Below header

ରାୟଗଡା : ଗୁଣୁପୁର ଜେଲପେଟା ଅଞ୍ଚଳରୁ ୩ଟି ବିରଳ ପେଚା ଉଦ୍ଧାର, ବନ ବିଭାଗକୁ କରାଯିବ ହସ୍ତାନ୍ତର

ଗୁଣୁପୁର (କେନ୍ୟୁଜ): ରାୟଗଡା ଜିଲ୍ଲା ଗୁଣୁପୁର ଜେଲପେଟା ଅଞ୍ଚଳରୁ ବିରଳ ପ୍ରଜାତିର ତିନୋଟି ପେଚା ଉଦ୍ଧାର । କିଛି ବ୍ୟକ୍ତି ଗଛ କାଟୁଥିବା ବେଳେ କୋରଡରୁ ଏହି ବିରଳ ପ୍ରଜାତିର ପେଚା ଉଦ୍ଧାର କରାଯାଇଛି । ଏହାକୁ ବନ ବିଭାଗକୁ ହସ୍ତାନ୍ତର କରାଯିବ । କେତେକ ଏହାକୁ ଶ୍ୱେତ ପେଚା ବୋଲି କହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.