Below header

ରାଜଧାନୀରୁ ଆହତ ଅବସ୍ଥାରେ ଉଦ୍ଧାର ହେଲା ହରିଣ : ଓମଫେଡ ଛକରୁ ଆହତ ହରିଣକୁ ଉଦ୍ଧାର କଲା ବନ ବିଭାଗ

ଭୁବନେଶ୍ୱର (କେନ୍ୟୁଜ):ରାଜଧାନୀରେ ହରିଣ । ରେଳସଦନ ଓମଫେଡ ଛକ ନିକଟରୁ ଆହତ ଅବସ୍ଥାରେ ହରିଣକୁ ଉଦ୍ଧାର କରିଛି କମିସନରେଟ ପୋଲିସର ପିସିଆର ଟିମ । ଅଜଣା ଗାଡି ଧକ୍କାରେ ହରିଣର ଗୋଡ ଭାଙ୍ଗିଥିବା ବେଳେ ଶରୀରରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବନ ବିଭାଗର ଟିମ ପହଞ୍ଚି ହରିଣର ଚିକିତ୍ସା ଚଳାଇଛି । ତେବେ ଭୁବନେଶ୍ୱରକୁ କିଭଳି ହରିଣ ଆସିଲା ତାହା ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.