Below header

ରୋଡ ରୋମିଓଙ୍କ କବଜାରେ ରାଜଧାନୀ, ରାତି ଅଧରେ ସାର୍ଟ ଖୋଲି ମଦ ପିଇ ଲୋକଙ୍କୁ କରୁଛନ୍ତି ହଇରାଣ

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀ ରାଜ ରାସ୍ତାରେ ରୋଡ୍‌ ରୋମିଓଙ୍କ ଆତଙ୍କ ରାଜ୍‌ । ରାତି ଅଧରେ ସାର୍ଟ ଖୋଲି ମଦ ପିଇ ଲୋକଙ୍କୁ କରୁଛନ୍ତି ହଇରାଣ । ଏମିତି ଏକ ରୋଡ୍‌ ରୋମିଓଙ୍କ ହାବୁଡ଼ରେ ପଡ଼ିଛନ୍ତି ଜଣେ ଓଡ଼ିଆ ଅଭିନେତ୍ରୀ । ସୁଟିଂ ସାରି ଘରକୁ ଫେରୁଥିବା ବେଳେ ବରମୁଣ୍ଡାରୁ ନୟାପଲ୍ଲୀ ଯାଏଁ ଅଭିନେତ୍ରୀଙ୍କୁ ହଇରାଣ କରୁଛନ୍ତି ରୋଡ୍‌ ରୋମିଓ । ଏମିତିକି ମଦ ବୋତଲରେ ନିଆଁ ଲଗାଇ ଫିଙ୍ଗିବାକୁ ଉଦ୍ୟମ ମଧ୍ୟ କରୁଛନ୍ତି । ଏ ଦୃଶ୍ୟକୁ ନିଜ ମୋବାଇଲରେ ସୁଟିଂ କରିଛନ୍ତି ଅଭିନେତ୍ରୀ ଜଣଙ୍କ । ଏନେଇ ନୟାପଲ୍ଲୀ ଥାନାରେ ଜଣାଇଥିଲେ ମଧ୍ୟ ପୋଲିସ ଶୁଣିନଥିବା ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ଅଭିନେତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.