rayagada

ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମହିଳା ଶ୍ରମିକ ମୃତ, ୧୭ଆହତ, ୩ ଗୁରୁତର

ରାୟଗଡ଼ା (କେନ୍ୟୁଜ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଘଟଣା ସ୍ଥଳରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ । ଏହି ଦୁର୍ଘଟଣାରେ ୧୭ ଶ୍ରମିକ ଆହତ ଥିଲାବେଳେ…

1 year ago

୩୮ ଲକ୍ଷ ଟଙ୍କାର ପାଇପ ଚୋରି, ୫ ଅଭିଯୁକ୍ତକଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ରାୟଗଡା (କେନ୍ୟୁଜ): ମେଘା ପାନୀୟ ଜଳ ପ୍ରକଳ୍ପର ୩୮ ଲକ୍ଷ ଟଙ୍କାର ପାଇପ ଚୋରି ମାମଲାରେ ୫ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ରାୟଗଡ଼ା ଜିଲ୍ଲା ବିଷମକଟକ…

1 year ago

ଦିନକୁ ଦିନ ବଢ଼ି ଚାଲିଛି ଅପହରଣ, ସାନ ଭଉଣୀ ଆଖି ଆଗରୁ ବଡ଼ ଭଉଣୀକୁ ଉଠାଇ ନେଲେ ଦୁର୍ବୃତ୍ତ

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ା ଜିଲ୍ଲାରେ ବଢ଼ି ଚାଲିଛି ନାବାଳିକା ଅପହରଣ। ଅପହରଣକାରୀଙ୍କ ଟେର ପାଉନି ପୋଲିସ। ଏପରି ଘଟଣା ପୁଣି ଦେଖା ଦେଇଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି…

1 year ago

ରାୟଗଡ଼ା ହୋଟେଲରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା: ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଡିଜିପି

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ାରେ ପୁଟିନଙ୍କ ସମାଲୋଚକ ତଥା ରାଜନେତା ଓ ଅନ୍ୟଜଣଙ୍କ ମୃତ୍ୟୁକୁ ନେଇ ସସପେନ୍ସ । ଘଟଣାର ତଦନ୍ତରେ ସହାୟତା କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି…

1 year ago

ବିଦେଶୀ ପର୍ଯ୍ୟଟକଙ୍କ ଆତ୍ମହତ୍ୟା ଘଟଣା : କେମିତି ଓ କେଉଁ ପରିସ୍ଥିତିରେ ସେ ଜୀବନ ହାରିଲେ ସେନେଇ ଖୋଳତାଡ କରୁଛି ପୋଲିସ

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ାରେ ବିଦେଶୀ ପର୍ଯ୍ୟଟକଙ୍କ ଆତ୍ମହତ୍ୟାକୁ ନେଇ ତନାଘନା । କେମିତି ଓ କେଉଁ ପରିସ୍ଥିତିରେ ସେ ଜୀବନ ହାରିଲେ ସେନେଇ ଖୋଳତାଡ ଚାଲିଛି ।…

1 year ago

ରଜ ମଉଜ ସମୟରେ କାଳବୈଶାଖୀ: ଦୋଳି ଖେଳ ବେଳେ ବଜ୍ରପାତରେ ୬ ଯୁବତୀ ଗୁରୁତର

ରାୟଗଡ଼ା: ରଜ ପାଳନ ସମୟରେ ଅଘଟଣ। ବଜ୍ରପାତର ଶିକାର ହେଲେ ୬ ଯୁବତୀ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଝିଗଡ଼ି ପଞ୍ଚାୟତର ଉର୍ଲାଯୋଡ଼ି ଗାଁରେ ଘଟିଛି ଏଭଳି…

2 years ago

ଓଡ଼ିଶାକୁ ପୁଣି ଫେରିଲା କି କରୋନା ? ଚିନ୍ତା ବଢ଼ାଇଲା ଶିଶୁ ଓ କିଶୋରଙ୍କୁ ସଂକ୍ରମଣ, ଗୋଟିଏ ଦିନରେ ୬୪ ଜଣ ପଜିଟିଭ ଚିହ୍ନଟ

ରାୟଗଡା (କେନ୍ୟୁଜ): ରାୟଗଡାର ସଦର ବ୍ଲକରେ କୋଟଲାଗୁଡା ସ୍ଥିତ ଅନ୍ୱେଷା ହଷ୍ଟେଲର ୪୪ ଜଣ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଖବର ପ୍ରଚାର ପରେ ରାଜ୍ଯ…

2 years ago

ରାୟଗଡା : ଗୁଣୁପୁର ଜେଲପେଟା ଅଞ୍ଚଳରୁ ୩ଟି ବିରଳ ପେଚା ଉଦ୍ଧାର, ବନ ବିଭାଗକୁ କରାଯିବ ହସ୍ତାନ୍ତର

ଗୁଣୁପୁର (କେନ୍ୟୁଜ): ରାୟଗଡା ଜିଲ୍ଲା ଗୁଣୁପୁର ଜେଲପେଟା ଅଞ୍ଚଳରୁ ବିରଳ ପ୍ରଜାତିର ତିନୋଟି ପେଚା ଉଦ୍ଧାର । କିଛି ବ୍ୟକ୍ତି ଗଛ କାଟୁଥିବା ବେଳେ କୋରଡରୁ ଏହି ବିରଳ…

2 years ago

ନର୍ଦ୍ଦମା ପାଣିକୁ ନେଇ ଦୁଇ ପଡୋଶୀଙ୍କ ଭିତରେ ହାତାହାତି, ଜଣଙ୍କ ମୃତ୍ୟୁ

ରାୟଗଡା(କେନ୍ଯୁଜ୍) : ନର୍ଦ୍ଦମା ପାଣି ଅଟକକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ପରେ ହାତାହାତି । ମାମଲା ଏତେ ଉଗ୍ର ରୂପ ନେଲା ଯେ…

2 years ago

ରାୟଗଡ଼ାବାସୀଙ୍କୁ ୮୭୦ କୋଟି ଟଙ୍କାର ଭେଟି, ଜିଲ୍ଲାବାସୀ ପାଇଲେ BSKY ସ୍ମାର୍ଟ ହେଲଥ କାର୍ଡ

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ାବାସୀଙ୍କୁ ୮୭୦ କୋଟି ଟଙ୍କାର ଭେଟି। ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡିହେଲା ରାୟଗଡ଼ା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍‌ସିଂରେ ରାୟଗଡ଼ା ଜିଲ୍ଲାବାସୀଙ୍କୁ ବିଏସକେୱାଇ ଯୋଜନାରେ…

3 years ago

ରାୟଗଡ଼ା: ବାଇକ୍‌ ଧକ୍କାରେ ଯବାନ ଗୁରୁତର, ହସପିଟାଲରେ ଭର୍ତ୍ତି

ରାୟଗଡ଼ା(କେନ୍ଯୁଜ ବ୍ଯୁରୋ) : ବାଇକ୍‌ ଧକ୍କାରେ ଯବାନ ଗୁରୁତର। ଗୁରୁତର ଯବାନଙ୍କ ନାଁ ବିକ୍ରମ ଛାତ୍ରିଆ। ଗୁରୁତର ଅବସ୍ଥାରେ ତାଙ୍କୁ ଆଣି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

3 years ago

ରାୟଗଡା ପାଜିଲିବନ୍ଧ ଗାଁରେ ଅଭାବନୀୟ ଘଟଣା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ମୃତଦେହକୁ ଫୋପାଡି ଦେଲେ ନାଳରେ

ରାୟଗଡା : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ରାୟଗଡା ଜିଲ୍ଲା ପଦ୍ମପୁର ଥାନା ପାଜିଲିବନ୍ଧ ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ରାମ…

3 years ago