Browsing Tag

rayagada

ଯୁବ ଇଞ୍ଜିନିୟର ରାକେଶଙ୍କୁ ରୋଜଗାରର ବାଟ ଦେଖାଇଲା ପରିତ୍ୟକ୍ତ ପ୍ଲାଷ୍ଟିକ

ରାୟଗଡା : ସାରା ବିଶ୍ଵ ପାଇଁ ଆବର୍ଜନା ରୂପେ ଚିନ୍ତାର କାରଣ ହୋଇଥାଏ ପରିତ୍ୟକ୍ତ ପ୍ଲାଷ୍ଟିକ । କେବେ ପାଣି ବୋତଲ ରୂପରେ ତ ଆଉ କେବେ ଭଙ୍ଗା ବାଲ୍ଟି ରୂପରେ ରାସ୍ତା କଡ଼ରେ କିମ୍ବା ନାଳ ଭିତରେ ଏହି ପ୍ଲାଷ୍ଟିକ କୁ ଦେଖିବାକୁ ମିଳୁଥିଲା ।  ହେଲେ ଜଣେ ଯୁବ ଇଞ୍ଜିନିଅରଙ୍କ ଚେଷ୍ଟା ବଳରେ ଆଜି…

୬ମାସ ପରେ ଖୋଲାଯାଇଛି ମାଆ ମଝିଘରିଆଣୀଙ୍କ ଦାନ ହୁଣ୍ଡି

ରାୟଗଡ଼ାର : ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣୀଙ୍କ ମନ୍ଦିରର ଦାନ ହୁଣ୍ଡି ୬ମାସ ପରେ ଆଜି ଖୋଲାଯାଇଛି । ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଆଜି ସକାଳ ୯ ଟାରୁ…

ରେଳ ଷ୍ଟେସନରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଟ୍ରେନ ଉପରେ ବିଦ୍ୟୁତ ତାର ଲାଗି ଜଳିଗଲେ

ରାୟଗଡା : ରେଳ ଷ୍ଟେସନରେ ଯୁବକଙ୍କ ଉନ୍ମତ୍ତକାଣ୍ଡ। ମାଲବାହୀ ଟ୍ରେନ ଉପରେ ଚଢିଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ରାୟଗଡା ରେଳ ଷ୍ଟେସନରେ ବଡ ଅଘଟଣ ଘଟିଛି।…

ପାହାଡ ଟାପୁ ଉପରେ ଯୁବକଙ୍କ ପଡ଼ିଛି ମୃତଦେହ, ଭାଇ ପାଇଁ କାନ୍ଦୁଛି ଭଉଣୀ

ରାୟଗଡ଼ା: ମୋ ଭାଇକୁ କଲ୍ କରିଥିଲି । ମୋ ଭାଇ ଫୋନ୍ ରିସିଭ କରିନଥିଲା । କିନ୍ତୁ ତା ପୂର୍ବ ଦିନ ମୋ ସହ କଥା ହୋଇଥିଲା ଭାଇ ଦୋକାନରେ ଥିବା କହିଥିଲା । ଯେତେବେଳେ ଆଜି ସକାଳୁ ବି ଭାଇ ଫୋନ ଉଠାଇଲାନି ସେତେବେଳେ ମୁଁ ଯାଇଥିଲି ସେ କାମ କରୁଥିବା ଦୋକାନକୁ । ସେଠାରେ ଯାଇ ସମସ୍ତଙ୍କ ପଚାରିଲି…

ରାୟଗଡ଼ା ରେଳ ଡିଭିଜନ ପାଇଁ କାଲି ପଡିବ ଭିତ୍ତି ପ୍ରସ୍ତର, ଭିଡିଓ କନଫରେନ୍ସିଂ ଜରିଆରେ ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

ରାୟଗଡ଼ା  : ରାୟଗଡ଼ା ରେଳ ଡିଭିଜନ ପାଇଁ କାଲି ଭିତ୍ତି ପଡିବ । ଭିଡିଓ କନଫରେନ୍ସିଂ ଜରିଆରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାୟଗଡ଼ାରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳ ରାଷ୍ଟ୍ର ମନ୍ତ୍ରୀ ରବନୀତ ସିଂ । ରାୟଗଡ଼ା ଡିଭିଜନର…

ଅନ୍ଧବିଶ୍ୱାସ ଆଗରେ ଫିକା ପଡିଛି ସଚେତନତା, ରାୟଗଡା ଜିଲ୍ଲାରେ ଚିନ୍ତା ବଢାଇଛି ବାଲ୍ୟ ବିବାହ

ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି । ନୀରକ୍ଷରତା, ଦାଦନ, ଅନ୍ଧବିଶ୍ୱାସ ସହିତ ସାମାଜିକ ସଚେତନତା ଅଭାବରୁ ବାଲ୍ୟ ବିବାହ ପ୍ରଥା ମୂଳପୋଛ ହେବାର ନା ଧରୁନି । ଆଦିବାସୀ ପ୍ରବଣ ଅଞ୍ଚଳରେ ଏହି ପ୍ରଥା ଏକ ସାମାଜିକ ସମସ୍ୟା ଭାବେ ଉଭା ହୋଇଛି । ସେହିଭଳି ଏବେ ରାୟଗଡା ଜିଲ୍ଲାରେ ଚିନ୍ତା ବଢାଇଛି…

କଟକ ଏବଂ ରାୟଗଡ଼ାରେ ନିର୍ମାଣହେବ ରେଳ ଫ୍ଲାଏଓଭର୍, ରେଳ ମନ୍ତ୍ରଣାଳୟ ପକ୍ଷରୁ ୫୦୯ କୋଟି ମଞ୍ଜୁର

ରେଳ ଫ୍ଲାଏଓଭର ପାଇଁ ଓଡ଼ିଶାକୁ ୫୦୯ କୋଟି । ଓଡ଼ିଶାର କଟକ ଏବଂ ରାୟଗଡା ଜିଲ୍ଲାରେ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ୫୦୯ କୋଟି ଟଙ୍କା ଅନୁମୋଦନ । ଏହି ପଦକ୍ଷେପ ଭାରତୀୟ ରେଳର ଭିତ୍ତିଭୂମି ସୁଦୃଢ କରିବ ।  ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଗତ ଓଡିଶା ଗସ୍ତ…

ଗୁଜରାଟରୁ ଉଦ୍ଧାର ହୋଇ ଫେରିଲେ ୯ଜଣ ଶ୍ରମିକ

ରାୟଗଡ଼ା; ଗୁଜରାଟ ରେ କାମପାଇଁ ଯାଇଥିବା ରାୟଗଡ ଜିଲ୍ଲାର ୯ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଘରକୁ ଫେରାଇ ଆଣିଲା ଜିଲ୍ଲାପ୍ରଶାସନ । ଏହି ଶ୍ରମିକ ମାନେ ଗୁଜରlଟର ଏକ କମ୍ପାନୀରେ କାମ କରିବା ପାଇଁ ଯାଇଥିଲେ। କମ୍ପାନୀ ଦ୍ୱାରା ସେଠାରେ ସେମାନଙ୍କୁ ଅଟକ ରଖାଇଯାଇଥିଲା ।  କୌଣସି ସୂତ୍ରରୁ…

ଘରଦ୍ବାର ନାହିଁ କି ପରିବାର ନାହିଁ, ଏହି ଆଦିବାସୀ ବୃଦ୍ଧାଙ୍କୁ ଦରକାର ସାହାରା

ରାୟଗଡା : ମୋର ଘର ଦ୍ବାର ବୋଲି କିଛି ନାହିଁ । ମୋର ପରିବାରରେ ମଧ୍ୟ କୋହି ନାହାନ୍ତି । ଝିଅମାନେ ବାହା ହୋଇ ଚାଲିଗଲେ । ମୋତେ ଘର ଟିକେ ମିଳିଥିଲେ ଭଲ ହୁଅନ୍ତା । ମୁଁ ଅନୁରୋଧ କରୁଛି ମୋତେ ଖଣ୍ଡିଏ ଘର ଯୋଗାଇ ଦିଅ…. ଏହି ଘରଟିକୁ ଦେଖନ୍ତୁ । କେଉଁ ମୁହୁର୍ତ୍ତରେ ଭାଙ୍ଗି ମୁଣ୍ଡରେ ପଡ଼ିବ…

କାର୍ଯ୍ୟାଳୟ ଭିତରେ ବିଜେପି ନେତାଙ୍କୁ ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ, ଅଳ୍ପକେ ବଞ୍ଚିଗଲା ଜୀବନ 

ରାୟଗଡ଼ା:  ବିଜେପି ନେତାଙ୍କୁ ଆକ୍ରମଣ ।  ନିଜ କାର୍ଯ୍ୟାଳୟରେ ବସିଥିବା ବିଜେପି ବିଧାନସଭା ପ୍ରାର୍ଥୀଙ୍କୁ ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ ।  ଏପରି ଏକ ଅଘଟଣ ଗତ ରାତିରେ ରାୟଗଡାରେ ଘଟିଛି । ଆକ୍ରମଣର ଶିକାର ହୋଇଥିବା ନେତାଜଣକ ହେଲେ ରାୟଗଡା ବିଜେପି ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ…

ରୋଷେଇ କଲାବେଳେ ଅଘଟଣ : ଫାଟିଲା ଗ୍ୟାସ ସିଲିଣ୍ଡର, ୩ ଗୁରୁତର

ରାୟଗଡ଼ା: ଫାଟିଲା ଗ୍ୟାସ ସିଲିଣ୍ଡର, ୩ ଗୁରୁତର । ରାୟଗଡ଼ା ରାଣୀଗୁଡ଼ା ଫାର୍ମ ଅଞ୍ଚଳରେ ରୋଷେଇ କଲା ବେଳେ ଅଘଟଣ ଘଟିଛି। ଗୁରୁତର ଆହତଙ୍କୁ ପ୍ରଥମେ ରାୟଗଡା ଜିଲ୍ଲା ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଦୁଇ ଜଣଙ୍କୁ ବ୍ରହ୍ମପୁର ଏବଂ ଜଣଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାକୁ…

ରାୟଗଡ଼ା ସିଲଭି କଲଚର ଡିଏଫଓ ସସପେଣ୍ଡ

ରାୟଗଡ଼ା : ରାୟଗଡ଼ା ସିଲଭି କଲଚର ଡିଏଫଓ ଦେବେନ୍ଦ୍ର ବେହେରା ସସପେଣ୍ଡ । ଭବାନୀପାଟଣା ଜାରିଂ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣାରେ ଡିଏଫଓ ଦେବେନ୍ଦ୍ର ବେହେରାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।  ନିଲମ୍ବନ ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ପିସିସିଏଫଙ୍କ କାର୍ଯ୍ୟାଳୟରେ…