କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ଉତ୍ତମ ମଧ୍ୟମ ଖାଇଲା ରୋଡ୍ ରୋମିଓ, ରାସ୍ତାରେ ଆଣ୍ଠେଇ ଭୁଲ୍ ମାଗିଲା

ନୟାଗଡ (କେନ୍ୟୁଜ୍): କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରି ଉତ୍ତମ ମଧ୍ୟମ ଖାଇଲେ ଯୁବକ । ନୟାଗଡ ପିଟିଏସ ରାସ୍ତାରେ କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରୁଥିବା ସମୟରେ ସ୍ଥାନୀୟ ଯୁବକଙ୍କ ହାତରେ ଧରାପଡିଥିଲା ରୋଡ୍ ରୋମିଓ । ଯାହାପରେ ଯୁବକ ମାନେ ନିସ୍ତୁକ ମାଡ ମାରିବା ସହ , ରାସ୍ତାରେ ଆଣ୍ଠେଇ ଭୁଲ ମଗେଇଥିଲେ । ଏହାପରେ ରୋମିଓ ଜଣକୁ ପୋଲିସର ଜିମା ଦିଆଯାଇଥିଲା । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.