ଭିଡିଓ ଭାଇରାଲ୍ ପରେ, ଗିରଫ ହେଲେ କଲେଜ ଛାତ୍ରୀଙ୍କୁ ମାଡ଼ ମାରିଥିବା ରୋଡ୍ ରୋମିଓ
ଯାଜପୁର: କଲେଜ ପଢୁଆ ଝିଅଙ୍କ ଭାଇରାଲ୍ ଭିଡିଓ । ଯାହା ଆଜିକାଲିର ଯୁବପିଢ଼ିଙ୍କ କାରନାମାକୁ ପୁଣି ପଦାରେ ପକାଇଛି । କଣ ଘଟୁଛି ଏ ସମାଜରେ ? ବାପା ମାଆ ଲୁହ ଲହୁ ଏକ କରି ପିଲାମାନେ କିଭଳି ମଣିଷ ହେବେ ସେଥିପାଇଁ ଦିନ ରାତି ଖଟିବାରେ ବ୍ୟସ୍ତ । ଏପଟେ କିନ୍ତୁ ପୁଅ ହାଣ୍ଡସମ ଟୋକାକୁ ଝିଅ…