Browsing Tag

deer

ବନବିଭାଗ ମିଳିତ ଚଢ଼ାଉରେ ଦୁଇଟି ହରିଣ ଶିଙ୍ଗ ଓ ଗୋଟିଏ ହରିଣ ଛାଲ ଜବତ

ସୋର : କେନ୍ଦ୍ରୀୟ ସ୍ୱତନ୍ତ୍ର ଗୋଇନ୍ଦା ବିଭାଗ ଟିମ ଓ ସ୍ଥାନୀୟ ବନବିଭାଗ ମିଳିତ ଚଢ଼ାଉରେ ଦୁଇଟି ହରିଣ ଶିଙ୍ଗ ଓ ଗୋଟିଏ ହରିଣ ଛାଲ ଜବତ  ।   ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । କେନ୍ଦ୍ରୀୟ ଗୋଇନ୍ଦା ବିଭାଗ ଟିମ ମିଳିତ ଭାବେ ଏସିଏଫ ଦିଗନ୍ତ ଶୋଭନ…

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର ମୃଗଙ୍କ ବଂଶ ବୃଦ୍ଧି ନିମନ୍ତେ ପରୀକ୍ଷାମୂଳକ ଭାବେ ପ୍ରାଥମିକ ସ୍ଥରରେ କୋଣାର୍କ ବାଲୁଖଣ୍ଡ ବନାଞ୍ଚଳକୁ ପୂର୍ବପ୍ରସ୍ତୁତି ଅନୁଯାୟୀ ମଙ୍ଗଳ ବାର ବିଳମ୍ବିତ ରାତ୍ରିରେ…

କଟକ ହରିଣଙ୍କୁ ଚନ୍ଦକା ବିପଦ; ସପ୍ତାହକ ମଧ୍ୟରେ ସ୍ଥାନାନ୍ତର ହୋଇଥିଲେ ୧୨୫, ମଲେଣି ୨

କଟକ (କେନ୍ୟୁଜ୍‌): କଟକ ହରିଣଙ୍କୁ ଚନ୍ଦକା ବିପଦ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ କଟକ ତୁଳସୀପୁର ହରିଣ ପାର୍କର ହରିଣ ଭଲ ସ୍ଥିତିରେ ନାହାନ୍ତି । ସପ୍ତାହକ ମଧ୍ୟରେ ସ୍ଥାନାନ୍ତର ହୋଇଥିବା ୧୨୫ଟି ହରିଣଙ୍କ ମଧ୍ୟରୁ ୨ଟିର ମୃତ୍ୟୁ ହୋଇଛି । ଆଉ କିଛି ଗୁରୁତର ଥିବାରୁ ସେମାନଙ୍କ ଚିକିତ୍ସା ଜାରି…

ହରିଣ ମାନୁଛି ଟ୍ରାଫିକ ନିୟମ, ଜେବ୍ରା କ୍ରସରେ ରାସ୍ତା ପାରକଲା ହରିଣ, ଜାପାନରୁ ଆସିଲା ଏପରି ଏକ ଭିଡିଓ

କେନ୍ୟୁଜ୍‌(ବ୍ୟୁରୋ):  ଆଜିକାଲି ଦେଖିବାକୁ ମିଳୁଛି ପଶୁମାନଙ୍କୁ ଟ୍ରାଫିକ ନିୟମ ମାନୁଥିବାର । କୁକୁର, ଗାଇ, ଷଣ୍ଢଠୁ ଆରମ୍ଭ କରି ଜଙ୍ଗଲି ପଶୁଙ୍କୁ ମିୟମ ମାନୁଥିବାର ଦେଖିବାକୁ ମିଳୁଛି । ଆମକୁ କିନ୍ତୁ ଏମାନଙ୍କଠୁ କିଛି ଶିଖିବାକୁ ପଡ଼ିବ । ପ୍ରାୟ ସବୁବେଳେ ପଶୁମାନଙ୍କୁ ଟ୍ରାଫିକ ନିୟମ…

ଦୁଇ ଘଣ୍ଟାର ଅପରେସନ ପରେ ଉଦ୍ଧାର ହେଲେ ଡ୍ରେନରେ ପଡ଼ିଥିବା ଦୁଇଟି ହରିଣ

ଭୁବନେଶ୍ୱର (କେନ୍ୟୁଜ): ଦୁଇ ଘଣ୍ଟାର ଅପରେସନ ପରେ ଦୁଇଟି ହରିଣ ଉଦ୍ଧାର । ଡ୍ରେନରେ ପଡ଼ିଥିବା ଦୁଇଟି ହରିଣକୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଭୁବନେଶ୍ୱର ଜାଭିୟର ଛକ ଠାରୁ ଉତ୍କଳ ହସ୍ପିଟାଲ ନୂଆ ରାସ୍ତା ର ସାନ୍ତାଳ ବସ୍ତି ନିକଟରେ ଡ୍ରେନ ରେ ପଡ଼ି ଛଟ ପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ…

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପରେ ଏବେ ଗାଁ ମୁହାଁ ବନ୍ୟଜନ୍ତୁ, ନିହାଣଗଣ୍ଡି ଗାଁରୁ ହରିଣ ଉଦ୍ଧାର

କରଞ୍ଜିଆ(କେନ୍ୟୁଜ୍): ଗାଁ ମୁହାଁ ବନ୍ୟଜନ୍ତୁ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପରେ ଏବେ ଗାଁ ମୁହାଁ ହୋଇଛନ୍ତି ବନ୍ୟଜନ୍ତୁ । ଆଜି ସକାଳୁ ଠାକୁରମୁଣ୍ଡା ରେଞ୍ଜ ଅଧିନରେ ଥିବା ନିହାଣଗଣ୍ଡି ଗାଁରେ କିଛି ହରିଣଙ୍କୁ ଦେଖିବାକୁ ମିଳିଛି । ସେଥିମଧ୍ୟରୁ କିଛି ହରିଣ ଜଙ୍ଗଲକୁ…

ରାଜଧାନୀରୁ ଆହତ ଅବସ୍ଥାରେ ଉଦ୍ଧାର ହେଲା ହରିଣ : ଓମଫେଡ ଛକରୁ ଆହତ ହରିଣକୁ ଉଦ୍ଧାର କଲା ବନ ବିଭାଗ

ଭୁବନେଶ୍ୱର (କେନ୍ୟୁଜ):ରାଜଧାନୀରେ ହରିଣ । ରେଳସଦନ ଓମଫେଡ ଛକ ନିକଟରୁ ଆହତ ଅବସ୍ଥାରେ ହରିଣକୁ ଉଦ୍ଧାର କରିଛି କମିସନରେଟ ପୋଲିସର ପିସିଆର ଟିମ । ଅଜଣା ଗାଡି ଧକ୍କାରେ ହରିଣର ଗୋଡ ଭାଙ୍ଗିଥିବା ବେଳେ ଶରୀରରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବନ ବିଭାଗର ଟିମ ପହଞ୍ଚି ହରିଣର…

ଧଳା ଲାଞ୍ଜ ଥିବା ହରିଣଙ୍କ ଦେହରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ : ଗତ ୨ବର୍ଷ ଧରି କରୋନା ଦ୍ୱାରା ବିଶ୍ୱର କୋଟି କୋଟି ପ୍ରଭାବିତ ହୋଇଛନ୍ତି। କୋଭିଡର ନୂଆ ନୂଆ ଷ୍ଟ୍ରେନ ଜୀବନକୁ ଦୁର୍ବିସହ କରିଛି। ଏବେ ପଶୁଙ୍କ ଠାରେ ଠାବ ହେଇଛି କରୋନା ଭୂତାଣୁ। ଆମେରିକା ଧଳା ଲାଞ୍ଜ ଥିବା ହରିଣଙ୍କ ଠାରେ କୋଭିଡ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି।…

ଯବାନଙ୍କ ପ୍ରେମରେ ପଡିଗଲା ପୁଟକି…ମାଓଗଡ଼ ସୁକମା କିସ୍ଥାରାମ ଜଙ୍ଗଲରେ ଚାଲିଛି ଏହି ଲଭ୍ ଷ୍ଟୋରୀ

ମାଲକାନଗିରି(କେନ୍ଯୁଜ୍): ଆଜିର ସମାଜ ସ୍ବାର୍ଥପର। ଯାହା ଆପଣ ନିହାତୀ ଅନୁଭବ କରିସାରିଥିବେ । କାହାକୁ ସାହାଯ୍ୟ କରିବାର ମୂଲ୍ୟବୋଧକୁ କିଏ ବା କେତେ ଦିନ ମନେରଖୁଛି। ଏଠାରେ ସାହାଯ୍ୟକାରୀର ବଦାନ୍ୟତାକୁ କିଛି ସେକେଣ୍ଡ ମନେପକାଇ ପୁଣି ଭୁଲିଯାନ୍ତି ଲୋକେ। ସମାଜର ଚିରାଚରିତ ପ୍ରଥା…

ଏହି ଦେଶରେ କୁକୁର ପରି ଭୁକେ ହରିଣ, ଜାଣନ୍ତୁ କଣ ରହିଛି ଏହାର ଖାସିୟତ

କାମ୍ବୋଡିଆର ଜଙ୍ଗଲରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ହରିଣ ଦେଖିବାକୁ ମିଳିଛି। ଏହି ହରିଣର ବିଶେଷତ୍ୱ ହେଉଛି ଏହା କୁକୁର ପରି ଭୋକିଥାଏ। ବନ୍ୟଜନ୍ତୁ ଅଧିକାରୀଙ୍କ ସୂଚନା ଅନୁସାରେ ବିଲୁପ୍ତ ହେବା ପୂର୍ବରୁ ଏହି ହରିଣଟିକୁ ଦେଖିବାକୁ ମିଳିଛି। ଜଙ୍ଗଲ ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ,…

ଦୀର୍ଘ ଦିନ ହେଲା ଜଳୁଛି ଶିମିଳିପାଳ:ଯନ୍ତ୍ରଣାରେ ଛଟପଟ ବନ୍ଯଜନ୍ତୁ, ଜୀବନ ରକ୍ଷା ପାଇଁ ଗାଁ ମୁହାଁ ବନ୍ଯଜନ୍ତୁ

କରଞ୍ଜିଆ: ଶିମିଳିପାଳରେ ଲାଗିଛି ନିଆଁ । ଦୀର୍ଘ ଦିନ ହେଲା ନିଆଁ ଲାଗିଥିଲେ ମଧ୍ୟ କ ନିଆଁକୁ ଆୟତ୍ତ କରି ପାରୁନି ବନ ବିଭାଗ । ଆଜି ଉତ୍ତର ଶିମିଳିପାଳ ରେ ୯୩ ଟି ସ୍ଥାନ ରେ ନିଆଁ ଲାଗିଛି । ନିଆଁ ଲାଗିବାର କୁପ୍ରଭାବ ପଡିଛି ମୟୁରଭଞ୍ଜ ଜିଲ୍ଲାରେ । ଏବେ ବନ୍ଯଜନ୍ତୁ ଗାଁ ମୁହାଁ…

ଅଜଗର ଏତେ ଭୋକିଲା ଥିଲା ଯେ ହରିଣକୁ ଥରକରେ ଗିଳିଦେଲା, ଦେଖନ୍ତୁ ଭିଡିଓ

ଜଙ୍ଗଲରେ ଏମିତି ଅନେକ ଅଦ୍ଭୁତ ଘଟଣା ଘଟେ ଯାହା ସାଧାରଣରେ ଆମେ ଦେଖିବାକୁ ପାଇନଥାଉ। ସେଭଳି ଏକ ଘଟଣା ହେଉଛି ଜୀବଜନ୍ତୁଙ୍କ ଶିକାର। ସାପ କୌଣସି ବିରାଟ ଜୀବକୁ ଗିଳୁଥିବା ଦୃଶ୍ୟ ବୋଧେ କେହି କେବେ ନିଜ ଆଖିରେ ଦେଖିନଥିବେ। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି…