ଯେସାକୁ ତେସା: ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ପଠାଇ ରୋଡରେ ଥାପଡ଼ ଖାଇଲା ରୋମିଓ

କଟକ(କେନ୍ୟୁଜ୍): ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ପାୟଲ ପ୍ରିୟଦର୍ଶିନୀ ନାମକ ଜଣେ ମହିଳାଙ୍କୁ ରଜତ ମହାନ୍ତି ନାମକ ଏକ ଯୁବକ ଅସଦ ଆଚରଣ କରୁଥିବାର ମହିଳା ଜଣକ ଅଭିଯୋଗ କରିଛନ୍ତି। ମହିଳାଙ୍କ ବୟସ ୩୦ ବର୍ଷ।

ଯୁବକ ଜଣକ  ଯୁବତୀଙ୍କୁ ଅଶ୍ଲୀଳ ଭିଡିଓ ପଠାଇବା ସହ ଖରାପ ଭାଷାରେ ଗାଳି ଗୁଳଜ କରୁଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି।ଏହାକୁ ନେଇ ମହିଳା ଜଣକ ଥାନାରେ ଏତଲା ଦେଇଥିବାର ପ୍ରକାଶ କରିବା ସହ ଯୁବକ ଜଣଙ୍କୁ ବାଡେଇବାର ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.