road romeo

ରୋଡ୍ ରୋମିଓଙ୍କ ଦୌରାତ୍ମ୍ୟ: ଦୁର୍ଘଟଣାର ଶିକାର ହେଲେ ଯୁବତୀ

ସମ୍ବଲପୁର (କେନ୍ୟୁଜ): ବଢୁଛି ରୋଡ୍ ରୋମିଓଙ୍କ ଦୌରାତ୍ମ୍ୟ । ଦୁର୍ଘଟଣାର ଶିକାର ହେଲେ ଘରକୁ ଫେରୁଥିବା ଜଣେ ଯୁବତୀ । ରୋଡ଼ ରୋମିଓଙ୍କ ଯୋଗୁଁ ହେଲେ ଦୁର୍ଘଟଣାର…

6 months ago

ଧରାପଡିଲେ ରୋଡ ରୋମିଓ, ରାସ୍ତାରେ ଯାଉଥିବା ଯୁବତୀଙ୍କୁ ପ୍ରେମ ନିବେଦନ କରି ଫସିଲେ ଯୁବକ

କାମାକ୍ଷାନଗର (କେନ୍ୟୁଜ) : ଧରାପଡିଲେ ରୋଡ ରୋମିଓ । ରାସ୍ତାରେ ଯାଉଥିବା ଯୁବତୀଙ୍କୁ ପ୍ରେମ ନିବେଦନ କରି ଫସିଗଲେ ଯୁବକ । କଲେଜ୍ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ…

10 months ago

ରାଜଧାନୀରେ ରୋଡ୍‌ ରୋମିଓଙ୍କ ଦୌରାତ୍ମ୍ୟ, ଲେଡିଜ୍‌ ହଷ୍ଟେଲରେ ପଶି ମାରପିଟ୍‌ ସହ ଭାଙ୍ଗିଲେ ଗାଡ଼ି, ୪ଅଟକ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ରୋଡ୍‌ ରୋମିଓଙ୍କ ଉତ୍ପାତ । ନୟାପଲ୍ଲୀରେ ଲେଡିଜ୍‌ ହଷ୍ଟେଲରେ ପଶି ମାରପିଟ୍‌ ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି । କମେଣ୍ଟ ମରାକୁ କେନ୍ଦ୍ର…

1 year ago

ଯେସାକୁ ତେସା: ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ପଠାଇ ରୋଡରେ ଥାପଡ଼ ଖାଇଲା ରୋମିଓ

କଟକ(କେନ୍ୟୁଜ୍): ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ପାୟଲ ପ୍ରିୟଦର୍ଶିନୀ ନାମକ ଜଣେ ମହିଳାଙ୍କୁ ରଜତ ମହାନ୍ତି ନାମକ ଏକ ଯୁବକ ଅସଦ ଆଚରଣ କରୁଥିବାର ମହିଳା ଜଣକ ଅଭିଯୋଗ…

2 years ago

କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ଉତ୍ତମ ମଧ୍ୟମ ଖାଇଲା ରୋଡ୍ ରୋମିଓ, ରାସ୍ତାରେ ଆଣ୍ଠେଇ ଭୁଲ୍ ମାଗିଲା

ନୟାଗଡ (କେନ୍ୟୁଜ୍): କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ଉତ୍ତମ ମଧ୍ୟମ ଖାଇଲେ ଯୁବକ । ନୟାଗଡ ପିଟିଏସ ରାସ୍ତାରେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରୁଥିବା ସମୟରେ ସ୍ଥାନୀୟ…

2 years ago

ବାଲେଶ୍ବର: ଅନ୍ଧାରିଆ ଜାଗାରେ କଲେଜ ପଢୁଆ ଝିଅଙ୍କୁ ଦେଖି ଅଶ୍ଳୀଳ ଇଙ୍ଗିତ କରୁଥିଲା ରୋଡ ରୋମିଓ,ଖାଇଲା ଉତ୍ତମ ମଧ୍ୟମ

ବାଲେଶ୍ବର(କେନ୍ୟୁଜ୍):  ରୋଡ ରୋମିଓକୁ ସବାଡ କଲେ ଗାଁ ଲୋକ । ଅନ୍ଧାରିଆ ଜାଗାରେ କଲେଜ ପଢୁଆ ଝିଅ ଓ ମହିଳାଙ୍କୁ ଦେଖୀ ଅଶ୍ଳୀଳ ଇଙ୍ଗିତ କରିବା ଓ…

3 years ago

ଯୁବକ ନା ଦୁର୍ବୃତ୍ତ ! ରୋଡ୍ ଉପରେ ବଦମାସୀ କରି ଲୋକଙ୍କ ଠାରୁ ଛେଚା ଖାଇଲେ, ପୋଲିସ୍ ହାତରେ ଲାଗିଲା ଖାଲି ଭଙ୍ଗା ବୁଲେଟ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀ ରାସ୍ତାରେ ଷ୍ଟାଇଲ୍ ମାରି ବାଇକ୍ ଚଲାଇବା ସହ ଲୋକଙ୍କୁ ହଇରାଣ କରୁଥିବା ଯୁବକମାନଙ୍କୁ ପାନେ ଦେଇଛନ୍ତି ସ୍ଥାନୀୟ ଲୋକେ ।…

4 years ago

ଭୁବନେଶ୍ୱର: ଯୁବତୀଙ୍କୁ କମେଣ୍ଟ ମାରି ଖସିଯିବା ବେଳେ ଯୁବକକୁ କାବୁ କଲେ ସ୍ଥାନୀୟ ଲୋକେ, ଉତ୍ତମ ମଧ୍ୟମ ଦେଇ ଥାନାରେ ଦେଲେ

କେନ୍ୟୁଜ୍(ବ୍ୟୁରୋ):  ରବିବାର-ଅପରାହ୍‌ଣ ୨ଟା । ସ୍ଥାନ-ଭୁବନେଶ୍ୱରର କଳ୍ପନା ଛକ । ଫଳ ବଜାର ସମ୍ମୁଖରେ ଜଣେ ଯୁବକକୁ ଘେରି ଯାଇଥିଲେ କିଛି ଲୋକ । ଆଣ୍ଠୁମାଡ଼ି ତଳେ…

4 years ago

ବେଗୁନିଆ ଅଞ୍ଚଳରେ ଭୁବନେଶ୍ୱର ସାଲିଆ ସାହିର ଦୁଇ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ମାଡ, ନାବାଳିକାଙ୍କୁ କରୁଥିଲେ ଅସଦାଚରଣ

ବେଗୁନିଆ(କେନ୍ୟୁଜ୍): ଯୁବକଙ୍କୁ ବାନ୍ଧି ମାଡ ମାରିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଭୁବନେଶ୍ୱର…

4 years ago

ଜୟପୁର: ରୋଡ ରୋମିଓକୁ ସେକିଲେ ଯୁବତୀ, ଭାଇରାଲ ହେଲା ଭିଡିଓ

ଜୟପୁର: ଏବେ ସାରା ଦେଶରେ ମହିଳାଙ୍କୁ ଦୁର୍ବ୍ୟବହାର ଓ ଦୁଷ୍କର୍ମ ଘଟଣାକୁ ନେଇ ତୁମ୍ଭି ତୋଫାନ୍ ଚାଲିଥିବାବେଳେ ଏବେ ଆଉ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ…

5 years ago

ନାବାଳିକାକୁ ଦୁର୍ବ୍ୟବହାର ନେଇ ତାତିଲେ ଲୋକେ, ରୋଡ ରୋମିଓକୁ ବାନ୍ଧି ପିନ୍ଧାଇଲେ ଜୋତା ମାଳ

ଢେଙ୍କାନାଳ: ବନ୍ଧା ହେଲା ରୋଡ ରୋମିଓ, ପିନ୍ଧାଗଲା ଜୋତା ମାଳ। ମହଙ୍ଗା ପଡିଲା ଛାତ୍ରୀଙ୍କୁ କମେଣ୍ଟ ମାରିବା। ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବେଡାପଡା ଗାଁରେ ଏହି…

5 years ago

ରୋମିଓ ରୋଗକୁ ମାଡ଼ ଔଷଧ, ଦୁଇ ଯୁବକଙ୍କୁ ଲଣ୍ଡା କରି ଗାଁରେ ବୁଲାଇଲେ ଲୋକେ

ଭଦ୍ରକ (କେନ୍ୟୁଜ୍‌) ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର କରି ଖୁବ୍‌ ଛେଚା ଖାଇଲେ ଦୁଇ ରୋମିଓ । ଝିଅଙ୍କୁ କମେଣ୍ଟ ମାରିବା ସହ ଅଶ୍ଳୀଳ ଇଙ୍ଗିତ କରୁଥିବା ଦୁଇ…

5 years ago