କାବୁ ହେଲା ପାଗଳ ମାଙ୍କଡ଼, ଦୀର୍ଘ ୧୦ ଦିନ ଧରି ଖେଳାଇଥିଲା ଆତଙ୍କ
ସାଲେପୁର : କାବୁ ହେଲା ପାଗଳା ମାଙ୍କଡ଼ । ଦୀର୍ଘ ଦଶ ଦିନ ଧରି ଆତଙ୍କ ଖେଳାଇଥିବା ମାଙ୍କଡ଼କୁ ଟ୍ରାଙ୍କୁଲାଇଜ କରି କାବୁ କରିଛି ବନବିଭାଗ । ସାଲେପୁର ବ୍ଲକ ରାମକୃଷ୍ଣପୁର ପଞ୍ଚାୟତର ବାଲିସମଳା , ହୀରାପୁର, ପୁରଣ ଗାଁରେ ମାତିଥିଲା ପାଗଳ ମାଙ୍କଡ଼ । ମାଙ୍କଡ଼ କାମୁଡ଼ାରେ ୧୦ରୁ ଉର୍ଦ୍ଧ୍ବ ଆହତ…