Below header
Browsing Tag

rayagada

୩୮ ଲକ୍ଷ ଟଙ୍କାର ପାଇପ ଚୋରି, ୫ ଅଭିଯୁକ୍ତକଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ରାୟଗଡା (କେନ୍ୟୁଜ): ମେଘା ପାନୀୟ ଜଳ ପ୍ରକଳ୍ପର ୩୮ ଲକ୍ଷ ଟଙ୍କାର ପାଇପ ଚୋରି ମାମଲାରେ ୫ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଧୀନରେ ରହିଥିବା ମେଗା ପ୍ରକଳ୍ପର ପାଇପ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ବ୍ୟକ୍ତିଙ୍କ…

ଦିନକୁ ଦିନ ବଢ଼ି ଚାଲିଛି ଅପହରଣ, ସାନ ଭଉଣୀ ଆଖି ଆଗରୁ ବଡ଼ ଭଉଣୀକୁ ଉଠାଇ ନେଲେ ଦୁର୍ବୃତ୍ତ

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ା ଜିଲ୍ଲାରେ ବଢ଼ି ଚାଲିଛି ନାବାଳିକା ଅପହରଣ। ଅପହରଣକାରୀଙ୍କ ଟେର ପାଉନି ପୋଲିସ। ଏପରି ଘଟଣା ପୁଣି ଦେଖା ଦେଇଛି ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଅଞ୍ଚଳରେ ।ଜଣେ ୧୬ବର୍ଷୀୟା ନାବାଳିକାକୁ ଦିନ ଦ୍ୱୀପହର ଘରେ ପଶି ଅପହରଣ କରି ନେଇଛନ୍ତି। ଝିଅର ଫେରିବା ବାଟକୁ ଚାହିଁ…

ରାୟଗଡ଼ା ହୋଟେଲରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା: ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ…

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ାରେ ପୁଟିନଙ୍କ ସମାଲୋଚକ ତଥା ରାଜନେତା ଓ ଅନ୍ୟଜଣଙ୍କ ମୃତ୍ୟୁକୁ ନେଇ ସସପେନ୍ସ । ଘଟଣାର ତଦନ୍ତରେ ସହାୟତା କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସୂଚନା ଦେଇଛନ୍ତି ଡିଜିପି ସୁନୀଲ ବଂଶଲ । ଆବଶ୍ୟକ ପଡ଼ିଲେ ପୂର୍ଣ୍ଣାଙ୍ଗ କ୍ରାଇମବ୍ରାଞ୍ଚ ତଦନ୍ତ…

ବିଦେଶୀ ପର୍ଯ୍ୟଟକଙ୍କ ଆତ୍ମହତ୍ୟା ଘଟଣା : କେମିତି ଓ କେଉଁ ପରିସ୍ଥିତିରେ ସେ ଜୀବନ ହାରିଲେ ସେନେଇ ଖୋଳତାଡ କରୁଛି…

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ାରେ ବିଦେଶୀ ପର୍ଯ୍ୟଟକଙ୍କ ଆତ୍ମହତ୍ୟାକୁ ନେଇ ତନାଘନା । କେମିତି ଓ କେଉଁ ପରିସ୍ଥିତିରେ ସେ ଜୀବନ ହାରିଲେ ସେନେଇ ଖୋଳତାଡ ଚାଲିଛି । ମୃତ ପର୍ଯ୍ୟଟକ ହେଲେ ରୁଷ୍‌ର ପାେଓ୍ଵଲ ଅନ୍ଥମ । ହୋଟେଲ ଛାତ ଉପରୁ ସେ ଡେଇଁ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ରାୟଗଡ଼ା…

ରଜ ମଉଜ ସମୟରେ କାଳବୈଶାଖୀ: ଦୋଳି ଖେଳ ବେଳେ ବଜ୍ରପାତରେ ୬ ଯୁବତୀ ଗୁରୁତର

ରାୟଗଡ଼ା: ରଜ ପାଳନ ସମୟରେ ଅଘଟଣ। ବଜ୍ରପାତର ଶିକାର ହେଲେ ୬ ଯୁବତୀ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଝିଗଡ଼ି ପଞ୍ଚାୟତର ଉର୍ଲାଯୋଡ଼ି ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା। ସୂଚନା ମୁତାବକ, ଗାଁର ଏକ ଆମ୍ବ ତୋଟାରେ ଯୁବତୀମାନେ ରଜ ମଉଜ କରିବା ସମୟରେ ହଠାତ କାଳ ବୈଶାଖୀ ବର୍ଷା ସହ ଘଡ଼ଘଡ଼ି…

ଓଡ଼ିଶାକୁ ପୁଣି ଫେରିଲା କି କରୋନା ? ଚିନ୍ତା ବଢ଼ାଇଲା ଶିଶୁ ଓ କିଶୋରଙ୍କୁ ସଂକ୍ରମଣ, ଗୋଟିଏ ଦିନରେ ୬୪ ଜଣ ପଜିଟିଭ…

ରାୟଗଡା (କେନ୍ୟୁଜ): ରାୟଗଡାର ସଦର ବ୍ଲକରେ କୋଟଲାଗୁଡା ସ୍ଥିତ ଅନ୍ୱେଷା ହଷ୍ଟେଲର ୪୪ ଜଣ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ଖବର ପ୍ରଚାର ପରେ ରାଜ୍ଯ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ଦଳ କୋଟଲାଗୁଡ଼ା ଠାରେ ପହଞ୍ଚି ଛନ୍ତି । ତେବେ ଛାତ୍ରୀ ଙ୍କ ଠାରେ କରୋନା ଲକ୍ଷଣ ଦେଖା ଯାଇ…

ରାୟଗଡା : ଗୁଣୁପୁର ଜେଲପେଟା ଅଞ୍ଚଳରୁ ୩ଟି ବିରଳ ପେଚା ଉଦ୍ଧାର, ବନ ବିଭାଗକୁ କରାଯିବ ହସ୍ତାନ୍ତର

ଗୁଣୁପୁର (କେନ୍ୟୁଜ): ରାୟଗଡା ଜିଲ୍ଲା ଗୁଣୁପୁର ଜେଲପେଟା ଅଞ୍ଚଳରୁ ବିରଳ ପ୍ରଜାତିର ତିନୋଟି ପେଚା ଉଦ୍ଧାର । କିଛି ବ୍ୟକ୍ତି ଗଛ କାଟୁଥିବା ବେଳେ କୋରଡରୁ ଏହି ବିରଳ ପ୍ରଜାତିର ପେଚା ଉଦ୍ଧାର କରାଯାଇଛି । ଏହାକୁ ବନ ବିଭାଗକୁ ହସ୍ତାନ୍ତର କରାଯିବ । କେତେକ ଏହାକୁ ଶ୍ୱେତ ପେଚା ବୋଲି…

ନର୍ଦ୍ଦମା ପାଣିକୁ ନେଇ ଦୁଇ ପଡୋଶୀଙ୍କ ଭିତରେ ହାତାହାତି, ଜଣଙ୍କ ମୃତ୍ୟୁ

ରାୟଗଡା(କେନ୍ଯୁଜ୍) : ନର୍ଦ୍ଦମା ପାଣି ଅଟକକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ପରେ ହାତାହାତି । ମାମଲା ଏତେ ଉଗ୍ର ରୂପ ନେଲା ଯେ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସଦର ବ୍ଲକ ଅନ୍ତର୍ଗତ କୁମ୍ଭିକୋଟା ହରିଜନ ସାହିରେ ।…

ରାୟଗଡ଼ାବାସୀଙ୍କୁ ୮୭୦ କୋଟି ଟଙ୍କାର ଭେଟି, ଜିଲ୍ଲାବାସୀ ପାଇଲେ BSKY ସ୍ମାର୍ଟ ହେଲଥ କାର୍ଡ

ରାୟଗଡ଼ା (କେନ୍ୟୁଜ): ରାୟଗଡ଼ାବାସୀଙ୍କୁ ୮୭୦ କୋଟି ଟଙ୍କାର ଭେଟି। ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡିହେଲା ରାୟଗଡ଼ା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍‌ସିଂରେ ରାୟଗଡ଼ା ଜିଲ୍ଲାବାସୀଙ୍କୁ ବିଏସକେୱାଇ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରିଛନ୍ତି । ୧୧ଟି ବ୍ଲକର ୨ଲକ୍ଷ ୫୨ହଜାର ୧୯୧…

ରାୟଗଡ଼ା: ବାଇକ୍‌ ଧକ୍କାରେ ଯବାନ ଗୁରୁତର, ହସପିଟାଲରେ ଭର୍ତ୍ତି

ରାୟଗଡ଼ା(କେନ୍ଯୁଜ ବ୍ଯୁରୋ) : ବାଇକ୍‌ ଧକ୍କାରେ ଯବାନ ଗୁରୁତର। ଗୁରୁତର ଯବାନଙ୍କ ନାଁ ବିକ୍ରମ ଛାତ୍ରିଆ। ଗୁରୁତର ଅବସ୍ଥାରେ ତାଙ୍କୁ ଆଣି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଉଛି। ରାୟଗଡ଼ା ସହରର କପିଳାଶ ଛକରେ ଉପ ଜିଲ୍ଲାପାଳ, ତହସିଲଦାରଙ୍କ ସମେତ ଅତିରିକ୍ତ ଏସ୍‌ପି…

ରାୟଗଡା ପାଜିଲିବନ୍ଧ ଗାଁରେ ଅଭାବନୀୟ ଘଟଣା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ…

ରାୟଗଡା : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ରାୟଗଡା ଜିଲ୍ଲା ପଦ୍ମପୁର ଥାନା ପାଜିଲିବନ୍ଧ ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ରାମ ମୂଳୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାମଙ୍କୂ ହତ୍ୟା କରାଯାଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି…

ରାୟଗଡ଼ା ଡାକୁଲୁଗୁଡ଼ା ଛକ ନିକଟରୁ ଦୁଇଟି କାରରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

ରାୟଗଡ଼ା: ଦୁଇଟି କାରରୁ ଏକ କୁଇଣ୍ଟାଲ ୪୦ କିଲୋ ଗଞ୍ଜେଇ ଜବତ । ବିଷମକଟକ ଏସ୍‌ଡିପିଓ ନେତୃତ୍ୱରେ ଏକ ଟିମ୍‌ ଡାକୁଲୁଗୁଡ଼ା ଛକ ନିକଟରୁ ଦୁଇଟି ଗଞ୍ଜେଇ ବୋଝେଇ କାରକୁ ଜବତ କରିଛି। ଯାଞ୍ଚ ବେଳେ ଦୁଇଟି କାରରୁ ଏକ କୁଇଣ୍ଟାଲ ୪୦କିଲୋ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦…