Browsing Tag

rayagada

ରାୟଗଡା-କନ୍ଧମାଳ ଜିଲ୍ଲା ସୀମାନ୍ତରେ ଲାଗିଲା ମାଓ ବ୍ୟାନର, ପୋଷ୍ଟରରେ ୩ ନେତାଙ୍କୁ ଧମକ

ରାୟଗଡା (କେନ୍ୟୁଜ): ରାୟଗଡା-କନ୍ଧମାଳ ଜିଲ୍ଲା ସୀମାନ୍ତରେ ମାଓବାଦୀଙ୍କ ପୋଷ୍ଟର । ରାୟଗଡା ଜିଲ୍ଲା କାଶିପୁର ବ୍ଲକର ସୁଙ୍ଗର ପଞ୍ଚାୟତରେ ୨୧ ଜଣଙ୍କୁ ପୋଲିସ ଗିରଫଦାରୀକୁ ନେଇ ମାଓବାଦୀ ପୋଷ୍ଟର ଓ ବ୍ୟାନର ଲଗାଇଥିବା ଦେଖଇବାକୁ ମିଳିଛି । ସେଥିରେ ଜିଲ୍ଲାର ବରିଷ୍ଠ ବିଜେଡି ନେତାମାନଙ୍କୁ…

ଭିଜିଲାନ୍ସ ଜାଲରେ ରାୟଗଡ଼ା ଡିଏଫଓ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

ରାୟଗଡ଼ା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଡିଏଫଓ । ରାୟଗଡା ଡିଏଫଓ ବିଜୟ କୁମାର ପରିଡାଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଟିମ୍ । ଏକକାଳୀନ ସାତୋଟି ସ୍ଥାନରେ ରେଡ ଚାଲିଛି। ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ ଚଢ଼ାଉ ହୋଇଛି…

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ରାୟଗଡ଼ା (କେନ୍ୟୁଜ): କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାୟଗଡ଼ା ଜିଲ୍ଲା ଭୁଜବଳ ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଉଦ୍ଧାର ହୋଇଛି ମୃତଦେହ । ତାଙ୍କ ନାଁ ପ୍ରୀତମ ପ୍ରଧାନ ଓ ଘର ବରଗଡ଼ ଜିଲ୍ଲାରେ । ସେ ଏଗ୍ରିକଲଚର ବିଭାଗର ତୃତୀୟ ବର୍ଷର ଛାତ୍ର ଥିଲେ ।…

ଲାଲଗଡ଼ରେ ଲାଲବାହିନୀଙ୍କ ତାଣ୍ଡବ: ପୋଡିଦେଲେ ହାଇଓ୍ୱା ସମେତ ୯ଟି ମେସିନ୍

ରାୟଗଡ଼ (କେନ୍ୟୁଜ): ଲାଲଗଡ଼ରେ ଲାଲବାହିନୀଙ୍କ ତାଣ୍ଡବ । ରାୟଗଡ଼ା-ମୁନିଗୁଡ଼ା ଥାନା ଦେଓକୁପୁଲି ଛକ ନିକଟରେ ଥିବା କ୍ରସର ପୋଡ଼ିଦେଲେ ମାଓବାଦୀ । ଦୁଇଟି ପ୍ରୋକ୍ଲିନ୍, ୫ଟି ହାଇୱା ଓ ୨ଟି ଲୋଡର ସମେତ ମୋଟ ୯ଟି ମେସିନରେ ନିଆଁ ଲଗାଇ ପୋଡିଦେଲେ ମାଓବାଦୀ । ଗତରାତିରେ ମହିଳା ସମେତ ୧୦ରୁ ଅଧିକ…

ମଶା ବଂଶକୁ ନିପାତ କରିବ ଗମ୍ବୁସିଆ ମାଛ, ୨୫ଟି ସ୍ଥାନରେ ଛାଡ଼ିଛି ରାୟଗଡ଼ା ପ୍ରଶାସନ

ରାୟଗଡ଼ା(କେନ୍ୟୁଜ୍): ମାଲେରିଆ ରୋକିବ ମାଛ । ମଶା ବଂଶକୁ ନିପାତ କରିବ ଗମ୍ବୁସିଆ ମାଛ । ଡ୍ରେନ ପାଣିରେ ବଢୁଥିବା ମଶା ତଥା ମଶାର ଲାର୍ଭାକୁ ଖାଇ ଏମାନଙ୍କ ବଂଶକୁ ସମ୍ପୂର୍ଣ୍ଣ ନିପାତ କରିବ । ଏଥିପାଇଁ ଡ୍ରେନରେ ଛଡ଼ାଯାଇଛି ହଜାର ସଂଖ୍ୟାରେ ଗମ୍ବୁସିଆ ମାଛ । ମଶାକୁ ରୋକିବା ପାଇଁ ଏପରି…

କେହି ଶୁଣିଲେନି, ଶେଷରେ ପାହାଡ଼ କାଟି ଜମିକୁ ପାଣିନେଲେ ଚାଷୀ

ରାୟଗଡ଼ା(କେନ୍ୟୁଜ୍): ପାହଡ଼ କାଟି ଚାଷ ଜମିକୁ ପାଣି ନେଉଛନ୍ତି ଗାଁ ଲୋକେ । ଜମିକୁ ପାଣି ପହଁଚିଲେ ଚାଷ କରିବେ । ଯାହା ରୋଜଗାର ହେବ ପରିବାର ଚଳିବ । ନେତାଠୁ ପ୍ରଶାସକ ସମସ୍ତଙ୍କୁ ଗୁହାରି କଲେ କେହି ଶୁଣିଲେ ନାହିଁ । ଶେଷରେ ବାଧ୍ୟହୋଇ ପାହାଡ଼ କାଟିଲେ । କୋଦାଳ ଓ ଶାବଳ ଧରି କେନାଳ…

ମାଛ ବିକାଳିଙ୍କ ଉପରେ ଚଢ଼ିଗଲା କଣ୍ଟେନର, ଘଟଣାସ୍ଥଳରେ ମୃତ

ରାୟଗଡ଼ା (କେନ୍ୟୁଜ): ମାଛ ବିକାଳିଙ୍କ ଉପରେ ଚଢ଼ିଗଲା କଣ୍ଟେନର। ରାୟଗଡ଼ା ସହରର ପୂର୍ତ୍ତ ବିଭାଗ ବଙ୍ଗଳା ଆଗରେ ଘଟିଛି ଦୁର୍ଘଟଣା। ମୃତକ ଖଳିଗୁଡ଼ା ଗାଁର ବୋଚ୍ଚା ପ୍ରକାଶ ରାଓ। ବୋଚ୍ଚା ପ୍ରତିଦିନ ଭଳି ରାସ୍ତା କଡ୍‌଼ରେ ବସି ମାଛ ବିକ୍ରି କରୁଥିବାବେଳେ ଏକ କଣ୍ଟେନର ଭାରସାମ୍ୟ ହରାଇ ତାଙ୍କ…

ଶୂନ୍ୟ ମୃତ୍ୟୁ ସପ୍ତାହରେ ସଡ଼କ ଦୁର୍ଘଟଣା: ଗ୍ୟାରେଜରୁ ଘରକୁ ଫେରୁଥିଲେ, ଯୁବକଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ରାୟଗଡ଼ା (କେନ୍ୟୁଜ): ଶୂନ୍ୟ ମୃତ୍ୟୁ ସପ୍ତାହରେ ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାୟଗଡ଼ା ସହରର ୩୨୦ ନମ୍ବର ଜାତୀୟ ରାଜପଥର ଫରେଷ୍ଟ ପାର୍କ ନିକଟରେ। ଅଜଣା ଗାଡି ଧକାରେ ଯୁବକଙ୍କ ମୃତ୍ୟୁ ହୋଇଛି। ଗ୍ୟାରେଜରୁ କାମ ସାରି ଘରକୁ ଫେରୁଥିବା ସମୟରେ ଜଣେ ଯୁବକଙ୍କ ଉପରେ ମାଡ଼ିଗଲା ଟ୍ରକ୍।…

ଧରାପଡିଲେ ନାବାଳକ ବାଇକ ଆରୋହୀ, କଟିଲା ୫୦ ହଜାର ଫାଇନ

ରାୟଗଡା (କେନ୍ୟୁଜ): ନାବାଳକ ବାଇକ ଚାଳକଙ୍କୁ ୫୦ ହଜାର ଫାଇନ୍‌। ଦୁଇ ଜଣ ନାବାଳକ ଚାଳକଙ୍କୁ ଧରି ଫାଇନ ଆଦାୟ କରିଛି RTO। ରାୟଗଡ଼ା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚେକିଂ ଜୋରଦାର ଚାଲିଥିବାବେଳେ ଏହି ଫାଇନ୍‌ ଆଦାୟ କରାଯାଇଛି। ରାୟଗଡ଼ା କଲେଜ ରୋଡ଼ ନିକଟରେ ଉଭୟଙ୍କଠାରୁ ଜରିମାନା ଆଦାୟ…

ଆନ୍ଦୋଳନ ପାଇଁ ହିନସ୍ଥା: ବାହା ହେବାକୁ ୨୮ କିଲୋମିଟର ଚାଲି ଚାଲି ଗଲେ ବର

ରାୟଗଡ଼ା (କେନ୍ୟୁଜ): ବାହା ହେବାକୁ ଚାଲି ଚାଲି ଗଲେ ବର। ଡ୍ରାଇଭର ଏକତା ମହାମଞ୍ଚ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନର ବଡ ପ୍ରଭାବ । ବାହା ହେବା ପାଇଁ ୨୮ କିଲୋମିଟର ଚାଲି ଚାଲି ଯାଇଛନ୍ତି ବର । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନଖଣ୍ଡି ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ…

ଭାରସାମ୍ୟ ହରାଇ ଓଲଟିଲା ଅଟୋ: ଜଣେ ମହିଳା ଶ୍ରମିକ ମୃତ, ୧୭ଆହତ, ୩ ଗୁରୁତର

ରାୟଗଡ଼ା (କେନ୍ୟୁଜ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଘଟଣା ସ୍ଥଳରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ । ଏହି ଦୁର୍ଘଟଣାରେ ୧୭ ଶ୍ରମିକ ଆହତ ଥିଲାବେଳେ ୩ ଗୁରୁତର ଅଛନ୍ତି। ସମସ୍ତଙ୍କୁ ରାୟଗଡ଼ା ଜିଲ୍ଲା ମେଡିକାଲ ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଅଟୋରେ ୧୮ ଜଣ ମହିଳା ଶ୍ରମିକ…

୩୮ ଲକ୍ଷ ଟଙ୍କାର ପାଇପ ଚୋରି, ୫ ଅଭିଯୁକ୍ତକଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ରାୟଗଡା (କେନ୍ୟୁଜ): ମେଘା ପାନୀୟ ଜଳ ପ୍ରକଳ୍ପର ୩୮ ଲକ୍ଷ ଟଙ୍କାର ପାଇପ ଚୋରି ମାମଲାରେ ୫ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଧୀନରେ ରହିଥିବା ମେଗା ପ୍ରକଳ୍ପର ପାଇପ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ବ୍ୟକ୍ତିଙ୍କ…