ବେଗୁନିଆ ଅଞ୍ଚଳରେ ଭୁବନେଶ୍ୱର ସାଲିଆ ସାହିର ଦୁଇ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ମାଡ, ନାବାଳିକାଙ୍କୁ କରୁଥିଲେ ଅସଦାଚରଣ

ବେଗୁନିଆ(କେନ୍ୟୁଜ୍): ଯୁବକଙ୍କୁ ବାନ୍ଧି ମାଡ ମାରିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଭୁବନେଶ୍ୱର ସାଲିଆ ସାହିର ଦୁଇ ଯୁବକ ଜଣେ ନାବାଳିକାଙ୍କୁ ଅସଦାଚରଣ କରିଥିଲେ । ତେବେ ଗାଁ ଲୋକଙ୍କ ଦ୍ୱାରାପଡି ପୋଲିସକୁ ଜିମା ଦେଇଥିଲେ । ପୋଲିସ ସେମାନଙ୍କୁ କୋର୍ଟ ଚାଲାଣ କରିବା ବେଳେ ଗାଁ ଲୋକ ବାନ୍ଧି ମାଡ ମାରିଥିଲେ।