Below header
Browsing Tag

pakistan news

ଇମ୍ରାନ ଖାନଙ୍କୁ ଇସ୍‌ଲାମାବାଦ ହାଇକୋର୍ଟରୁ ବଡ଼ ଆଶ୍ୱସ୍ତି, ତୋଷଖାନା ମାମଲାରେ ଜେଲ୍‌ରୁ ମୁକ୍ତ କରିବାକୁ ଆଦେଶ

ତୋଷଖାନା ଦୁର୍ନୀତି ମାମଲାରେ ଇମ୍ରାନ ଖାନ୍‌ଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଇସ୍‌ଲାମାବାଦ ହାଇକୋର୍ଟ ଆଶ୍ୱସ୍ତି ପ୍ରଦାନ କରିବାକୁ ଯାଇ ତାଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ଆଦେଶ ଦେଇଛନ୍ତି। ହାଇକୋର୍ଟ ନିମ୍ନ…

ପାକିସ୍ତାନୀ ସ୍ୱାମୀ ସହ ମିଶି ପାଳନ କଲେ ପାକିସ୍ତାନର ସ୍ୱାଧୀନତା ଦିବସ, ସୋସିଆଲ ମିଡିଆରେ ଅଞ୍ଜୁଙ୍କ ଫଟୋ ଭାଇରାଲ

ଭାରତ ଛାଡ଼ି ପାକିସ୍ତାନ ପଳାଇଥିବା ଅଞ୍ଜୁ ସେଠାରେ ନିଜ ସ୍ୱାମୀଙ୍କ ସହ ମିଶି ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଅଞ୍ଜୁ ନିଜ ପାକିସ୍ତାନୀ ସ୍ୱାମୀ ଏବଂ କିଛି ବ୍ୟକ୍ତିଙ୍କ ସହ ମିଶି ସ୍ୱାଧୀନତା ଦିବସ ପାଳୁଥିବା ଦେଖିବାକୁ ମିଳୁଛି।…

ପାକିସ୍ତାନ: ବଲୁଚିସ୍ତାନରେ ଚୀନ ଇଞ୍ଜିନିୟରଙ୍କ କନ୍‌ଭୟ ଉପରେ ଆକ୍ରମଣ, ୧୩ ମୃତ

ପାକିସ୍ତାନର ବଲୁଚିସ୍ତାନରେ ଚୀନ ଇଞ୍ଜିନିୟରଙ୍କ କନ୍‌ଭୟ ଉପରେ ବଡ଼ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। କୁହାଯାଉଛି ଯେ ଏଥିରେ ୪ ଚୀନ ନାଗରିକ ଏବଂ ୯ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି। ସେପଟେ ଏହି ଆକ୍ରମଣ ପାଇଁ ବଲୁଚ ଲିବ୍ରେସନ୍‌ ଆର୍ମି…

ପାକିସ୍ତାନ ରେଳ ଦୁର୍ଘଟଣା: ୩୩କୁ ବଢ଼ିଲା ମୃତ୍ୟୁସଂଖ୍ୟା, ୮୦ରୁ ଊର୍ଦ୍ଧ୍ୱ ଆହତ

ପାକିସ୍ତାନରେ ରବିବାର ଦ୍ୱିପ୍ରହରରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୩୩କୁ ବୃଦ୍ଧି ପାଇଛି। କରାଚିରୁ ରାଓ୍ଵଲପିଣ୍ଡି ଯାଉଥିବା ହଜାରା ଏକ୍ସପ୍ରେସ୍‌ ଏଠାରେ ଲାଇନ୍‌ଚ୍ୟୁତ ହୋଇଥିଲା। ଟ୍ରେନ୍‌ର ୧୦ରୁ ଅଧିକ ବଗି ରେଳ ଧାରଣାରୁ ଓଲଟି ପଡ଼ିଥିବା କୁହାଯାଉଛି।…

ଶୋଇବା ପୂର୍ବରୁ ପଢ଼ିଲେ ନମାଜ, ସକାଳୁ ଉଠି କଲେ ଜଳଖିଆ…ଜେଲ୍‌ରେ ଏମିତି କଟିଲା ଇମ୍ରାନଙ୍କ ପ୍ରଥମ ରାତି

ଜେଲ୍‌ରେ ଶନିବାର ପ୍ରଥମ ରାତି କଟାଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। କଡ଼ା ସୁରକ୍ଷା ମଧ୍ୟରେ ଇମ୍ରାନଙ୍କୁ ସଡ଼କ ପଥ ଦେଇ ଜେଲ୍‌ ନିଆଯାଇଥିଲା। ତାଙ୍କ ପାଇଁ ଜେଲ୍‌ରେ ଏକ ଭିଭିଆଇପି ସେଲ୍‌ ପ୍ରସ୍ତୁତ କରାଯାଇଛି। ଜେଲ୍‌ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ସେଲ୍‌ରେ…

ପାକିସ୍ତାନରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ୮ରୁ ଅଧିକ ବଗି ଲାଇନ୍‌ଚ୍ୟୁଚ, ୧୫ ମୃତ; ୫୦ରୁ ଊର୍ଦ୍ଧ୍ୱ ଆହତ

ପାକିସ୍ତାନରେ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ଖବର ରହିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। At least 50 people were…

ପୁଣି ଚର୍ଚ୍ଚାରେ ସୀମା, ଜନ୍ମ ଦେବାକୁ ଯାଉଛନ୍ତି ନିଜର ୫ମ ସନ୍ତାନ!

ପାକିସ୍ତାନରୁ ନିଜର ୪ ସନ୍ତାନଙ୍କୁ ଧରି ଭାରତ ପଳାଇ ଆସିଥିବା ସୀମା ହାଇଦର ଏବେ ପୁଣି ଚର୍ଚ୍ଚାରେ। ସୀମା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଥିବା ଖବର ସାମ୍ନାକୁ ଆସିଛି। ସୀମା ନିଜର ପଞ୍ଚମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ସଚିନ ମୀଣାଙ୍କ ପରିବାରର ଜଣେ ସଦସ୍ୟ ଏ କଥା ଗଣମାଧ୍ୟମ ସାମ୍ନାରେ…

ପାକିସ୍ତାନ ବ୍ଲାଷ୍ଟରେ ୧୦ କେଜିର ବିସ୍ଫୋରକ ବ୍ୟବହୃତ, ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି; ୧୦୦ରୁ ଅଧିକ ଆହତ

ପାକିସ୍ତାନର ଖୈବର ପଖତୁନଖୱା ପ୍ରଦେଶରେ ରବିବାର ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି। ଏଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଠାରେ ଇସ୍‌ଲାମ୍‌ ପାର୍ଟି ତରଫରୁ ଆୟୋଜିତ ଏକ ରାଜନୈତିକ ସମାବେଶରେ ଆତ୍ମଘାତୀ…

ପାକିସ୍ତାନ: ମିଟିଂ ଚାଲିଥିବା ବେଳେ ବୋମା ବିସ୍ଫୋରଣ, ୨୦ରୁ ଅଧିକ ମୃତ; ୫୦ରୁ ଅଧିକ ଆହତ

ପାକିସ୍ତାନରେ ପୁଣି ବଡ଼ ଧରଣର ବୋମା ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏଥି ସହିତ ୫୦ରୁ ଅଧିକ ଏଥିରେ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ପାକିସ୍ତାନର ଖୈବର…

ଭାରତ ଛାଡ଼ି ପାକିସ୍ତାନ ପଳାଇଥିବା ଅଞ୍ଜୁଙ୍କୁ ମିଳିଲା ୪୦ ଲକ୍ଷର ଫ୍ଲାଟ୍‌, ଜାଣନ୍ତୁ କିଏ ଦେଲା ଏତେ ବଡ଼ ଉପହାର?

ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହାରି ଭିତରେ ଏକ ଖବର ଆସିଛି କି, ସେଠାରେ ଅଞ୍ଜୁଙ୍କୁ ଉପହାରରେ ମିଳିଛି ୪୦ ଲକ୍ଷ ଟଙ୍କାର ଏକ ବିଳାସପୂର୍ଣ୍ଣ ଫ୍ଲାଟ। ଅଞ୍ଜୁ ସେଠାରେ ନିଜର ପାକିସ୍ତାନୀ ପ୍ରେମିକା ନସରୁଲ୍ଲାଙ୍କୁ ବିବାହ କରିବା ପରେ ଫାତିମା ନାଁରେ…

କାଙ୍ଗାଳ ସ୍ଥିତିରେ ପାକିସ୍ତାନ! ଆଜି ଇମ୍ରାନ ଖାନ ଯାଉଛନ୍ତି ଚୀନ; ସି ଜିନପିଙ୍ଗ୍‌ଙ୍କୁ ମାଗିବେ ୩ ବିଲିୟନ ଡଲାରର ଋଣ

ପାକିସ୍ତାନ ଉପରେ ବୈଦେଶିକ ଋଣ ଭାର ବଢ଼ିବାରେ ଲାଗିଛି। ତଥାପି ଏହି ଦେଶ ନୂଆ ଋଣ ନେବାକୁ ବାଧ୍ୟ ହେଉଛି, ଯାହାର ଏକମାତ୍ର କାରଣ ହେଲା, ପାକିସ୍ତାନର ଦୁର୍ବଳ ଅର୍ଥବ୍ୟବସ୍ଥା। ସାଉଦି ଆରବରୁ ବହୁତ କଡ଼ା ସର୍ତ୍ତରେ ୩ ବିଲିୟନର କ୍ୟାଶ ରିଜର୍ଭ ହାସଲ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ…

PUBG ଯୋଗୁ ପୂରା ପରିବାରକୁ ରାସ୍ତାରୁ ସଫା କରି ଦେଲା ନାବାଳକ! ମା’ ଓ ୩ ଭାଇଭଉଣୀ ଶୋଇଥିବା ବେଳେ ପିସ୍ତଲରୁ ଗୁଳି…

ଆଜିର ସମୟରେ ଟେକ୍ନୋଲୋଜିର ଦ୍ରୁତ ଅଗ୍ରଗତି ମାନବ ବିକାଶରେ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛି। ଗୋଟିଏ ପଟେ ଯେଉଁଠି ଟେକ୍ନୋଲୋଜି କ୍ଷେତ୍ରରେ ବଡ଼ ବଡ଼ ଆବିଷ୍କାର ମାନବ ସମାଜକୁ ଆଗକୁ ନେଉଛି, ସେଠି ଏହାର ଅନେକ କୁପ୍ରଭାବ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଆଜିକାଲି ମୋବାଇଲ୍ ଫୋନର ଯେତେ ବିକାଶ…