Browsing Tag

road romeo

ରୋଡ ରୋମିଓଙ୍କ କବଜାରେ ରାଜଧାନୀ, ରାତି ଅଧରେ ସାର୍ଟ ଖୋଲି ମଦ ପିଇ ଲୋକଙ୍କୁ କରୁଛନ୍ତି ହଇରାଣ

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀ ରାଜ ରାସ୍ତାରେ ରୋଡ୍‌ ରୋମିଓଙ୍କ ଆତଙ୍କ ରାଜ୍‌ । ରାତି ଅଧରେ ସାର୍ଟ ଖୋଲି ମଦ ପିଇ ଲୋକଙ୍କୁ କରୁଛନ୍ତି ହଇରାଣ । ଏମିତି ଏକ ରୋଡ୍‌ ରୋମିଓଙ୍କ ହାବୁଡ଼ରେ ପଡ଼ିଛନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ । ସୁଟିଂ ସାରି ଘରକୁ ଫେରୁଥିବା ବେଳେ ବରମୁଣ୍ଡାରୁ ନୟାପଲ୍ଲୀ…

ଉଠ୍‌ବସ୍‌ କରାଇଲେ ସମ୍ମାନିତ ହେଲେ, ବବିନା ମହାଳିକଙ୍କୁ ସମ୍ମାନିତ କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର ; ଉଠ୍‌ବସ୍‌ କରାଇଲେ, ସମ୍ମାନିତ ହେଲେ । ଭୁବନେଶ୍ୱର ଜିଜିପି କଲୋନୀରେ ରୋଡ୍‌ ରୋମିଓଙ୍କୁ ବସ୍‌ଉଠ୍‌ କରାଇଥିବା ଦବଙ୍ଗ ଲେଡି ବବିନା ମହାଳିକଙ୍କୁ ସମ୍ମାନିତ । ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ତାଙ୍କୁ ସମ୍ମାନିତ କରିଛନ୍ତି । ଗତକାଲି ଯୁବତୀ ଜଣଙ୍କ ସ୍କୁଟିରେ ଯାଉଥିବା ବେଳେ…