pakistan news

ପାକିସ୍ତାନରେ ୨୦୨୪ ଜାନୁୟାରୀରେ ହେବ ସାଧାରଣ ନିର୍ବାଚନ, ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ

ପାକିସ୍ତାନରେ ୨୦୨୪ ଜାନୁୟାରୀ ଶେଷ ସପ୍ତାହରେ ହେବ ସାଧାରଣ ନିର୍ବାଚନ। ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି)ଙ୍କ ତରଫରୁ ଗୁରୁବାର ଏହି ଘୋଷଣା କରାଯାଇଛି। ନିର୍ବାଚନ ଆୟୋଗ ଏକ…

9 months ago

ଇମ୍ରାନ ଖାନଙ୍କୁ ଇସ୍‌ଲାମାବାଦ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି, ତୋଷଖାନା ମାମଲାରେ ଜେଲ୍‌ରୁ ମୁକ୍ତ କରିବାକୁ ଆଦେଶ

ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନ ଖାନ୍‌ଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଇସ୍‌ଲାମାବାଦ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ…

10 months ago

ପାକିସ୍ତାନୀ ସ୍ୱାମୀ ସହ ମିଶି ପାଳନ କଲେ ପାକିସ୍ତାନର ସ୍ୱାଧୀନତା ଦିବସ, ସୋସିଆଲ ମିଡିଆରେ ଅଞ୍ଜୁଙ୍କ ଫଟୋ ଭାଇରାଲ

ଭାରତ ଛାଡ଼ି ପାକିସ୍ତାନ ପଳାଇଥିବା ଅଞ୍ଜୁ ସେଠାରେ ନିଜ ସ୍ୱାମୀଙ୍କ ସହ ମିଶି ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ…

10 months ago

ପାକିସ୍ତାନ: ବଲୁଚିସ୍ତାନରେ ଚୀନ ଇଞ୍ଜିନିୟରଙ୍କ କନ୍‌ଭୟ ଉପରେ ଆକ୍ରମଣ, ୧୩ ମୃତ

ପାକିସ୍ତାନର ବଲୁଚିସ୍ତାନରେ ଚୀନ ଇଞ୍ଜିନିୟରଙ୍କ କନ୍‌ଭୟ ଉପରେ ବଡ଼ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। କୁହାଯାଉଛି ଯେ ଏଥିରେ…

10 months ago

ପାକିସ୍ତାନ ରେଳ ଦୁର୍ଘଟଣା: ୩୩କୁ ବଢ଼ିଲା ମୃତ୍ୟୁସଂଖ୍ୟା, ୮୦ରୁ ଊର୍ଦ୍ଧ୍ୱ ଆହତ

ପାକିସ୍ତାନରେ ରବିବାର ଦ୍ୱିପ୍ରହରରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଛି। କରାଚିରୁ ରାଓ୍ଵଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସ୍‌ ଏଠାରେ…

10 months ago

ଶୋଇବା ପୂର୍ବରୁ ପଢ଼ିଲେ ନମାଜ, ସକାଳୁ ଉଠି କଲେ ଜଳଖିଆ…ଜେଲ୍‌ରେ ଏମିତି କଟିଲା ଇମ୍ରାନଙ୍କ ପ୍ରଥମ ରାତି

ଜେଲ୍‌ରେ ଶନିବାର ପ୍ରଥମ ରାତି କଟାଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। କଡ଼ା ସୁରକ୍ଷା ମଧ୍ୟରେ ଇମ୍ରାନଙ୍କୁ ସଡ଼କ ପଥ ଦେଇ ଜେଲ୍‌ ନିଆଯାଇଥିଲା। ତାଙ୍କ…

11 months ago

ପାକିସ୍ତାନରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ୮ରୁ ଅଧିକ ବଗି ଲାଇନ୍‌ଚ୍ୟୁଚ, ୧୫ ମୃତ; ୫୦ରୁ ଊର୍ଦ୍ଧ୍ୱ ଆହତ

ପାକିସ୍ତାନରେ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ଖବର ରହିଛି। ମୃତକଙ୍କ ସଂଖ୍ୟା…

11 months ago

ପୁଣି ଚର୍ଚ୍ଚାରେ ସୀମା, ଜନ୍ମ ଦେବାକୁ ଯାଉଛନ୍ତି ନିଜର ୫ମ ସନ୍ତାନ!

ପାକିସ୍ତାନରୁ ନିଜର ୪ ସନ୍ତାନଙ୍କୁ ଧରି ଭାରତ ପଳାଇ ଆସିଥିବା ସୀମା ହାଇଦର ଏବେ ପୁଣି ଚର୍ଚ୍ଚାରେ। ସୀମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଥିବା ଖବର ସାମ୍ନାକୁ…

11 months ago

ପାକିସ୍ତାନ ବ୍ଲାଷ୍ଟରେ ୧୦ କେଜିର ବିସ୍ଫୋରକ ବ୍ୟବହୃତ, ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି; ୧୦୦ରୁ ଅଧିକ ଆହତ

ପାକିସ୍ତାନର ଖୈବର ପଖତୁନଖୱା ପ୍ରଦେଶରେ ରବିବାର ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି। ଏଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ…

11 months ago

ପାକିସ୍ତାନ: ମିଟିଂ ଚାଲିଥିବା ବେଳେ ବୋମା ବିସ୍ଫୋରଣ, ୨୦ରୁ ଅଧିକ ମୃତ; ୫୦ରୁ ଅଧିକ ଆହତ

ପାକିସ୍ତାନରେ ପୁଣି ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏଥି ସହିତ ୫୦ରୁ ଅଧିକ…

11 months ago

ଭାରତ ଛାଡ଼ି ପାକିସ୍ତାନ ପଳାଇଥିବା ଅଞ୍ଜୁଙ୍କୁ ମିଳିଲା ୪୦ ଲକ୍ଷର ଫ୍ଲାଟ୍‌, ଜାଣନ୍ତୁ କିଏ ଦେଲା ଏତେ ବଡ଼ ଉପହାର?

ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହାରି ଭିତରେ ଏକ ଖବର ଆସିଛି କି, ସେଠାରେ ଅଞ୍ଜୁଙ୍କୁ ଉପହାରରେ ମିଳିଛି ୪୦ ଲକ୍ଷ…

11 months ago

କାଙ୍ଗାଳ ସ୍ଥିତିରେ ପାକିସ୍ତାନ! ଆଜି ଇମ୍ରାନ ଖାନ ଯାଉଛନ୍ତି ଚୀନ; ସି ଜିନପିଙ୍ଗ୍‌ଙ୍କୁ ମାଗିବେ ୩ ବିଲିୟନ ଡଲାରର ଋଣ

ପାକିସ୍ତାନ ଉପରେ ବୈଦେଶିକ ଋଣ ଭାର ବଢ଼ିବାରେ ଲାଗିଛି। ତଥାପି ଏହି ଦେଶ ନୂଆ ଋଣ ନେବାକୁ ବାଧ୍ୟ ହେଉଛି, ଯାହାର ଏକମାତ୍ର କାରଣ ହେଲା, ପାକିସ୍ତାନର…

2 years ago