଯୋଗ ଆଣିଛନ୍ତି କି, ଲାହୋରସ୍ଥିତ ତାଙ୍କ ଘର ଉପରେ ଦିନବେଳା ଆକ୍ରମଣ ହୋଇଛି, ଯେଉଁଥିରେ କିଛି ବନ୍ଧୁକଧାରୀ ଦୁର୍ବୃତ୍ତ ତାଙ୍କ…

ପାକିସ୍ତାନ ସେନାକୁ ସମାଲୋଚନା କରି ଭୟଙ୍କର ନିଯ୍ୟାତନାର ଶିକାର ହେଲେ ମହିଳା ଓକିଲ, ଦେଖନ୍ତୁ ଭିଡିଓରେ କଣ କହୁଛନ୍ତି

ନୂଆଦିଲ୍ଲୀ : ପାକିସ୍ତାନରେ ଆତଙ୍କ । ଜଣେ ମହିଳା ଓକିଲଙ୍କୁ ଅପହରଣ କରି ନିଆଗଲା । ଆଉ ଚାରି ଦିନ ଧରି ଭୟଙ୍କର ନିର‌୍ୟାତନା ଦେବା ପରେ ହାତଗୋଡ଼ ବାନ୍ଧି ଫିଙ୍ଗି ଦେଇଛନ୍ତି । ଗତ ଅଗଷ୍ଟ ୧୫ ତାରିଖ ଦିନ ତାଙ୍କୁ ତାଙ୍କ ଅଫିସ୍‌ରୁ ଚାରିଜଣ ଲୋକ ଆସି ଅପହରଣ କରି ନେଇଥିଲେ । ଆଉ ଚାରି ଦିନ ପରେ…

ନାବାଳିକାଙ୍କ ଜବରଦସ୍ତି ବିବାହକୁ ମଞ୍ଜୁରୀ ଦେଲେ କୋର୍ଟ, କହିଲେ ‘ତାଙ୍କର ପ୍ରଥମ ମାସିକ ଧର୍ମ ହୋଇସାରିଛି’

୧୪ ବର୍ଷୀୟା ଜଣେ ଝିଅକୁ ଅପହରଣ କରିବା ପରେ ତାଙ୍କ ଧର୍ମକୁ ଖ୍ରୀଷ୍ଟିଆନରୁ ଇସଲାମକୁ ଜବରଦସ୍ତ ପରିବର୍ତ୍ତନ କରାଯାଇଛି। କେବଳ ଏତିକି ନୁହେଁ ପରେ ତାଙ୍କ ବିବାହ ମଧ୍ୟ କରାଯାଇଥିବା ନେଇ ଏକ ମାମଲା ସାମ୍ନାକୁ ଆସିଛି। ଏନେଇ ଝିଅର ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ମାମଲା କୋର୍ଟ…